Latest Odisha News

BREAKING NEWS

Browsing Category

ଖେଳ

ଟି୨୦ରେ ୧୦,୦୦୦ ରନ କଲେ ହିଟମ୍ୟାନ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟି୨୦ କ୍ରିକେଟରେ ୧୦,୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ୨୮ରନ ଇନିଂସ ଅବସରରେ ସେ ଏହି ସଫଳତା ହାସଲ କରିଛନ୍ତି । ବିରାଟ କୋହଲିଙ୍କ ପରେ ଭାରତର ୨ୟ ଖେଳାଳି ଏବଂ ଓଭରାଲ ୭ମ ଆନ୍ତର୍ଜାତୀୟ କ୍ରିକେଟର…

ଟି-୨୦ ବିଶ୍ୱକପ୍ ୨୦୨୪: ଭାରତ ବିରୋଧରେ ଖେଳିପାରନ୍ତି ୬ ଭାରତୀୟ !

ଭୁବନେଶ୍ୱର: ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଅନୁଷ୍ଠିତ ହେବ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପ ପ୍ରତିଯୋଗୀତା । ନିର୍ଦ୍ଧାରିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ଏହି ପ୍ରତିଯୋଗୀତାରେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାଗ ନେବ । ଆୟୋଜକ ଦେଶ ହୋଇଥିବାରୁ ଉଭୟ ଆମେରିକା ଓ…

ଲଗାତାର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଆଉ ଏକ ଝଟ୍‌କା

ଭୁବନେଶ୍ୱର: ଚଳିତବର୍ଷ ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଭାଗ୍ୟ ଏତେଟା ଭଲ ନାହିଁ । ବୋଲିଂ ଠାରୁ ଆରମ୍ଭ କରି ବ୍ୟାଟିଂ ଓ ଫିଲ୍ଡିଂରେ ଏହି ଦଳ ନିଜ ସମର୍ଥକଙ୍କୁ ନିରାଶ କରିଛି । ତେବେ ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଦୋହଲାଇ ଦେଇଛି ।…

କମଲଜିତଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଓଡିଶା ଏଫସି ତାର ଷ୍ଟାର ଖେଳାଳି କମଲଜିତ ସିଂଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି । ୨୦୨୫ ପର୍ଯ୍ୟନ୍ତ ସେ ଦଳ ସହିତ ରହିବେ ବୋଲି କ୍ଲବ ପକ୍ଷରୁ ସ୍ପଷ୍ଟ କରାଯାଇଛି । କମଲଜିତ ମଧ୍ୟ ଏଥିନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡିଶା ଏଫସି ସହିତ ମୋର…

ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ଲକ୍ଷ୍ୟରେ ସୁଚେତା, ଭୁବନେଶ୍ୱରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ସୁଚେତା ଦେବ ବର୍ମନ ଜୁଲାଇରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ କଠିନ ଅଭ୍ୟାସ ଜାରୀ ରଖିଛନ୍ତି । ୩୮ ବର୍ଷୀୟା ଏହି ଲଙ୍ଗ ଡିଷ୍ଟାନ୍ସ ଓପନ ୱାଟର ସନ୍ତରଣକାରୀ ବିଶ୍ୱର ୧୩ଟି କଷ୍ଟକର ସ୍ଥାନରେ ପହଁରିବା ପାଇଁ ଆଶା ବ୍ୟକ୍ତ କରିଛନ୍ତି ।…

ଓଡିଶା ଆଥଲେଟିକ୍ସ ମିଟ: ଶଟପୁଟରେ ଅଂଶିକାଙ୍କ ନୂତନ ରାଜ୍ୟ ରେକର୍ଡ

ଭୁବନେଶ୍ୱର: ୬୮ତମ ଓଡିଶା ଆଥଲେଟିକ୍ସ ମିଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଅଂଶିକା ରାଉତରାୟ । ଶଟପୁଟ ୧୦ ବର୍ଷରୁ କମ୍ ବାଳିକା ବିଭାଗରେ ସେ ନୂତନ ରାଜ୍ୟ ରେକର୍ଡ ସହ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଂଶିକା ୧୧.୭୫ ମିଟର ଦୂରତାକୁ ଶଟପୁଟ ଫିଙ୍ଗିଥିଲେ । ମୟୂରଭଞ୍ଜର ଦୀପା ସିଂ ଦ୍ୱିତୀୟ…

ଟେନିସ ର‌୍ୟାଙ୍କିଙ୍ଗରେ ଭାରତର ଏକ ନମ୍ବର ଖେଳାଳି ହେଲେ ଓଡିଶାର ଆହାନ

ଭୁବନେଶ୍ୱର: ୧୨ ବର୍ଷରୁ କମ ବାଳିକା ବର୍ଗରେ ଓଡିଶା ଝିଅ ଆହାନ ଭାରତର ଏକ ନମ୍ବର ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ଟେନିସ ସଂଘ ପକ୍ଷରୁ ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ବାଜି ମାରିଛନ୍ତି ଆହାନ । ହରିୟାଣାର ଅନିନ୍ଦିତା ଉପାଧ୍ୟାୟଙ୍କୁ ପଛରେ ପକାଇ ସେ ଏହି…

ମହିଳା ଜୁନିୟର ବିଶ୍ୱକପ ହକି: ନେଦରଲାଣ୍ଡଠାରୁ ସେମିରେ ହାରିଲା ଭାରତ

ନୂଆଦିଲ୍ଲୀ: ମହିଳା ଜୁନିୟର ବିଶ୍ୱକପ ହକିରେ ଭାରତର ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ଭାରତ ୦-୩ ଗୋଲରେ ନେଦରଲାଣ୍ଡଠାରୁ ପରାଜିତ ହୋଇଛି । ବିଜୟୀ ଦଳ ପକ୍ଷରୁ ଟେସା ବିଟସ୍ମା, ଲୁନା ଫୋକକେ ଓ ଜିପ ଡିକେ ଗୋଲ ସ୍କୋର କରିଥିଲେ । ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ମଧ୍ୟ…

ଟିମ ପାଇଁ ଜାଣିଶୁଣି ରିଟାୟର ଆଉଟ ହେଲେ ଅଶ୍ୱିନୀ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନୀ ଜାଣିଶୁଣି ରିଟାୟର ଆଉଟ ହେବାକୁ ସମସ୍ତେ ପ୍ରଶଂସା କରିଛନ୍ତି । ୧୯ତମ ଓଭରରେ ଟିମ ପାଇଁ ସେ ନିଜ ୱିକେଟ ତ୍ୟାଗ କରିବାକୁ ପଛାଇ ନ ଥିଲେ । ଆଇପିଏଲ ଇତିହାସରେ ସେ ପ୍ରଥମ ଖେଳାଳି ଭାବେ ରିଟାୟର ଆଉଟ…

କୋଲକାତାକୁ ହରାଇଲା ଦିଲ୍ଲୀ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର  ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୫ ୱିକେଟ ବିନିମୟରେ ୨୧୫ ରନ ସଂଗ୍ରହ କରିଥିଲା । ପୃଥ୍ୱୀ ଶ ୫୧, ଡେଭିଡ ୱାର୍ଣ୍ଣର ୬୧ ରନର ଇନିଂସ ଖେଳିଥିଲେ । ରିଷଭ…