Latest Odisha News

BREAKING NEWS

Browsing Category

ଖେଳ

ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ବାତିଲ: ଫଳାଫଳ ନେଇ ବିବାଦ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ଖେଳାଳିମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ମାଂଚେଷ୍ଟରରେ ଖେଳାଯିବାକୁ ଥିବା ୫ମ ତଥା ଅନ୍ତିମ ଟେଷ୍ଟକୁ ବାତିଲ କରି ଦିଆଯାଇଛି । ତେବେ ଏହାର ଫଳାଫଳ କଣ ହେବ ସେ ନେଇ ବିବାଦ…

ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ, ମ୍ୟାଚ ହେବ

ଲଣ୍ଡନ: କ୍ରିକେଟପ୍ରେମୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏବଂ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ଜଣାପଡିବା ପରେ ୫ମ ଟେଷ୍ଟ ଆୟୋଜନ ନେଇ…

ଚତୁର୍ଥ ଖେଳାଳି ଭାବେ ଗୋଟିଏ ଓଭରରେ ୬ ଛକା ମାରିଲେ ଯସକରନ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ ଯସକରନ ସିଂ ମାଲହୋତ୍ରା ଆଜି ୪ର୍ଥ ଖେଳାଳି ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ୬ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ଓମାନରେ ପାପୁଆ ନିଉ ଗିନି ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ୩୧ ବର୍ଷୀୟ ମାଲହୋତ୍ରା…

ଟି୨୦ ବିଶ୍ୱକପ: ଧୋନୀଙ୍କ ବିରୋଧରେ ଆସିଲା ଅଭିଯୋଗ

ନୂଆଦିଲ୍ଲୀ:ଟି୨୦ ବିଶ୍ୱକପ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ମେଂଟର ଭାବେ ନିଯୁକ୍ତ କରାଯାଇଛି । ତେବେ ଏହି ଦାୟିତ୍ୱ ତୁଲାଇବା ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ତାଙ୍କ ନିଯୁକ୍ତି କନଫ୍ଲିକ୍ଟ ଅଫ ଇଂଟ୍ରେଷ୍ଟ ଅନ୍ତର୍ଗତ ବୋଲି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ପୂର୍ବତନ…

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ଅଭିଜ୍ଞ ବ୍ରାଜିଲ ଫରୱାର୍ଡ ଜୋନାଥାସ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଅଭିଜ୍ଞ ବ୍ରାଜିଲ ଫରୱାର୍ଡ ଜୋନାଥସ କ୍ରିଷ୍ଟିଆନ ଡି ଜିସସ ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଜୋନାଥସ ବ୍ରାଜିଲ ନେଦରଲାଣ୍ଡ, ସ୍ପେନ, ଇଟାଲୀ ଓ ଜର୍ମାନୀର ଅନେକ ପ୍ରତିଷ୍ଠିତ କ୍ଲବ ପକ୍ଷରୁ ଖେଳି ସାରିଛନ୍ତି । ୧୦୦ରୁ ଊର୍ଦ୍ଧ୍ୱ ଗୋଲ ତାଙ୍କ…

ରବି ଶାସ୍ତ୍ରୀଙ୍କ ପରେ ଆଉ ଜଣେ ଷ୍ଟାଫଙ୍କୁ କରୋନା, ଟ୍ରେନିଂ ସେଶନ ବାତିଲ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ୫ମ କ୍ରିକେଟ ଟେଷ୍ଟରେ କରୋନା ସଙ୍କଟ ଦେଖା ଦେଇଛି । ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ପରେ ଆଜି ସପୋର୍ଟିଂ ଷ୍ଟାଫ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ଏଏନଆଇରେ ଖବର ପ୍ରକାଶ ପାଇଛି । ମାଂଚେଷ୍ଟରରେ ଭାରତୀୟ ଦଳର ଟ୍ରେନିଂ ସେଶନକୁ ବାତିଲ କରି ଦିଆଯାଇଛି ।…

ତାଲିବାନକୁ ଚେତାବନୀ ଦେଲା ଅଷ୍ଟ୍ରେଲିଆ କ୍ରିକେଟ

ସିଡନୀ: ଆଫଗାନିସ୍ତାନରେ ସରକାର ଗଠନ କରିବା ସତ୍ୱେ ତାଲିବାନ ପ୍ରତି ବିଶ୍ୱ ସମୁଦାୟର ବିଶ୍ୱାସ ଉପୁଜି ପାରି ନାହିଁ । ଏହି ଅବସରରେ ଅଷ୍ଟ୍ରେଲିଆ କ୍ରିକେଟ ଆଜି ତାଲିବାନ ସରକାରକୁ ପରୋକ୍ଷରେ ଚେତାଇ ଦେଇଛି । ଯଦି ତାଲିବାନ ମହିଳାମାନଙ୍କୁ କ୍ରିକେଟ ଖେଳିବା ଉପରେ ରୋକ ଲଗାଇବ ତାହାହେଲେ ଆମେ…

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ଅଶ୍ୱୀନ ଫେରିଲେ, ଧୋନୀ ଟିମ ମେଂଟର

ମୁମ୍ବାଇ: ୟୁଏଇ ଓ ଓମାନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳରୁ ବାଦ୍ ପଡିଛନ୍ତି ୟୁଜଭେନ୍ଦ୍ର ଚହଲ ଓ ଶିଖର ଧାୱନ । ଦୁଇ ଉଇକେଟ କିପର ରିଷଭ ପନ୍ତ ଓ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି । ଦୀର୍ଘ ଦିନ ପରେ…

ଭାରତ ବିପକ୍ଷ ସୀମିତ ଓଭର ବିଶିଷ୍ଟ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କଲା ଇସିବି

ଲଣ୍ଡନ: ଭାରତ-ଇଂଲଣ୍ଡ ସୀମିତ ଓଭର ବିଶିଷ୍ଟ କ୍ରିକେଟ ସିରିଜ ପାଇଁ ଇସିବି କାର୍ଯ୍ୟସୂଚୀ ଘୋଷଣା କରିଛି । ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ୧୦ ସେପ୍ଟେମ୍ବରରୁ ଆରମ୍ଭ ହେବ । ଭାରତ ଆସନ୍ତା ବର୍ଷ ପୁନର୍ବାର ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୩ଟି ଦିନିକିଆ ଏବଂ ସମାନ ସଂଖ୍ୟକ…

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର…