Latest Odisha News

BREAKING NEWS

Browsing Category

ଖେଳ

ପୁତିନ ସେନା ବିରୋଧରେ ଲଢ଼େଇ ପାଇଁ ଟେନିସ ଛାଡି ବନ୍ଧୁକ ଧରିଲେ ଷ୍ଟାକୋଭିସ୍କି

କୀଭ:ରୁଷ ଓ ୟୁକ୍ରେନ ଯୁଦ୍ଧ ୩୪ ଦିନରେ ପଂହଚିଲାଣି । ଉଭୟ ଦେଶ ଆଲୋଚନା କରିବା ପାଇଁ ରାଜି ହେବା ପରେ ଶାନ୍ତିର ଆଶା ଉଜ୍ଜୀବୀତ ହୋଇଛି । ତେବେ ୟୁକ୍ରେନର ଷ୍ଟାର ଟେନିସ ଖେଳାଳି ସର୍ଗେଇ ଷ୍ଟାକୋଭିସ୍କ ଟେନିସ ରାକେଟ ଛାଡି ଦେଶ ପାଇଁ ବନ୍ଧୁକ ଉଠାଇଛନ୍ତି । ରାଜଧାନୀ କୀଭରେ ତାଙ୍କୁ ବନ୍ଧୁକ…

ଡେବ୍ୟୁ କରିବ ଗୁଜରାଟ ଟାଇଟନ୍ସ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲରେ ଅନେକ ଦଳରେ ନୂଆ ଅଧିନାୟକ ନେତୃତ୍ୱ ନେଇଛନ୍ତି । ହେଲେ ସମସ୍ତଙ୍କ ମଧ୍ୟରୁ ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛନ୍ତି ଗୁଜରାଟ୍ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ଗୁଜରାଟ୍ ଟିମ୍ ଏମିତି ଜଣେ ଅଧିନାୟକୁ ନେଇ ଡେବ୍ୟୁ କରିବାକୁ ଯାଉଛି, ଯିଏ…

ବେଙ୍ଗାଲୁରୁର ବିଶାଳ ରନକୁ ସହଜରେ ଜିତିନେଲା ପଞ୍ଜାବ ଟିମ୍

ଆଇପିଏଲ ୨୦୨୨: ଜବରଦସ୍ତ ବ୍ୟାଟିଂ କିନ୍ତୁ ଦୁର୍ବଳ ବୋଲିଂ ପାଇଁ ମ୍ୟାଚ ହାତଛଡା କଲା ବାଙ୍ଗୋଲୋର । ଚଳିତ ଆଇପିଏଲ ମହାସମର ଦ୍ୱିତୀୟ ଦିନରେ ଏପରି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦୫ ରନର ବିଶାଳ ସ୍କୋର ପ୍ରତିପକ୍ଷ ଟିମ୍ ପଞ୍ଜାବ ଆଗରେ…

ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ନେଲେ ଅକ୍ଷର, ଲଳିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ କରିଛି । ଏହି ମ୍ୟାଚରେ ଅକ୍ଷର ପଟେଲ(୩୮) ଓ ଲଳିତ ଯାଦବ (୪୮) ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି…

ସୁଇସ ଓପନ ଟାଇଟଲ ହାସଲ କଲେ ସିନ୍ଧୁ

ନୂଆଦିଲ୍ଲୀ: ଓଙ୍ଗବାମୁରଙ୍ଗାଫାନରେ ଅନୁଷ୍ଠିତ ସୁଇସ ଓପନ ବ୍ୟାଡମିଂଟନରେ ଟାଇଟଲ ହାସଲ କରିଛନ୍ତି ଭାରତର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ୨୧-୧୬ ଓ ୨୧-୧୮ ପଂଏଟରେ ପରାସ୍ତ କରିଥିଲେ । ୪୯ ମିନିଟ ଧରି ଚାଲିଥିବା ଏହି…

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାଠାରୁ ହାରି ବିଦା ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମୁକାବିଲାରେ ଭାରତ ୩ ୱିକେଟରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଶେଫାଳୀ ବର୍ମା (୫୩), ସ୍ମୃତି ମାନ୍ଧାନା (୭୧) ଓ ମିଥାଲୀ ରାଜ (୭୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୭୫ ରନର…

ମହିଳା ବିଶ୍ୱକପ୍ କ୍ରିକେଟ୍: ଦକ୍ଷିଣ ଆଫ୍ରିକା ଆଗରେ ୨୭୫ ରନ୍ ଟାର୍ଗେଟ ଦେଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହିଳା ବିଶ୍ୱକପ୍ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୫ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଆଜି ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୨୭୪ ରନ୍ କରିଛି । ସ୍ମୃତି ମାନ୍ଧାନା, ସେଫାଳି ବର୍ମା ଓ ଅଧିନାୟିକା ମିତାଲି…

ବିଶ୍ୱକପ ପରେ ଅବସର ନେବେ ମେସି !

ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଲିଓନେଲ ମେସି ଅବସର ନେବା ନେଇ ଆଗୁଆ ସୂଚନା ଦେଇଛନ୍ତି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କତାରରେ ହେବାକୁ ଥିବା ବିଶ୍ୱକପ ପରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିବେ । ଘରୋଇ ପରିବେଶରେ ସେ ଶୁକ୍ରବାର ତାଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି…

ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କଲେ ଓସିଏ ସମ୍ପାଦକ ସଂଜୟ ବେହେରା ଓ ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଆଜି ଦୂତୀଙ୍କର ଏକ ଫେସବୁକ୍ ପେଜ ପୋଷ୍ଟ ସାରା ଓଡିଶାରେ ହଟଚମଟ ସୃଷ୍ଟି କରିଛି । ଜଣେ ସଫଳ ଅଲିମ୍ପିଆନ୍ ଭାବେ ସେ ରାଜ୍ୟ ସରକାରଙ୍କଠାରୁ ଯଥେଷ୍ଟ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ତଥାପି ଓଡିଶା…

୨୦୨୩ରୁ ମହିଳା ଆଇପିଏଲ

ନୂଆଦିଲ୍ଲୀ: ପୁରୁଷ ଆଇପିଏଲର ସଫଳତା ପରେ ଏବେ ବିସିସିଆଇ ମହିଳା କ୍ରିକେଟରଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି । ୨୦୨୩ରୁ ୬ଟି ଟିମକୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଛି । ଫ୍ରାଂଚାଇଜମାନେ…