Latest Odisha News

BREAKING NEWS

Browsing Category

ଖେଳ

ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ପ୍ରତିଯୋଗିତା

ଭୁବନେଶ୍ବର : ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲି ବଲ ପ୍ରତିଯୋଗିତା । ମହିଳା ସିନିୟର ବିଭାଗରେ କେରଳ ଓ ପୁରୁଷ ବିଭାଗରେ ହରିୟାଣା ଚାମ୍ପିଅନସ ଟ୍ରଫି ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ବିଭାଗରେ ରେଲଓ୍ବେକୁ ୩-୦ରେ ହରାଇ ଚାମ୍ପଅନ୍ ହୋଇଛି କେରଳ ।…

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ ୨୦୨୧

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ । ଏଥିପାଇଁ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛନ୍ତି ମହିଳା ଖେଳାଳି । ୮ଟି ଦଳ ମଧ୍ୟରେ ଏହି ଲିଗ୍ ମ୍ୟାଚ୍ ଖେଳାଯିବ । ଅପରାହ୍ନ ୪ଟାରୁ ଏହି ମ୍ୟାଚ୍ ଆରମ୍ଭ ହୋଇ ରାତି ୯ଟାରେ ଶେଷ ହେବ । ଏହି ଫୁଟବଲ…

ବିଜୟ ହଜାରେ ଟ୍ରଫି: ମୁମ୍ବାଇ-ୟୁପି ଟାଇଟଲ ମୁକାବିଲା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ରିକେଟ ଫାଇନାଲରେ ପ୍ରବେଶ କରିଛନ୍ତି ମୁମ୍ବାଇ ଓ ଉତରପ୍ରଦେଶ । ୧୪ରେ ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ । ପ୍ରଥମ ସେମିଫାଇନାଲରେ ଉଭରପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ପରାସ୍ତ କରିଥିଲା । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୪୮.୧ ଓଭରରେ ୧୮୪…

ଭାରତୀୟ ଫୁଟବଲ ଅଧିନାୟକ ସୁନିଲ ଛେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଗୁରୁବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସୁସ୍ଥ ଅଛନ୍ତି। ସେ ଖୁବ୍ ଶୀଘ୍ର ଫୁଟବଲ୍ ପଡ଼ିଆକୁ ଫେରିବେ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି"।…

ବିଜୟ ହଜାରେ ଟ୍ରଫିରେ ଆଉ ଏକ ରେକର୍ଡ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ପୃଥ୍ୱୀ ଶ’ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି । ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ ଗୋଟିଏ ସିଜନରେ ସର୍ବାଧିକ ରନ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୧୭-୧୮ରେ ମୟଙ୍କ ଅଗ୍ରୱାଲ ୭୨୩ ରନ କରିଥିବା ବେଳେ ପୃଥ୍ୱୀ…

କାଲିଠୁ ଭାରତ-ଇଂଲଣ୍ଡ T-20 ସିରିଜ, କାହାର ପଲ୍ଲା କେତେ ଭାରି ?

ଅହମ୍ମଦାବାଦ: ଟେଷ୍ଟ ପରେ କାଲିଠୁ ମିଶନ ଟି-ଟ୍ୱେଣ୍ଟି । ଭାରତ-ଇଂଲଣ୍ଡ ଲଢ଼େଇ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଞ୍ଚ ଟିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ପରାଜୟର ବଦଲା ନେବା ଲକ୍ଷ୍ୟରେ ଖେଳିବ । ସେପଟେ ୩-୧ରେ ଟେଷ୍ଟ…

୬ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର କହିଲେ ଟୋକିଓରେ ଶେଷ ଅଲିମ୍ପିକ୍ସ ଖେଳିବି

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଭାରତୀୟ ମହିଳା ବକ୍ସର ମୋର କମ୍ ଟୋକିଓରେ ସେ ତାଙ୍କ କ୍ୟାରିୟରର ଶେଷ ଅଲିମ୍ପିକ୍ସ ଖେଳିବେ ବୋଲି କହିଛନ୍ତି । ଏବେ ମୋତେ ୩୮ ବର୍ଷ, ବକ୍ସିଂ ମୁକାବିଲାରେ ବୟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସେଥିପାଇଁ ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ…

ଫିଟନେସ ଟେଷ୍ଟରେ ବିଫଳ ହେଲେ ବରୁଣ, ଟି୨୦ରୁ ବାଦ୍ ପଡିବେ !

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ବରୁଣ ଚକ୍ରବର୍ତି ବିସିସିଆଇ ପକ୍ଷରୁ କରାଯାଇଥିବା ଫିଟନେସ ଟେଷ୍ଟରେ ପୁନର୍ବାର ବିଫଳ ହୋଇଛନ୍ତି । ଫଳରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ବରୁଣ ନିର୍ଦ୍ଧାରିତ ସମୟରେ ୨କିମି ଦୌଡ ପୂରଣ…

ଚୂଡାନ୍ତ ହେଲା କେଉଁଠାରେ ଖେଳାଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ପୂର୍ବରୁ ଏହା ଲର୍ଡସରେ ଖେଳାଯିବ ବୋଲି ସ୍ଥିର ହୋଇଥିବା ବେଳେ ଆଇସିସି ଭେନ୍ୟୁ ପରିବର୍ତନ କରିଛି । ଏବେ ଏହା ସାଉଥାମ୍ପଟନର ହ୍ୟାମ୍ପଶାୟର ବାଓଲରେ ଖେଳାଯିବ । ଆଇସିସି ଏବଂ ଇସିବି ଫାଇନାଲ…

କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି । ତାଙ୍କର ୧୮୫ ରନର ଇନିଂସ ବଳରେ ମୁମ୍ବାଇ ୯ ଉଇକେଟରେ ସୌରାଷ୍ଟ୍ରକୁ ହରାଇ…