Latest Odisha News

BREAKING NEWS

Browsing Category

ଖେଳ

ପାସ୍ ବ୍ୟବସ୍ଥା ଫେଲ୍, ଚାରିଆଡୁ ଅସନ୍ତୋଷ

ଭୁବନେଶ୍ବର: ବାରବାଟୀ ମ୍ୟାଚର ଫଳାଫଳରେ ପ୍ରଶଂସକ ନିରାଶ ହୋଇଛନ୍ତି ସତ । ତେବେ ଖେଳରେ ତ ହାର ଜିତ ରହିଛି । ଆଜି ନହେଲେ କାଲି ପୁଣି ଜିତିବ ଟିମ ଇଣ୍ଡିଆ । କିନ୍ତୁ ଏଠି ଅନ୍ୟ ଏକ କାରଣକୁ ନେଇ ସବୁଠି ଚର୍ଚା ହେଉଛି । ତାହା ହେଉଛି ମ୍ୟାଚ ଦେଖିବା ପାଇଁ ପାସ ବ୍ୟବସ୍ଥା । ଏଠାରେ…

କଟକରେ ଭୁବନେଶ୍ୱରଙ୍କ କମାଲ ସତ୍ୱେ ହାରିଲା ଟିମ ଇଣ୍ଡିଆ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଭାରତକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୧୪୯ ରନର ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ୧୮.୨ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।…

ଆଇପିଏଲ ମିଡିଆ ରାଇଟ୍ସ ନିଲାମ: ପ୍ରଥମ ଦିବସରେ ୪୩ ହଜାର ୫୦କୋଟି ପର୍ଯ୍ୟନ୍ତ ଗଲା ଡାକରା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରୁ ୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ନିଲାମ ପ୍ରକ୍ରିୟା ରବିବାର ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ନିଲାମପ୍ରକ୍ରିୟା ଡାକରା ୪୩ ହଜାର ୫୦କୋଟି ଟଙ୍କାରେ ପଂହଚିଛି । ନିଲାମରେ ଜିତ ହାସଲ କରିବା ପାଇଁ ବିଭିନ୍ନ କମ୍ପାନୀ ମଧ୍ୟରେ ତୀବ୍ର…

ବାରବାଟୀରେ କାର୍ତିକ କମାଲ: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୯ ରନର ଲକ୍ଷ୍ୟ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୧୪୯ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ଟିମ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୪୮…

କେଆଇୱାଜି: ଖୋଖୋ ବାଳିକା ଫାଇନାଲରେ ଓଡିଶା

ପଂଚକୁଲା: ହରିୟାଣାର ପଂଚକୁଲାରେ ଚାଲିଥିବା ଖେଲୋ ଖଣ୍ଡିଆ ୟୁଥ ଗେମ୍ସରେ ଓଡିଶାର ଖୋ ଖୋ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବାଳିକା ଟିମ ଫାଇନାଲକୁ ଉନ୍ନୀତ ହୋଇ ସ୍ୱର୍ଣ୍ଣ ପଦକ ଆଶା ସୃଷ୍ଟି କରିଛନ୍ତି । ସେମିରେ ସେମାନେ ପଞ୍ଜାବକୁ ଇନିଂସ ଓ ୧ ପଂଏଟ ବ୍ୟବଧାନରେ ପରାସ୍ତ କରି…

ଏଏଫସି ଏସିଆ କପ ଯୋଗ୍ୟତା ପର୍ଯ୍ୟାୟ: ହାର ସହ୍ୟ କରିପାରିଲାନି ଆଫଗାନିସ୍ତାନ ଟିମ, ଭାରତୀୟ ଖେଳାଳିଙ୍କ ସହ କଲେ…

ନୂଆଦିଲ୍ଲୀ: ଏଏଫସି ଏସିଆ କପ ଯୋଗ୍ୟତା ପର୍ଯ୍ୟାୟ ୨୦୨୩ ମୁକାବିଲାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଏକ ସଂଘର୍ଷପୂର୍ଣ୍ଣ ମୁକବିଲାରେ ଭାରତ ୨-୧ ଗୋଲରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଆଫଗାନ ଟିମ ଏହି ପରାଜୟକୁ ହଜମ କରିପାରି ନ ଥିଲେ । ସେମାନେ ପ୍ରଥମେ ଭାରତର ୨…

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ

କଟକ: ବାରବାଟିରେ ଆଜି ଖେଳା ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି । ପ୍ରଥମେ ଟସ୍ ଜିତି ଭ୍ରମଣକାରୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିବ । ଘରୋଇ ପିଚରେ ଭାରତକୁ ସମର୍ଥନ ପାଇଁ ବାରବାଟିରେ ବେଶ୍ ଭିଡ଼ ଜମିଛି । ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦଳରେ…

ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ ହେଲେ ରୋନାଲ୍ଡୋ

ୱାଶିଂଟନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଆଜି ବୌ ଆଶ୍ୱସ୍ତି ମିଳିଛି । ୨୦୦୯ରେ ତାଙ୍କ ବିରୋଧରେ ମଡେଲ କ୍ୟାଥେରିନା ମାୟୋଗ୍ରା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଆମେରିକାର ଏକ କୋର୍ଟ ତାଙ୍କୁ ଏହି ଘଟଣାରେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । କ୍ୟାଥେରିନା ତାଙ୍କ…

ବାରବାଟି ଲଢ଼େଇ : ଜିତିବୁ କହିଲେ ଭୁବନେଶ୍ବର

ଭୁବନେଶ୍ବର:  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି  ସଂଧ୍ୟା 7ଟାରେ ବାରବାଟିରେ ଖେଳାଯିବ । ଏଥିପାଇଁ ବାରବାଟିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସାରା ରାଜ୍ୟରୁ କ୍ରିକେଟ ପ୍ରଶଂସକମାନେ ଏକତ୍ରିତ ହୋଇଛନ୍ତି ।…

ମ୍ୟାଚ୍ ଦେଖିବାକୁ ବାରବାଟି ଯାଉଛନ୍ତି କି ? ଜାଣନ୍ତୁ କଣ କରିବେ…

କଟକ: ଆସନ୍ତାକାଲି ରବିବାର ବାରବାଟି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଆଜି ବାରବାଟିରେ ଅଭ୍ୟାସ କରିଛନ୍ତି ଦୁଇ ଦଳ । ରାତି ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ତା ପୂର୍ବରୁ ଅପରାହ୍ଣ ୩ଟାରେ…