Latest Odisha News

BREAKING NEWS

Browsing Category

ଖେଳ

ରଣଜୀ ଟ୍ରଫି କ୍ରିକେଟରେ ବିବାଦ: ଉତ୍ତାରଖଣ୍ଡ ଆସୋସିଏସନ ଖେଳାଳିଙ୍କ କଦଳୀ, ପାଣିରେ ଖର୍ଚ୍ଚ କରିଛି ୫୭ ଲକ୍ଷ !

ଡେରାଡୁନ: ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇ ଠାରୁ ରେକର୍ଡ ୭୨୫ ରନ ବ୍ୟବଧାନରେ ହାରିଥିବା ଉତରାଖଣ୍ଡ ଟିମକୁ ନେଇ ଏକ ବିବାଦ ମୁଣ୍ଡ ଟେକିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉତରାଖଣ୍ଡ ଆସୋସିଏଶନ କାଗଜ କଲମରେ ଟିମ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା…

[ଦେଖନ୍ତୁ ଭିଡିଓ] ଆସନ୍ତାକାଲି ବାରବାଟୀ ଲଢ଼େଇ, ଆଜି ଉଭୟ ଦଳର ନେଟ ପ୍ରାକ୍ଟିସ

କଟକ: ଆସନ୍ତାକାଲି ବାରବାଟୀ ଲଢ଼େଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଗତକାଲିଠୁ ଉଭୟ ଦେଶର ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ।…

କେଆଇୱାଇଜି: ଓଡିଶା ମହିଳା ହକିକୁ ରୌପ୍ୟ, ପୁରୁଷକୁ ବ୍ରୋଞ୍ଜ

ପଂଚକୁଲା: ଚଳିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ବାଳିକା ହକି ଦଳ ରୌପ୍ୟ ପଦକ ହାସଲ କରିଥିବା ବେଳେ ବାଳକ ଟିମ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ଫାଇନାଲରେ ବାଳିକା ଟିମ ହରିୟାଣାଠାରୁ ୧-୪ ଗୋଲରେ ପରାସ୍ତ ହୋଇଥିଲା । ସେହିପରି ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ…

ବାରବାଟୀ ମ୍ୟାଚ ପାଇଁ ମାସ୍କ ଜରୁରୀ

କଟକ: ବାରବାଟୀରେ ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିିତୀୟ ଟି୨୦ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ଦେଖିବାକୁ ଯାଉଥିବା ଦର୍ଶକଙ୍କ ପାଇଁ ମାସ୍କ ଜରୁରୀ କରାଯାଇଛି । କଟକ ମ୍ୟୁନିସିପାଲ କର୍ପୋରେଶନ ନୋ ମାସ୍କ ନୋ ଏଂଟ୍ରି ନିୟମ ଲାଗୁ କରିଛି । ସିଏମସି କମିଶନର ଅନନ୍ୟା ଦାସ…

ବାରବାଟୀକୁ ଆସିବେ ଦାଦା

କଟକ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳିମାନେ ପହଂଚି ସାରିଛନ୍ତି । ପ୍ରଶଂସକମାନେ ଖେଳାଳିଙ୍କ ଝଲକ ଦେଖିବା ପାଇଁ ବ୍ୟଗ୍ରତା ଦେଖିବାକୁ…

ହୋଟେଲ ମେ ଫାୟାରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଖେଳାଳି । ବାରବାଟୀ ଟି-୨୦ ପାଇଁ ଉଭୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ…

ମିଲର,ଡୁସେନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଟି୨୦ରେ ହାରିଲା ଭାରତ, ରେକର୍ଡରୁ ବି ବଂଚିତ

ନୂଆଦିଲ୍ଲୀ: ଡେଭିଡ ମିଲର ଏବଂ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଈଶାନ କିଶାନଙ୍କ ୭୬ ରନ ସହାୟତାରେ ୪ ୱିକେଟ ହରାଇ ୨୧୧ ରନ…

‘ଭାରତୀୟ ଦଳର ନେତୃତ୍ୱ ନେବାର ଦକ୍ଷତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ରହିଛି’

ନୂଆଦିଲ୍ଲୀ: ଆଇପିଏଲ ବିଜେତା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଭାରତୀୟ ଦଳର ଅଧିନାୟକ ହେବାର ଦକ୍ଷତା ରହିଛି। ତାଙ୍କ ପାଖରେ ଥିବା ସକାରାତ୍ମକ ଇଚ୍ଛାଶକ୍ତି ଏବଂ ଉଦ୍ଦୀପନା ହିଁ ପ୍ରମାଣ କରୁଛି ସେ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇପାରିବେ। ରାଜ୍ୟସଭା…

ଉତରାଖଣ୍ଡ ବିପକ୍ଷରେ ମୁମ୍ବାଇର ବୃହତ ବିଜୟ, ଭାଙ୍ଗିଲା ୯୨ ବର୍ଷର ରେକର୍ଡ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇ ୭୨୫ ରନରେ ଉତରାଖଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ସେମିରେ ଉତରପ୍ରଦେଶକୁ ଭେଟିବ । ରନ ଦୃଷ୍ଟି କୋଣରୁ ମୁମ୍ବାଇ ୯୨ ବର୍ଷର ରେକର୍ଡ ଭାଙ୍ଗିଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏତେ ରନ ବ୍ୟବଧାନରେ…

ଦିନକରେ ସରିଗଲା ବାରବାଟୀ ମ୍ୟାଚର ସବୁ ଟିକେଟ୍  

କଟକ: ସରିଗଲା ସବୁ ଟିକେଟ୍ । ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚର ସବୁ ଟିକେଟ୍ ବିକ୍ରି ହୋଇ ଯାଇଛି । ପ୍ରାୟ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ପାଇଁ ୯ ଗୋଟି କାଉଣ୍ଟର ବ୍ୟବସ୍ଥା କରିଥିଲା ଓସିଏ । ଆଉ ୯ ଓ ୧୦ ତାରିଖ ଦୁଇଦିନ ଧରି ଟିକେଟ୍ କାଉଣ୍ଟରରେ ଟିକେଟ୍ ବିକ୍ରି…