Latest Odisha News
Browsing Category

ଖେଳ

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ଆଫଗାନିସ୍ତାନକୁ ହରାଇ ସେମିରେ ଭାରତ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୪ ୱିକେଟରେ ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ନେଇ ଆଶା ଉଜ୍ଜୀବୀତ ହୋଇଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୬୦ ରନର ଟାର୍ଗେଟ ରଖିଥିଲା ।…

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ, ୨୯ ବର୍ଷ ଇତିହାସ ବଦଳାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସେଞ୍ଚୁରିଅନ୍: ଆଜିଠୁ ଭାରତ-ଦକ୍ଷଣ ଆଫ୍ରିକା ଟେଷ୍ଟ ସିରିଜ୍। ବକ୍ସିଂ ଡେରେ କଡ଼ା ମୁକାବିଲା ହେବ । ସେଞ୍ଚୁରିଅନର ସୁପରସ୍ପୋଟ୍ସ ପାର୍କଠାରେ ଖେଳାଯିବ ପ୍ରଥମ ଟେଷ୍ଟ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଟେଷ୍ଟରେ ମାତ୍ ଦେଇଥିବା ଟିମ୍ ଇଣ୍ଡିଆର ଲକ୍ଷ୍ୟ ଏବେ ମିଶନ ସାଉଥ୍ ଆଫ୍ରିକା । ବିଜୟରୁ…

୩୩ ତମ ରାଜ୍ୟ ସବ୍-ଜୁନିଅର କ୍ୟାଡେଟ୍ ଏବଂ ଜୁନିଅର କରାଟେ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉକ୍ରଳ କରାଟେ ସ୍କୁଲରେ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ୩୩ତମ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୧୮ଟି ଜିଲ୍ଲାରୁ ୪୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କୁ ଦୁଇ ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦଳରେ ସବ୍-ଜୁନିଅର କ୍ୟାଡେଟ୍…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ୮ ବର୍ଷ ପରେ ଭାରତକୁ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୮ ବର୍ଷ ପରେ ଭାରତକୁ ହରାଇବାରେ ପାକିସ୍ତାନ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଆରାଧ୍ୟା ଯାଦବଙ୍କ ୫୦ ରନ ସହାୟତାରେ ୨୩୭ ରନ କରିଥିଲା । ଜବାବରେ ପାକିସ୍ତାନ ମ୍ୟାଚର…

ଗୋଆ ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଓ ଏଫସି ଗୋଆ ମଧ୍ୟରେ ଗୋଆର ତିଳକମୈଦାନ ଷ୍ଟାଡିୟମରେ ଅନୁଷ୍ଠିତ ଆଇଏସଏଲ ଫୁଟବଲର ଏକ ରୋମାଂଚକର ମୁକାବିଲା ୧-୧ରେ ଡ୍ର ରହିଛି । ସମ୍ପୂର୍ଣ୍ଣ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର ୪୨ତମ ମିନିଟରେ ଇଭାନ ଗାରିଡୋ ଗୋଞ୍ଜାଲେଜ ଗୋଆ ପକ୍ଷରୁ ଏକମାତ୍ର ଗୋଲଟି…

ଭାରତୀୟ ଦୃଷ୍ଟିହୀନ ଟିମରେ ଓଡିଆ ପୁଅ ନକୁଳ ବଡନାୟକ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ବାଂଲାଦେଶ ବିପକ୍ଷ ଦୃଷ୍ଟିହୀନ ଟି୨୦ ଏବଂ ଦିନିକିଆ କ୍ରିକେଟ ପାଇଁ ଶୁକ୍ରବାର ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶା ଅଲରାଉଣ୍ଡର ନକୁଳ ବଡନାୟକଙ୍କୁ ସୁଯୋଗ ମିଳିଛି । ସୁନୀଲ ରମେଶ ଏବଂ ଦୀପକ ମଲିକଙ୍କୁ ଦଳର ଅଧିନାୟକ ଏବଂ ଉପ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଭଜି

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଅଫ ସ୍ପିନର ହରଭଜନ ସିଂ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୩ ବର୍ଷର କ୍ୟାରିୟରର ଅନ୍ତ ଘଟିଛି । ୧୯୯୮ରେ ହରଭଜନ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୦୩ ମ୍ୟାଚରେ ୪୧୭ ୱିକେଟ ଅକ୍ତିଆର…

ଧୋନୀଙ୍କ ରେକର୍ଡ ଭାଙ୍ଗିବେ ପନ୍ତ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ୱିକେଟକିପର ରିଷଭ ପନ୍ତଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । ୨୬ ଡିସେମ୍ବରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରଜରେ ପନ୍ତ ୩ଟି ଡିସମସାଲ କଲେ କମ ମ୍ୟାଚରେ ଦ୍ରୁତ ୧୦୦…

ଆଇପିଏଲ: ହାଇଦ୍ରାବାଦ ସହ ଯୋଡି ହେଲେ ଲାରା, ଷ୍ଟେଇନ, କାଟିଚ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ୱେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟ୍ରାଟେଜିକ ଆଡଭାଇଜର ଭାବେ ନିଯୁକ୍ତ କରାଯାଇଛି । ଏଥିସହ ଲାରା ପ୍ରଥମ ଥର ପାଇଁ ଆଇପିଏଲରେ ଯୋଡି ହେବେ । ଭିଭିଏସ ଲକ୍ଷ୍ମଣ ଏନସିଏ…

ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍

ଭୁବନେଶ୍ବର : କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଓଡ଼ିଶା । କାରଣ ଆସନ୍ତାକାଲି ଠାରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ । ଭୁବନେଶ୍ବରରେ ଖେଳାଯିବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ରେଳବାଇ ଇଣ୍ଡୋର…