Latest Odisha News

BREAKING NEWS

Browsing Category

ଖେଳ

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ:ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଚୟନ କମିଟି ଶୁକ୍ରବାର ଦଳ ଘୋଷଣା କରିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୨୦ ଜଣିଆ ଏହି ଦଳରେ ୬ ପେସ ବୋଲର ଏବଂ ୩ ସ୍ପିନର ରହିଛନ୍ତି । ପ୍ରଥମ ଥର ପାଇଁ ହେଉଥିବା ଟେଷ୍ଟ…

ମାଲେସିଆ ଓପନ ବ୍ୟାଡମିଂଟନରେ ଅଂଶଗ୍ରହଣ କରିପାରିବ ନାହିଁ ଭାରତୀୟ ଟିମ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଂଟନ ଖେଳାଳିଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । କୋଭିଡ୧୯ କଟକଣା ଯୋଗୁ ଏବେ ଭାରତୀୟ ବିମାନ ଉପରେ ମାଲେସିଆ ପ୍ରତିବନ୍ଧ ଲଗାଇଛି । ଯାହା ଫଳରେ ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଟିମ୍ ଅଂଶଗ୍ରହଣ କରିପାରିବ ନାହିଁ ।…

କରୋନା ଯୋଗୁ ମାଆ ଓ ଭଉଣୀଙ୍କୁ ହରାଇଲେ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ଉପରେ ଦୁଃଖର ପାହାଡ ଖସି ପଡିଛି । କରୋନା ମହମାରୀରେ ଅଳ୍ପ ଦି ମଧ୍ୟରେ ସେ ତାଙ୍କ ମାଆ ଚେଲୁବମ୍ବା ଦେବୀ ଓ ଭଉଣୀ ବତ୍ସଲାଙ୍କୁ ହରାଇ ସାରିଛନ୍ତ । ବେଦା ଲେଖିଛନ୍ତି ମୋ ଟେଷ୍ଟ ନେଗେଟିଭ ଅଛି । ଏହି ଦୁଃଖଭରା ପରିସ୍ଥିତି…

ଜାତୀୟ ଜୁନିୟର ଚାମ୍ପିୟନ ରେସଲର ହତ୍ୟା ଘଟଣା: ଅଲିମ୍ପିକ ପଦକ ବିଜେତାଙ୍କୁ ସୁଶୀଲଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ଜାତୀୟ ଜୁନିୟର ରେସଲିଂ ଚାମ୍ପିୟନ ସାଗରଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ ୨ଥର ଅଲିମ୍ପିକ ପଦକ ବିଜେତା ପହଲିମାନ ସୁଶୀଲ କୁମାରଙ୍କୁ ଖୋଜୁଛି । ତାଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି । ଛତ୍ରସାଲ ଷ୍ଟାଡିୟମରେ ଗଣ୍ଡଗୋଳ ପରେ ସାଗରଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ସେଠାରେ…

କରୋନା ପୁଣି କଲବଲ କଲାଣି ଜାପାନକୁ, ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କରୋନାର ପ୍ରକୋପ ଯୋଗୁ ପୁନର୍ବାର…

ଆଇପିଏଲ ବାତିଲ ପରେ ଇଂଲଣ୍ଡ ଫେରିଲେ ୮ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ବାତିଲ ହେବା ପରେ ଇଂଲଣ୍ଡର ୮ ଜଣ ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେମାନେ ବୁଧବାର ଲଣ୍ଡନରେ ପଂହଚିଛନ୍ତି । ଜନ୍ନୀ ବେୟାରଷ୍ଟୋ, ଜୋସ ବଟଲର, ସାମ ୱିଲିଙ୍ଗ କ୍ରିସ ୱକ୍ସ, ମୋଇନ ଅଲୀ, ଜାସନ ରାୟ ଓ କୁରାନ ବ୍ରଦର୍ସ ନୂଆଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା…

ଦୀପିକା ପାଦୁକୋନଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ପୂର୍ବରୁ ପିତା ପ୍ରକାଶ ପାଦୁକୋନ, ମାଆ ଉଜାଲା ପାଦୁକୋନ ଓ ଭଉଣୀ ଅନୀଷା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ପରିବାରଲୋକଙ୍କୁ ଭେଟିବାକୁ ଦୀପିକା ବାଙ୍ଗାଲୋର ଯାଇଥିଲେ । ପ୍ରକାଶ ପାଦୁକୋନ…

ତୀରନ୍ଦାଜ ଜୟନ୍ତ ତାଲୁକଦାରଙ୍କୁ କରୋନା, ଆଇସିୟୁରେ ଭର୍ତି

ନୂଆଦିଲ୍ଲୀ: ପୂର୍ବ ଅଲିମ୍ପିଆନ ଓ ବିଶ୍ୱକପ ସ୍ୱର୍ଣ୍ଣ ବିଜେତା ତୀରନ୍ଦାଜ ଜୟନ୍ତ ତାଲୁକଦାର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ଅକ୍ସିଜେନସ୍ତର କମିବାରୁ ଆଇସିୟୁରେ ଭର୍ତି କରାଯାଇଛି । ଅକ୍ସିଜେନ ନେଲେ ସେ ସୁସ୍ଥ ରହୁଛନ୍ତି ମାତ୍ର ଏହାକୁ କାଢ଼ିଦେବା ମାତ୍ରେ ଏହାର ସ୍ତର ପୁନର୍ବାର ଖସି…

ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ:ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାତିଲ ହୋଇଛି ଆଇପିଏଲ ଚଳିତ ସଂସ୍କରଣ । କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶେଷରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ କରୋନା ଯୋଗୁ ଆଇପିଏଲକୁ…

ଆଇପିଏଲ ବାତିଲ ହେଲେ ବିସିସିଆଇର କ୍ଷତି ହେବ ୨୦୦୦ କୋଟି

ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ…