Latest Odisha News

BREAKING NEWS

Browsing Category

ଖେଳ

ଟପ ଟେନରୁ ଖସିଲେ ଫେଡେରର

ନୂଆଦିଲ୍ଲୀ: ସୁଇଜରଲାଣ୍ଡର ଷ୍ଟାର ଟେନିସ ଖେଳାଳି ରୋଜର ଫେଡେରରର ଏଟିପି ର‌୍ୟାଙ୍କିଙ୍ଗରେ ୫ ବର୍ଷ ପରେ ଟପ ଟେନରୁ ଖସି ଆସିଛନ୍ତି । ଇଣ୍ଡିଆନ ୱେଲ୍ସ ଟେନିସ ଟୁର୍ଣ୍ଣାମେଂଟ ପରେ ପ୍ରକାଶିତ ସଦ୍ୟ ର‌୍ୟାଙ୍କିଙ୍ଗରେ ୪୦ ବର୍ଷୀୟ ଫେଡେରର ୧୧ତମ ସ୍ଥାନ ହାସଲ କରିଛନ୍ତି । ଜୁଲାଇରେ ୱିମ୍ବେଲଡନ…

ଟି୨୦ ବିଶ୍ୱକପ : ଇତିହାସ ରଚିଲେ ଆୟର୍ଲାଣ୍ଡ ବୋଲର କ୍ୟାମ୍ଫର

ଦୁବାଇ: ଟି୨୦ ବିଶ୍ୱକପରେ ଆଜି ଆୟର୍ଲାଣ୍ଡର ପେସ ବୋଲର କାର୍ଟିସ କ୍ୟାମ୍ଫର ୪ଟି ବଲରେ୪ଟି ଉଇକେଟ ନେଇ ଇତିହାସ ରଚିଛନ୍ତି । ଟି୨୦ରେ ଏହି ଉପଲବ୍ଧି ହାସଲ କରିବାରେ ସେ ତୃତୀୟ ଏବଂ ବିଶ୍ୱକପରେ ପ୍ରଥମ ଖେଳାଳି ପାଲଟିଛନ୍ତି । ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ…

ଦୀପାବଳୀ ସମ୍ପର୍କରେ ଜ୍ଞାନ ଦେଇ ଟ୍ରୋଲ ହେଲେ କୋହଲି

ଦୁବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବେଳ ଭଲ ନାହିଁ । ଯାହା ବି କିଛି କରୁଛନ୍ତି ତାହା ତାଙ୍କ ସପକ୍ଷରେ ଯାଉନି । ନିକଟରେ ସେ ଦୀପାବଳୀ ନେଇ ପ୍ରଶଂସକଙ୍କୁ ଜ୍ଞାନ ବାଂଟିଥିଲେ । ମାତ୍ର ଏ ନେଇ ପ୍ରଶଂସକମାନେ ବିଗିଡି ଯିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏପରିକି…

T20 ବିଶ୍ୱକପ: ଓ୍ୱାର୍ମଅପ୍ ମୁକାବିଲାରେ ଟିମ୍ ଇଣ୍ଡିଆର ୩ ଖେଳାଳିଙ୍କ ଉପରେ ନଜର

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆସନ୍ତା ୨୪ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ପାକିସ୍ତାନ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ । ତାପୂର୍ବରୁ ଆଜି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ । ୨୦ ତାରିଖରେ ଦ୍ୱିତୀୟ ଓ୍ୱାର୍ମଅପରେ ଅଷ୍ଟ୍ରେଲିଆକୁ…

ୟୁଏଇରେ ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ ମେଣ୍ଟର ମାହି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-୨୦ ବିଶ୍ୱକପରେ ଆସନ୍ତା ୨୪ ତାରିଖରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ୟୁଏଇରେ ଦଳ ସହ ସାମିଲ ହେଲେ ମେଣ୍ଟର ମହେନ୍ଦ୍ର ସିଂ ଧୋନି । ପ୍ରଥମ ଅଭ୍ୟାସ ମ୍ୟାଚ ପୂର୍ବରୁ ମାହି ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଚଳିତ…

କ୍ରିକେଟର ଯୁବରାଜ ସିଂ ଗିରଫ

ହାଂସୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂଙ୍କୁ ଆଜି ହରିୟାଣା ପୋଲିସ ଗିରଫ କରିଛି । ଏକ ଲାଇଭ ଚାଟ ଶୋରେ ସେ ସ୍ପିନ ବୋଲର ୟୁୁଜଭେନ୍ଦ୍ର ଚହଲଙ୍କ ପ୍ରତି ଜାତି ଭିତିକ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଏ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଲୋକେ ତାଙ୍କ ଉପରେ…

T-20 ବିଶ୍ୱକପ୍: ଆଜିଠୁ କ୍ୱାଲିଫାୟାର ରାଉଣ୍ଡ, ୨୩ରୁ ଅସଲ ଲଢ଼େଇ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜିଠୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ । ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ମହାମୁକାବିଲା । ଆଜିଠୁ ଆରମ୍ଭ ହେବ କ୍ୱାଲିଫାୟାର ରାଉଣ୍ଡ । ସୁପର୍ ୧୨କୁ ଯିବାକୁ ଥିବା ୪ଟି ଟିମ୍ ପାଇଁ ଲଢ଼େଇ ହେବ । ୮ଟି ଟିମ୍ ଭାଗ ନେଉଛନ୍ତି ।…

ମିଳିଲା ଟିମ ଇଣ୍ଡିଆକୁ ନୂତନ କୋଚ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଖେଳାଳି ରାହୁଲ ଡ୍ରାଭିଡ ଜାତୀୟ ସିନିୟର ଦଳର ନୂତନ କୋଚ ହେବେ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଡ୍ରାଭିଡ ଏଥିନେଇ ସହମତ ମଧ୍ୟ ହୋଇଛନ୍ତି । ଟି୨୦ ବିଶ୍ୱକପ ପରେ ସେ ଦଳ ସହିତ ଯୋଗ ଦେବେ । ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ସେ ଏହି…

ଚେନ୍ନାଇ ସୁପକିଙ୍ଗସ୍ ଆଇପିଏଲ୍ ଚାମ୍ପିଅନ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ପୁଣି ଥରେ ଆଇପିଏଲ୍ ଚାମ୍ପିଅନ୍ ହୋଇଛି ଚେନ୍ନାଇ ସୁପରକିଙ୍ଗସ । କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ଚତୁର୍ଥ ଥର ଆଇପିଏଲ୍ ଟ୍ରଫି ହାତେଇଛି । ଚଳିତ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ଓ କୋଲକାତା ଭିତରେ…

କୋଲକାତା ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ

ଦୁବାଇ: ଚଳିତ ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ ୧୯୩ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ୍ ଜିତି କୋଲକାତା ଅଧିନାୟକ ଇଅନ ମୋର୍ଗାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଚେନ୍ନାଇର ଫାଫ ଡୁ ପ୍ଲେସିସ ୫୯ ବଲରେ ୮୬, ମୋଇନ ଅଲି…