Latest Odisha News

BREAKING NEWS

Browsing Category

ଖେଳ

ଡେବ୍ୟୁ ଫିଲ୍ମ ପାଇଁ ପ୍ରସ୍ତୁତ ହରଭଜନ ସିଂ

ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରଥମ ଥର ପାଇଁ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ‌‘ଫ୍ରେଣ୍ଡସିପ୍’। ଫିଲ୍ମର ସୁଟିଂ ବି ଶେଷ ହୋଇ ସାରିଲାଣି। ଏହି ଚଳଚ୍ଚିତ୍ରର ନିର୍ମାତା କିରଣ ରେଡ୍ଡୀ ମାନ୍ଦାଦି ହରଭଜନଙ୍କ ଫିଲ୍ମ ସୁଟିଂ ଶେଷ…

ଡବଲ୍ସ ସ୍କଲ୍ସ ସେମିରେ ଭାରତ, ଶୁଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅପରପକ୍ଷରେ ରୋଇଂର ଲାଇଟ ୱେଟ ଡବଲ୍ସ ସ୍କଲ୍ସରେ ଭାରତୀୟ ଯୋଡି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ରୋଇଂ: ଭାରତର ଅର୍ଜୁନ ଲାଲ ଓ ଅରବିନ୍ଦ ସିଂ ଯୋଡି ରୋଇଂ ପୁରୁଷ ଲାଇଟ ୱେଟ ଡବଲ୍ସ ସ୍କଲ୍ସ ଇଭେଂଟର…

ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସରେ ଗ୍ରୁପ୍ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ସଟଲର ପି. ଭି. ସିନ୍ଧୁ । ଗ୍ରୁପ-ଜିର ପ୍ରଥମ ମୁକାବିଲାକୁ ସେ ଜିତି ନେଇଛନ୍ତି । ଇସ୍ରାଏଲର ସୋନିଆ ପୋଲିକାରପୋଓ୍ୱାଙ୍କୁ ୨୧-୭, ୨୧-୧୦ ସେଟରେ ହରାଇଛନ୍ତି । ମାତ୍ର ୨୯ ମିନିଟ ଲଢ଼େଇ ବାଜି ମାରିଛନ୍ତି…

ମହିଳା ହକିରେ ନେଦରଲାଣ୍ଡ ନିକଟରୁ ଭାରତର ଶୋଚନୀୟ ପରାଜୟ, ସୁମିତ ରଚିଲେ କୀର୍ତିମାନ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ନେଦରଲାଣ୍ଡ ୫-୧ ଗୋଲରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ନେଦରଲାଣ୍ଡର ପ୍ରଭାବ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ଅଧନାୟିକା ରାନୀ ରାମପଲ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ନେଦରଲାଣ୍ଡ ପକ୍ଷରୁ ଫେଲିସ ଆଲବର୍ସ…

ମୀରବାଇଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା ମାଆଙ୍କ ଉପହାର !

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରୋତୋଳିକା ମୀରାବାଇ ଚାନୁ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ତେବେ ତାଙ୍କର ଏହି ସଫଳତା ପଛରେ ମାଆଙ୍କ ଏକ ଉପହାର ଚର୍ଚ୍ଚାର ପରିସରକୁ ଆସିଛି । ଏପରି କି ଏହି ଉପହାର ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି ବୋଲି ନିଜେ ଚାନୁ କହିଛନ୍ତି । ୨୦୧୬ ରିଓ…

ସୁଟିଂରେ ସୌରଭଙ୍କ ଅଲିମ୍ପିକ୍ସ ପଦକ ଆଶା ଧୂଳିସାତ୍

ଟୋକିଓ: ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ଭାରତର ପଦକ ଆଶା ଧୂଳିସାତ ହୋଇଛି । ଫାଇନାଲରେ ପଦକ ଆଣିବାରେ ବିଫଳ ହୋଇଛନ୍ତି ଭାରତର ସୌରଭ ଚୌଧୁରୀ । ସେ ୭ ନମ୍ବରରେ ରହିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ ସହ ଏକ ନମ୍ବର ସ୍ଥାନରେ ଥିଲେ ସୌରଭ । ତେଣୁ ସେ ପଦକ ଭେଟି ଦେବେ ବୋଲି ଆଶା…

କ୍ୱାର୍ଟରରେ ହାରିଲେ ଦୀପିକା-ପ୍ରବୀଣ, ସାଇରାଜ-ଚିରାଗ ପରବର୍ତୀ ରାଉଣ୍ଡରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ଗ୍ରୁପ ଷ୍ଟେଜରେ ବିଜୟ ହାସଲ କରିଛନ୍ତି । ସେମାନେ ବିଶ୍ୱର ୩ ନମ୍ବର ର‌୍ୟାଙ୍କ ଚାଇନିଜ ତାଇପେର ଲି ୟାଙ୍ଗ- ୱାଙ୍ଗ ଚି ଲିନଙ୍କୁ ପରାସ୍ତ କରି ପରର୍ବତୀ ପର୍ଯ୍ୟାୟକୁ ଉନ୍ନୀତ…

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ

ଟୋକିଓ: ଅଲିମ୍ପିକସରେ ପଦକ ଖାତା ଖୋଲିଛି ଭାରତ । ପ୍ରଥମ ପଦକ ଭେଟି ଦେଇଛନ୍ତି ମୀରାବାଇ ଚାନୁ । ରୌପ୍ୟ ପଦକ ହାସଲ କରିଛନ୍ତି ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ । ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ଜିତିଛନ୍ତି । ସେ ଅଲିମ୍ପିକ୍ସରେ ପଦକ ଦାବିଦାର ଥିଲେ । ତେବେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ…

ପଦକ ସମ୍ଭାବନା ସୃଷ୍ଟି କଲେ ଶୁଟର ସୌରଭ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ଶୁଟର ସୌରଭ ଚୌଧୁରୀ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଇଭେଂଟର ଫାଇନାଲରେ ସେ ପ୍ରବେଶ କରିଛନ୍ତି । ସୌରଭ ୬ ସିରିଜ କ୍ୱାଲିଫାଇଂ ରାଉଣ୍ଡରେ ୬୦୦ରୁ ୫୮୬ ପଂଏଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିଲେ । ଅନ୍ୟ ଭାରତୀୟ…

କ୍ୱାର୍ଟରରେ ଦୀପିକା-ପ୍ରବୀଣ, ରୋଇଂରେ ଭାଗ୍ୟ ଆଶାରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେ ଯୋଡିଙ୍କୁ ୫-୩ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ୩୫-୩୬ରେ ହାରିବା ପରେ ଦ୍ୱିତୀୟ ସେଟ ୩୮-୩୮ରେ ଡ୍ର ରହିଥିଲା ।…