Latest Odisha News

BREAKING NEWS

Browsing Category

ଖେଳ

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର୍ଲିଂ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ଚୌକା (୨୮୮) ମାରିବାରେ ଆୟର୍ଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ପଲ ଷ୍ଟାର୍ଲିଂ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ଏହି ରେକର୍ଡକୁ ଭଙ୍ଗ କରିଛନ୍ତି । ୟୁଏଇ ବିପକ୍ଷ ମ୍ୟାଚରେ ଷ୍ଟାର୍ଲିଂ ୪ ଚୌକା…

ଥମାସ-ଉବେର କପ ବ୍ୟାଡମିଂଟନ: ସ୍ପେନ ବିପକ୍ଷରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ: ଡେନମାର୍କରେ ଖେଳା ଯାଉଥିବା ଥମାସ-ଉବେର କପ ବ୍ୟାଡମିଂଟନର ପ୍ରଥମ ଦିବସରେ ସ୍ପେନ ବିପକ୍ଷରେ ଭାରତ ୩-୨ର ଅଗ୍ରଣୀ ହାସଲ କରିଛି । ଭାରତର ଷ୍ଟାର ମହିଳା ଖେଳାଳି ସାଇନା ନେହ୍ୱାଲ ପ୍ରଥମ ସେଟରେ ବିପକ୍ଷ ଦଳର କ୍ଲାରା ଅର୍ଜୁରମେଂଣ୍ଡୀଙ୍କ ବିପକ୍ଷରେ ହାରିବା ପରେ ଆଘାତ ସମସ୍ୟା ଯୋଗୁ…

ଆଇପିଏଲ: ଆଜି ଚେନ୍ନାଇ-ଦିଲ୍ଲୀ ମଧ୍ୟରେ କ୍ୱାଲିଫାୟର ମୁକାବିଲା

ଦୁବାଇ: ଆଇପିଏଲ ୨୦୨୧ର ପ୍ରଥମ ପ୍ଲେ ଅଫ ମୁକାବିଲା ଆଜି ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ବିଜେତା ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ଟିମକୁ ଏଥି ନିମନ୍ତେ ଆଉ ଏକ ସୁଯୋଗ ମିଳିବ । ଦ୍ୱିତୀୟ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ…

୨୦୩୬ରେ ଭାରତ ଅଲିମ୍ପିକ୍ସ ଆୟୋଜନ କରିପାରେ !

ଅହମ୍ମଦାବାଦ: ଭାରତର ଅଲିମ୍ପିକ୍ସ ଆୟୋଜନ ଉଜ୍ଜୀବୀତ ହୋଇଛି । ୨୦୩୬ ସମର ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇଁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ସହ ଆଲୋଚନା କରାଯାଉଛି ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଛନ୍ତି । ମୋଟେରା ଗ୍ରାଉଣ୍ଡ ଉଦଘାଟନୀ ଉତ୍ସବ ପାଇଁ ସର୍ବଶ୍ରେଷ୍ଠ ବୋଲି ବାତ୍ରା…

ମନ ଲଢେଇରେ ଜିତିଲେ ଦୀପକ: ଷ୍ଟାଡିୟମରେ ପ୍ରେମିକା ଜୟାଙ୍କୁ ମୁଦି ପିନ୍ଧାଇଲେ

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି ପଞ୍ଜାବ । ମାତ୍ର ଏହି ମ୍ୟାଚରେ ଦଳ ହାରିଥିଲେ ମଧ୍ୟ ମନ ଲଢ଼େଇରେ ବିଜୟ ହୋଇଛନ୍ତି ଦୀପକ ଚହର । ମ୍ୟାଚ ପରେ ଦୀପକ ତାଙ୍କ ଦୀର୍ଘ ଦିନର ପ୍ରେମିକାଙ୍କୁ ଷ୍ଟାଡିୟମରେ ସମସ୍ତଙ୍କ ଉପସ୍ଥିତିରେ ମୁଦି…

ରାହୁଲଙ୍କ ମାରାତ୍ମକ ବ୍ୟାଟିଂ, ପଞ୍ଜାବର ପ୍ଲେ ଅଫ ଆଶା ଏବେ ବି ଉଜ୍ଜୀବିତ

ଦୁବାଇ: କେଏଲ ରାହୁଲଙ୍କ ବିସ୍ଫୋରକ ଅପରାଜିତ ବ୍ୟାଟିଂ ( ୪୨ ବଲରେ ୯୮ ରନ) ବଳରେ ପଞ୍ଜାବ କିଙ୍ଗସ ୬ ଉଇକେଟରେ ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି । ଏହି ବିଜୟ ସହ ପଞ୍ଜାବ ଏବେ ବି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ…

ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ଧୋନୀ !

ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ତାଙ୍କୁ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି । ଆଗାମୀ ଆଇପିଏଲରେ ଖେଳିବା ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ମୁଁ ନିଜେ ମଧ୍ୟ ଏଥିନେଇ ନିଶ୍ଚିତ ନୁହେଁ । ପ୍ରଶଂସକମାନେ ହଳଦିଆ ଜର୍ସିରେ ମୋତେ ଦେଖିପାରିବେ…

ଏଫଆଇଏଚ ଷ୍ଟାର ପୁରସ୍କାର ପୋଛିନେଲା ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ ଆନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ) ଷ୍ଟାର ପୁରସ୍କାର ଏକପ୍ରକାର ପୋଛି ନେଇଛି । ଭାରତକୁ ପ୍ଲେୟାର ଅଫ ଦି ଇୟର, ଗୋଲକିପର ଅଫ ଦି ଇୟର, ରାଇଜିଂ ଷ୍ଟାର ଅଫ ଦି ଇୟର ଓ କୋଚ ଅଫ ଦି ଇୟର ପୁରସ୍କାର…

ଏସିଆର ପ୍ରଥମ ଖେଳାଳି ଭାବେ ଟି୨୦ରେ ୪୦୦ଛକା ମାରିଲେ ହିଟମ୍ୟାନ

ମୁମ୍ବାଇ: ଏସିଆର ପ୍ରଥମ ଖେଳାଳି ଭାବେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟି୨୦ କ୍ରିକେଟରେ ୪୦୦ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ହିଟମ୍ୟାନ ଭାବେ ପରିଚିତ ଏହି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲା ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍ ଆଜି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରି ଯାଇଛି । କରୋନା ମହାମାରୀ ଏବଂ କଡା କ୍ୱାରୋଂଟାଇନ ନିୟମ ଯୋଗୁ ଭାରତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୟୁରୋପ ଦେଶଗୁଡିକ ମଧ୍ୟରେ ଇଂଲଣ୍ଡ କରୋନା ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ…