Latest Odisha News

BREAKING NEWS

Browsing Category

ଖେଳ

ମହିଳା ବିଶ୍ୱକପ କ୍ରିକେଟ: ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଭାରତ ୧୧୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା । ୟାସ୍ତିକା ଭାଟିଆ (୫୦), ଶେଫାଳୀ ବର୍ମା (୪୨), ସ୍ମୃତି…

୧୩ ବର୍ଷ ପରେ ବିଶ୍ୱକପ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ହାମିଲଟନ: ପାକିସ୍ତାନ ମହିଳା କ୍ରିକେଟ ଟିମ ୧୩ ବର୍ଷ ପରେ ବିଶ୍ୱକପ ବିଜୟ ସ୍ୱାଦ ଚାଖିଛନ୍ତି । ଏଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ପାକିସ୍ତାନ ୮ ୱିକେଟରେ ଏହି ବହୁ ପ୍ରତୀକ୍ଷୀତ ବିଜୟ ହାସଲ କରିଥିଲା । ବର୍ଷା ଯୋଗୁ ୱେଷ୍ଟଇଣ୍ଡିଜ-ପାକିସ୍ତାନ ମ୍ୟାଚକୁ ୨୦ ଓଭର ବିଶିଷ୍ଟ…

ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ଭାରୋତୋଳନ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଭାରୋତୋଳନ ଚାମ୍ପିୟନଶିପ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି । ୩୦ ରାଜ୍ୟର ୮୦୦ ପ୍ରତିଯୋଗୀ ଯୁବ, ଜୁନିୟର ଓ ସିନିୟର ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ, ଓଡିଶା ୱେଟଲିଫ୍ଟିଂ ଆସୋସିଏଶନ ଏବଂ ଓଡିଶା ସରକାର କ୍ରୀଡା ଓ ଯୁବ ବ୍ୟାପାର…

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ପ୍ରବେଶ ନିଶ୍ଚିତ କଲା ଅଷ୍ଟ୍ରେଲିଆ

ଅକଲାଣ୍ଡ: ଆଇସିସି ମହିଳା ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ଭାରତର ଜ୍ୱାଇଁ ହେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ଶେଷରେ ଭାରତର ଜ୍ୱାଇଁ ହେବାର ଗୌରବ ଅର୍ଜନ କରିଛନ୍ତି । ମ୍ୟାକ୍ସୱେଲ ଭାରତୀୟ ବଂଶୋଦ୍ଭବ ଭିନି ରମଣଙ୍କୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ରଙ୍ଗମୟ ପରିବେଶରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୨୦୨୦ରେ ଉଭୟଙ୍କ ନିର୍ବନ୍ଧ…

ଫୁଟବଲ ବିଶ୍ୱକପ ପ୍ରସ୍ତୁତି: ଓପନ ଷ୍ଟାଡିୟମରେ ଲାଗିବ ଏସି

ନୂଆଦିଲ୍ଲୀ: କାତାରର ଦୋହାରେ ନଭେମ୍ବର ୨୧ରୁ ଆରମ୍ଭ ହେବ ଫୁଟବଲ ବିଶ୍ୱକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ତେବେ ଗଲ୍ଫ ଦେଶରେ ତାପମାତ୍ରା ଅଧିକ ରହୁଥିବାରୁ ଅଧିକାଂଶ ଦେଶର ଖେଳାଳି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଥିଲା । ତେବେ ଆୟୋଜକ ଦେଶ ଏହି…

ପ୍ରଥମ ଶ୍ରେଣୀ କ୍ରିକେଟରେ ଝାଡଖଣ୍ଡର ବିଶ୍ୱରେକର୍ଡ

କୋଲକାତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଝାଡଖଣ୍ଡ ନୂତନ କୀର୍ତିମାନ ସ୍ଥାପନ କରିଛି । ପ୍ରଥମ ଇନିଂସରେ ୧୦୦୮ ରନର ଅଗ୍ରଣୀ ହାସଲ କରି ଝାଡଖଣ୍ଡ ଟିମ ନାମରେ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଏ ପର୍ଯ୍ୟନ୍ତ କୌଣସି ଟିମ ଏତେ ରନର ଅଗ୍ରଣୀ ହାସଲ କରି ନାହାନ୍ତି । ଏଠାରେ ଅନୁଷ୍ଠିତ ନାଗାଲାଣ୍ଡ…

ମହିଳା ବିଶ୍ୱକପ କ୍ରିକେଟ: ଇଂଲଣ୍ଡଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ୪ୱିକେଟରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଛି । କ୍ରମାଗତ ୩ ପରାଜୟ ପରେ ଚାମ୍ପିୟନ ଇଂଲଣ୍ଡ ବିଜୟ ଲୟକୁ ଫେରିଛି । ଅପରପକ୍ଷରେ ଭାରତର ଏହା ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୩୬.୨ ଓଭରରେ ୧୩୪ରନ କରି ଅଲଆଉଟ ହୋଇ…

ଆଇପିଏଲ ନେଇ ବିସିସିଆଇ ଲାଗୁ କଲା କରୋନା କଟକଣା

ମୁମ୍ବାଇ: ମାର୍ଚ୍ଚ ୨୬ରୁ ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । କରୋନାର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଆଇପିଏଲ ଅବସରରେ ବିସିସିଆଇ ଏହାର କଟକଣା ନେଇ କୋହଳ ମନୋଭାବ ଆପଣାଇବ ନାହିଁ ବୋଲି ସ୍ପଷ୍ଟ…

ଆଇପିଏଲରେ ବଦଳିଲା ଆଉ କିଛି ନିୟମ

ମୁମ୍ବାଇ: ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ । ଇତି ମଧ୍ୟରେ ବିସିସିଆର କିଛି ନିୟମରେ ପରିବର୍ତନ କରିଛି । କ୍ରିକବିଜ ରିପୋର୍ଟ ମୁତାବକ ଯଦି କୌଣସି ଟିମରେ ଖେଳାଳି କରୋନା ସଂକ୍ରମିତ ହୋଇଥାନ୍ତି ତାହାହେଲେ ପୂର୍ବ ନିର୍ଦ୍ଧାରିତ ଚୂଡାନ୍ତ ଏକାଦଶରେ ପରିବର୍ତନ କରାଯାଇପାରିବ ।…