Latest Odisha News

BREAKING NEWS

Browsing Category

ଖେଳ

ପାରା ଅଲିମ୍ପିକ୍ସ: ତୀରନ୍ଦାଜରେ ହରବିନ୍ଦର ଜିତିଲେ ବ୍ରୋଞ୍ଜ

ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ତୀରନ୍ଦାଜ ହରବିନ୍ଦର ସିଂ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଦକ୍ଷିଣ କୋରିଆର କିମ ମିନ ସୁଙ୍କ ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ରୋମାଂଚକର ହୋଇଥିଲା । ରିକର୍ଭ ବ୍ୟକ୍ତିଗତ ଇଭେଂଟ  ଶୁଟ ଅଫରେ ହରବିନ୍ଦର ୧୦ ପଂଏଟ ହାସଲ କରିଥିବା…

ପାରାଲିମ୍ପିକ୍ସ ସୁଟିଂରେ ଅବନୀ ଲେଖରାଙ୍କୁ ଆଉ ଗୋଟିଏ ପଦକ

ଟୋକିଓ: ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି । ସୁଟିଂରେ ପୁଣି ପଦକ ଆଣିଲେ ଅବନୀ ଲେଖରା । ୫୦ ମିଟର ରାଇଫଲ୍ ୩ ପୋଜିସନ୍ SH1 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଫାଇନାଲରେ ସେ ମୋଟ୍ ୪୪୫.୯ ସ୍କୋର କରିଥିଲେ । ପୂର୍ବରୁ ୧୯ ବର୍ଷୀୟ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ…

ପାରାଲିମ୍ପିକ୍ସ ଭାରତକୁ ଆଉ ଗୋଟିଏ ପଦକ: ହାଇ ଜମ୍ପରେ ରୌପ୍ୟ ଆଣିଲେ ପ୍ରବୀଣ କୁମାର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଖାତାରେ ଆଉ ଗୋଟିଏ ପଦକ । ପୁରୁଷ ହାଇଜମ୍ପ F୬୪ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୧୮ ବର୍ଷୀୟ ପ୍ରବୀଣ ୨.୦୭ ମିଟର ଡେଇଁଥିଲେ । ଏଥିସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି…

ପୂର୍ବତଟ ରେଳବାଇର ବରିଷ୍ଠ କ୍ରୀଡ଼ା ଅଧିକାରୀ ହେଲେ ଅମିତ ରୋହିଦାସ

ଭୁବନେଶ୍ବର : ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ ଯୋଗ ଦେଲେ ଓଡ଼ିଆ ଅଲମ୍ପିଆନ ହକି ଖେଳାଳି ଅମିତ ରୋହିଦାସ । ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି ଭାରତୀୟ ଜାତୀୟ ପୁରୁଷ ହକି ଦଳ । ଏହି ଅଭିଯାନରେ ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ…

ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ଆଥଲେଟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଏ ପର୍ଯ୍ୟନ୍ତ ୧୦ ପଦକ ଜିତି ଭାରତୀୟ ଆଥଲେଟ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବା ରେକର୍ଡ ଅର୍ଜନ କରି ସାରିଛନ୍ତି । ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଭାରତର ୯୫ ଆଥଲେଟ ଓଭରାଲ ୧୨ ପଦକ ଜିତିଛନ୍ତି । ଏବେ ଆଉ ୩ଟି…

ହାଇଜମ୍ପରେ ଥାଙ୍ଗଭେଲୁ ରୌପ୍ୟ, ଶରଦ ବ୍ରୋଞ୍ଜ ଜିତିଲେ

ଟୋକିଓ: ଚଳିତ ଟୋକିଓ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ମଙ୍ଗଳବାର ସିଂହରାଜ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ହାଇଜମ୍ପର ଟି୬୩ ବିଭାଗରେ ମାରିୟପ୍ପନ ଥାଙ୍ଗାଭେଲୁ ଓ ଶରଦ କୁମାର…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଡେଲ ଷ୍ଟେଇନ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ମହାନ ବୋଲର ଡେଲ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ୩୮ ବର୍ଷୀୟ ଏହି ପେସ ବୋଲର ତାଙ୍କ କ୍ୟାରିୟରରେ ୯୩ ଟେଷ୍ଟ, ୧୨୫ ଦିନିକିଆ ଓ ୪୭ ଟି୨୦ ମ୍ୟାଚ ଖେଳିଛନ୍ତି । ଏବେ ସେ ବେଶ୍ କିଛି ଦିନ ହେବ ଆଘାତ ସମସ୍ୟାରେ ପଡିଥିଲେ । ଟେଷ୍ଟ…

ଟୋକିଓ ଅଲିମ୍ପିକ୍ସ: ଶୁଟିଂରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଲେ ସିଂହରାଜ

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସର ଶୁଟିଂରେ ଭାରତର ସିଂହରାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୧୦ମିଟର ଏୟାର ପିସ୍ତଲ ଏସଏଚ୧ ବିଭାଗରେ ସିଂହରାଜ ଏହି ସଫଳତା ହାସଲ କରିଛନ୍ତି । ଏହି ବିଭାଗରେ ଚୀନର ସି ୟାଙ୍ଗ ସ୍ୱର୍ଣ୍ଣ ଏବଂ ଏକ୍ସ ହୁଆଙ୍ଗ ରୌପ୍ୟ ପଦକ ଜିତିଛନ୍ତି । ତେବେ ମନୀଷ ନରୱାଲ…

ବିନୋଦ କୁମାର ଅଯୋଗ୍ୟ ଘୋଷିତ,ବ୍ରୋଞ୍ଜ ପଦକ ମିଳିବନି

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି । ଡିସକସ ଥ୍ରୋରେ ପଦକ ଜିତିଥିବା ବିନୋଦ କୁମାର ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଟେକ୍ନିକାଲ କମିଟିର ନିଷ୍ପତି ପରେ ତାଙ୍କୁ ଏବେ ଆଉ ଏହି ପଦକ ମିଳିବନି । ଏଫ-୫୨ କ୍ଲାସ ପାଇଁ ସେ ଫିଟ ନୁହନ୍ତି ବୋଲି ଅଭିଯୋଗ…

ଜାଭେଲିନରେ ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ଭାରତ ପାଇଁ ସ୍ୱର୍ଣ୍ଣ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଜାଭେଲିନ ଥ୍ରୋୟର ସୁମିତ ଅନ୍ତିଲ ବିଶ୍ୱରେକର୍ଡ ସହ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଫ୬୪ କାଟାଗୋରିରେ ସୁମିତ ୬୮.୫୫ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ପ୍ରଥମ…