Latest Odisha News

BREAKING NEWS

Browsing Category

ଖେଳ

ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି ଓ ଠେଲାପେଲା

କଟକ: ଟିକେଟ୍ ପାଇଁ ରାତିରୁ ଲାଇନ୍, କାଉଣ୍ଟରରେ ଠେଲାପେଲା । ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୯ ଓ ୧୦ ତାରିଖ ଦୁଇଦିନ ଧରି ୧୨ ହଜାର ଟିକେଟ୍ ୯ଟି କାଉଣ୍ଟରରେ ବିକ୍ରି ହେଉଛି । ୭ଟି…

ବାରବାଟି ଲଢ଼େଇ ପାଇଁ ମଇଦାନ ରେଡି : ଆଜି ସୁରକ୍ଷା ମକଡିଲ କରିବ ପୋଲିସ

ଭୁବନେଶ୍ବର: ବାରବାଟି ଲଢ଼େଇ ପାଇଁ କ୍ରିକେଟ ପ୍ରଶଂସକମାନଙ୍କ ଆଖିରେ ନିଦ ନାହିଁ । ମ୍ୟାଚ୍ ଦେଖିବା ପାଇଁ ଟିକେଟ ପାଇଁ ରାତି ଅନିଦ୍ରା ମଧ୍ୟ ହେଉଛନ୍ତି ପ୍ରଶଂସକ । କଟକରେ ବାରବାଟୀ ଟି-୨୦ ମ୍ୟାଚ୍ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ପାଇଁ ଟିକେଟ କିଣିଛନ୍ତି । ମୁଖ୍ୟମନ୍ତ୍ରୀ…

ଇଣ୍ଡିଆ –ସାଉଥ ଆଫ୍ରିକା ପ୍ରଥମ ଟି-20 ଆଜି : ଟିମ୍ ଇଣ୍ଡିଆ ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି -20 ଆଜି ଦିଲ୍ଲୀରେ ଖେଳାଯିବ ।  ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଖେଳାଳି କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ଭାରତୀୟ ଫ୍ୟାନସମାନେ ଅପେକ୍ଷା କରିଛନ୍ତି । ଭାରତ…

ଖେଳାଳିଙ୍କ ଖାଇବା ମେନୁରେ ଛେନାପୋଡ, ଚାହିଁଲେ ଖାଇପାରିବେ ଓଡ଼ିଶାର ସ୍ୱତନ୍ତ୍ର କାକେରା, କାନିକା ଓ ରସଗୋଲା

ଭୁବନେଶ୍ୱର: ୧୨ ତାରିଖରେ କଟକ ବାରବାଟିରେ ଟି ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଖେଳାଳିଙ୍କ ପାଇଁ ଚାଲିଛି ଓଡ଼ିଶାରେ ଭବ୍ୟ ସ୍ୱାଗତ ପାଇଁ ସୁବିଧା।ଜାଣି ଆଶ୍ଚର୍ଯ୍ୟ ହେବେ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଟିମ ପାଇଁ ଭବ୍ୟ ସ୍ୱାଗତ ପାଇଁ ହୋଟେଲରେ‌ ହୋଇଛି…

ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଓହରିଲେ ରାହୁଲ, ପନ୍ତ ହେବେ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜରୁ ଅଧିନାୟକ କେଏଲ ରାହୁଲ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାମହାତୀ…

କେଆଇୱାଇଜି: ଓଡିଶା ପାଇଁ ରୌପ୍ୟ ଜିତିଲେ ପୁନୀତ

ଭୁବନେଶ୍ୱର: ହରିୟାଣାର ପଂଚୁକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ପୁନୀତ ଚନ୍ଦ୍ର ସାହୁ ଓଡିଶା ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଏଥିସହ ଓଡିଶା ପଦକ ସଂଖ୍ୟା ୩କୁ ଛୁଇଁଛି । ପୁରୁଷ ୯୬ କେଜି ଭାରୋତୋଳନ ମୁକାବିଲାରେ ସେ ଏହି ସଫଳତା ହାସଲ କରିଛନ୍ତି । ପୁନୀତ ଓଭରାଲ ୨୭୮ କେଜି (୧୧୫…

୮୮ ବର୍ଷ ପରେ ରଣଜୀରେ ଇତିହାସ ରଚିଲା ବେଙ୍ଗଲ

କୋଲକାତା: ବାଙ୍ଗାଲୋରରେ ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ୮୮ ବର୍ଷ ପରେ ବେଙ୍ଗଲ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି । ଝାଡଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଙ୍ଗଲ ୭ ୱିକେଟ ବିନିମୟରେ ୭୭୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଏଥିରେ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମିତାଲିଙ୍କ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନୀରେ ପଡ଼ିଛି ପୂର୍ଣ୍ଣଛେଦ । ୩୯ ବର୍ଷିଅ ମିତାଲି ବୁଧବାର ଟ୍ୱିଟ୍ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା…

ଥୋମାସ କପ ବିଜେତା ଭାରତୀୟ ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଥୋମାସ କପ ବିଜେତା ଭାରତୀୟ ପୁରୁଷ  ବ୍ୟାଡମିଂଟନ ଟିମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ । ବୁଧବାର ଓଡିଶା କ୍ରୀଡା ଓ ଯୁୁବ ବ୍ୟାପାର ମନ୍ତ୍ରାଣଳୟ ପକ୍ଷରୁ ଲୋକସେବା ଭବନ ଠାରେ ଏହି ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଉଛି । ସମସ୍ତ ଖେଳାଳିଙ୍କ…

ଆସିଲା ଏରୋ ସ୍ପୋର୍ଟସ ପଲିସି-୨୦୨୨: ଏୟାର ସ୍ପୋର୍ଟସରୁ ଆସିବ ଦଶ ହଜାର କୋଟି ରାଜସ୍ୱ

ଭୁବନେଶ୍ୱର: ଭାରତ ମଙ୍ଗଳବାର ଏରୋ ସ୍ପୋର୍ଟସ ପଲିସି-୨୦୨୨ ଉନ୍ମୋଚନ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଏହାକୁ ଉନ୍ମୋଚନ କରିବା ସହ ଏହି ନୀତି(ପଲିସି) ଏରୋ ସ୍ପୋର୍ଟସରୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇପାରିବ ।…