Latest Odisha News

BREAKING NEWS

Browsing Category

ଖେଳ

ଖାଲି ସୁଶୀଲ କୁମାର ନୁହେଁ, ଏମାନେ ମଧ୍ୟ ପତନର ରାସ୍ତା ଧରିଥିଲେ

ପୁରୀ: ଅଲିମ୍ପିକରେ ପଦକ ଜିତି ସୁଶୀଲ କୁମାର ଭାରତକୁ ଯେତିକି ଗୌରବାନ୍ୱିତ କରିଥିଲେ, ଏବେ ସାଗର ହତ୍ୟା କାଣ୍ଡରେ ସମ୍ପୃକ୍ତ ହେବା ସହ ଜେଲ ଯାଇ ତାଠାରୁ ଅଧିକ ନାମ ତଳେ ପକାଇ ଦେଇଛନ୍ତି । କ୍ରୀଡାପ୍ରେମୀ ଭାରତବାସୀ ରେସଲର ସୁଶୀଲଙ୍କୁ ମୁଣ୍ଡରେ ବସାଇଥିଲେ । ସମ୍ମାନ, ଅର୍ଥ କିଛି ଅଭାବ ନ…

ସୁଶୀଲ, ପୂଜାଙ୍କ ଚୁକ୍ତି ମିଆଦ ବୃଦ୍ଧି କରି ନ ପାରେ ଡବ୍ଲ୍ୟୁଏଫଆଇ

ଚଣ୍ଡୀଗଡ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ସୁଶୀଲ କୁମାର ଏବଂ ପୂଜା ଢ଼ାଂଣ୍ଡାଙ୍କ ଚୁକ୍ତି ମିଆଦ ବୃଦ୍ଧି କରି ନ ପାରେ । ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ । ଡବ୍ଲ୍ୟୁଏଫଆଇ ପ୍ରଦର୍ଶନସ୍ତର ବିଚାରକୁ ନେଇ ଏ ସମ୍ପର୍କରେ ନିଷ୍ପତି ନେବ । ଏଥିସହ…

କ୍ୱାରେଂଟାଇନରେ ବି କଡା ଅଭ୍ୟାସ କରୁଛନ୍ତି ଟିମ୍ ଇଣ୍ଡିଆର ଯୁବ ଖେଳାଳି

ମୁମ୍ବାଇ:ଆସନ୍ତା ମାସରେ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ କଡା ଅଭ୍ୟାସ କରୁଛନ୍ତି । ଈଶାନ୍ତ ଶର୍ମା, ମହମ୍ମଦ ସାମି, ରିଷଭ ପନ୍ତ, ଶୁଭମନ ଗିଲ ଜିମରେ ୱାର୍କ ଆଉଟ କରୁଥିବା ଦେଖିବାକୁ ମିଳିଛି । ୧୮ ଜୁନରେ ଭାରତ ଏବଂ ନ୍ୟୁଜିଲାଣ୍ଡ…

ଇଂଲଣ୍ଡ ଗସ୍ତରେ ଧୋନୀ, ଲୟଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ସିିରିଜ ଖେଳିବାକୁ ଯାଉଛି । କୋହଲି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପଡିଆକୁ ଓହ୍ଲାଇବା ମାତ୍ରେ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ କରିବା ଗୌରବ ଅର୍ଜନ କରିବେ । ସେ…

ଅବସର ପରେ ବଢ଼େଇ କାର୍ଯ୍ୟ କରି ପେଟ ପୋଷୁଛନ୍ତି ଅଷ୍ଟ୍ରେଲିଆର ଏହି ଖେଳାଳି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ପୂର୍ବତନ ସ୍ପିନର ଜାଭିୟର ଡୋହେର୍ଟି ଅବସର ନେବା ପରେ ବଢ଼େଇ କାର୍ଯ୍ୟ କରି ପେଟ ପୋଷୁଛନ୍ତି । ୨୦୧୭ରୁ ଅବସର ନେବା ପରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଲା । ପାଖାପାଖି ବର୍ଷେ ସେ ଅନ୍ୟମାନଙ୍କ ପାଖରେ କାମ କରି କଷ୍ଟମଷ୍ଟେ ପରିବାର…

କମ୍ ଟେଷ୍ଟ ଖେଳିବା ନେଇ ମୁହଁ ଖୋଲିଲେ ଯୁବରାଜ

ନୂଆଦିଲ୍ଲୀ: କେହି କେବେ ବି ବିଶ୍ୱାସ କରିବେ ନାହିଁ ଯେ, ଟି୨୦ ବିଶ୍ୱକପ ଏବଂ ଦିନିକିଆ ବିଶ୍ୱକପରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଯୁବରାଜ ସିଂଙ୍କୁ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳି ନ ଥିଲା । ଦୀର୍ଘ ଦିନ ପରେ ଭାରତର ଏହି ପୂର୍ବତନ ଷ୍ଟାର ଖେଳାଳି ମୁହଁ…

ଭାରତୀୟ ବକ୍ସରଙ୍କୁ ନେଇ ଯାଉଥିବା ବିମାନର ଜରୁରୀକାଳୀନ ଅବତରଣ !

ନୂଆଦିଲ୍ଲୀ: ୨୦୨୧ ଏଏସବିସି ଏସିଆନ୍ ବକ୍ସିଂ ଚାମ୍ପିୟନଶିପ ପାଇଁ ମେରୀ କମଙ୍କ ସମେତ ୩୧ ଭାରତୀୟ ବକ୍ସରଙ୍କୁ ନେଇ ଯାଉଥିବା ବିମାନ ଦୁବାଇ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଇନ୍ଧନର ଅଭାବ ଯୋଗୁ ପାଇଲଟ ବିମାନଟି ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହୋଇଥିଲେ । ଦୁବାଇ ବିମାନ ବନ୍ଦରରେ…

ଟିମ୍ ଇଣ୍ଡିଆ ଆଶ୍ୱସ୍ତ: କ୍ୱାରେଂଟାଇନ ନିୟମ କୋହଳ କଲା ଇସିବି

ନୂଆଦିଲ୍ଲୀ: ବିସିସିଆଇ ଏବଂ ଭାରତୀୟ କ୍ରିକେଟ ଦଳର ଖେଳାଳିମାନଙ୍କ ଚାପ ଯୋଗୁ ଶେଷରେ ଇସିବି କ୍ୱାରେଂଟାଇନ ନିୟମକୁ କୋହଳ କରିବା ପାଇଁ ରାଜି ହୋଇଛି । ଏବେ ଇଂଲଣ୍ଡରେ ଭାରତୀୟ ଖେଳାଳିଙ୍କୁ ୩ ଦିନ କଠୋର କଟକଣା ମଧ୍ୟରେ ରହିବାକୁ ପଡିବ । ପୂର୍ବରୁ ୧୦ ଦିନ କ୍ୱାରେଂଟାଇନରେ ରହିବା ପାଇଁ ଇସିବି…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ୪୦୦୦ ଦର୍ଶକଙ୍କୁ ଅନୁମତି ମିଳିବ

ସାଉଥାମ୍ପଟନ: ବିଶ୍ୱ ଟେଷ୍ଟ ଚାମ୍ପିୟୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନରେ ଖେଳାଯିବ । କରୋନା ମହମାରୀ ଏବେ ଏଠାରେ ନିୟନ୍ତ୍ରଣରେ ଥିବାରୁ ମ୍ୟାଚ ଉପଭୋଗ ପାଇଁ ୪ ହଜାର ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ହାମ୍ପଶାୟର କାଉଟିଂ କ୍ଲବ ମୁଖ୍ୟ ରଡ ବ୍ରାନ୍ସଗ୍ରୋଭ…

ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କୁ କରୋନା

ନୂଆଦିଲ୍ଲୀ: ଫ୍ଲାଇଙ୍ଗ ଶିଖ ଭାବେ ପରିଚିତ ମହାନ ଆଥଲେଟ ମିଲଖା ସିଂଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ୯୧ ବର୍ଷୀୟ ମିଲଖା ବୁଧବାର ଜଗିଙ୍ଗରୁ ଫେରିରା ପରେ ତାଙ୍କୁ ହଠାତ ଜ୍ୱର ଆସିଥିଲା ପରେ ପରୀକ୍ଷା କରାଯିବାରୁ ଏହା ଜଣା ପଡିଥିଲା ବୋଲି ତାଙ୍କ ପୁତ୍ର ତଥା ଗଲ୍ଫ ଖେଳାଳି ଜିଭ ମିଲଖା…