Latest Odisha News

BREAKING NEWS

Browsing Category

ଖେଳ

ଦିନିକିଆରେ ମିଥାଲୀଙ୍କ ଆଉ ଏକ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲୀ ରାଜ ଦିନିକିଆ କ୍ରିକେଟରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ମହିଳା ଖେଳାଳି ଭାବେ ସେ ସୀମିତ ଓଭର କ୍ରିକେଟରେ ୭୦୦୦ ରନ ପୂର୍ଣ୍ଣ କରିଛନ୍ତି । ୩୮ ବର୍ଷୀୟା ଏହି ଷ୍ଟାର ଖେଳାଳି ୨୧୩ ଦିନିକିଆରେ ୭୦୧୯ ରନ…

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ: ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଟାଇଟଲ ମୁମ୍ବାଇ ହାତେଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ୬ ଉଇକେଟରେ ଉତରପ୍ରଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଉତରପ୍ରଦେଶ ୫୦ ଓଭରରେ ୪ ଉଇକେଟ ହରାଇ ୩୧୨ ରନ…

ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଆଉ ଜୁଆ ଖେଳିବେନି ତ ଅଧିନାୟକ କୋହଲି !

ଅହମ୍ମଦାବାଦ:ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟରେ ଅଧିନାୟକ ବିରାଟ କୋହଲିଙ୍କ ରୋହିତ ଶର୍ମାଙ୍କୁ ନ ଖେଳାଇବା ଜୁଆ ଭାରୀ ପଡିଥିଲା । ଶୋଚନୀୟ ଭାବେ ପରାଜିତ ହେବା ପରେ ଆଜି(ରବିବାର) ହେବାକୁ ଥିବା ଦ୍ୱିତୀୟ ଦିନିକିଆ ଜିତି ଟିମ୍‌ଇଣ୍ଡିଆ ସିରିଜରେ ତିଷ୍ଠି ରହିବାକୁ ଚାହିଁବ । ଶ୍ରେୟାଶ…

ସନ୍ୟାସୀ ସାଜିଲେ ଧୋନି, IPL ପୂର୍ବରୁ ନୂଆ ଅବତାର

ଚେନ୍ନାଇ: ଆଇପିଏଲ୍ ପୂର୍ବରୁ ନିଜ ଫ୍ୟାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି ମାହି । ଟିମ୍ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । ବୌଦ୍ଧ ସନ୍ୟାସୀ ଗେଟଅପରେ ନଜର ଆସିଛନ୍ତି ଧୋନି । ଫଟୋ ଦେଖିବା ପରେ କେହି କେହି…

ଆଲିଆନ୍ସ କପ୍ କ୍ରିକେଟ୍, ଉଦଘାଟନୀ ମ୍ୟାଚରେ ସହିଦନଗର ବିଜୟୀ

ଭୁବନେଶ୍ବର : ଆଲିଆନ୍ସ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ସପ୍ତମ ଆଲିଆନ୍ସ କପ୍ । ଟୁର୍ଣ୍ଣାମେଣ୍ଟକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି । ଉଦଘାଟନୀ ମ୍ୟାଚରେ ବଡ଼ଗଡ଼ ଝରଣା କ୍ରିକେଟ କ୍ଲବକୁ ପରାସ୍ତ କରିଛି ସହିଦନଗର । ଟସ ଜିତି ସହିଦନଗର ପ୍ରଥମେ ଫିଲଡିଂ…

ବ୍ୟାଡମିଂଟନ: ୟୁଏସ ଓପନ, କାନାଡା ଓପନ ବାତିଲ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଫେଡେରେଶନ କୋଭିଡ-୧୯ ମହାମାରୀ ଯୋଗୁ ପୁନର୍ବାର ୟୁଏସ ଓପନ ଓ କାନାଡା ଓପନ ବାତିଲ କରିଛି । ୨୦୨୧ରେ ମଧ୍ୟ ଏହି ୨ଟି ବଡ ଟୁର୍ଣ୍ଣାମେଂଟ ଆୟୋଜିତ ହେବ ନାହିଁ । କାନାଡା ଓପନ ୬ରୁ୧୧ ଜୁଲାଇ ଏବଂ କାନାଡା ଓପନ ୨୯ ମାର୍ଚ୍ଚରୁ ୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ…

ରୋନାଲ୍ଡୋଙ୍କୁ ୨୫୨ କୋଟିରେ ବିକିବ ଯୁଭେଂଟସ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଯୁଭେଂଟସ କ୍ଲବ ଟ୍ରାନ୍ସଫର କରିବା ଲକ୍ଷ୍ୟରେ ରହିଛି । ରିପୋର୍ଟ ମୁତାବକ ଯୁଭେଂଟସ ୨୫୨ କୋଟିରେ ରୋନାଲ୍ଡୋଙ୍କୁ ଛାଡିବାକୁ ରାଜି ଅଛି । ୟୁଇଏଫଏ ଚାମ୍ପିୟନ୍ସ ଲିଗରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ କ୍ଲବ ଏହି…

ରୋହିତଙ୍କୁ ନ ଖେଳାଇବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଲା, ଏସବୁ କାରଣରୁ ହାରିଲା ପ୍ରଥମ ଟି-ଟ୍ୱେଣ୍ଟି

ଅହମ୍ମଦାବାଦ: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଚାରିଆଡୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଛି । ଟେଷ୍ଟ ସିରିଜ ଜିତିବା ପରେ କୋହଲି ବାହିନୀ ଟି-ଟ୍ୱେଣ୍ଟିରେ ଏମିତି ଖେଳିବ କେହି କେବେ ଭାବି ନଥିଲେ ।…

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ୮ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲିଶ ଟିମ୍ । ଦମଦାର ବୋଲିଂ ପାଇଁ ଜୋଫ୍ରା…

ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ, ଇଂଲଣ୍ଡ ଆଗରେ ୧୨୫ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍‌ ହରାଇ ରନ ୧୨୪ ରନ ସଂଗ୍ରହ କରିଛି ଭାରତ । ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ଆଗରେ ୧୨୫ ରନ୍…