Latest Odisha News

BREAKING NEWS

Browsing Category

ଖେଳ

ନୀତୀଶ ରାଣାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକତା ୧୭୨/୫

ଦୁବାଇ: ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି ।  ନୀତୀଶ ବିସ୍ଫୋରକ ୮୭ ରନ୍ ବଳରେ କୋଲକାତା  ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ୧୭୨ ରନ୍ କରିଛି…

ଆଥଲେଟ କ୍ରିଷ୍ଟିଆନ କୋଲମ୍ୟାନ ୨ ବର୍ଷ ବାସନ୍ଦ

ନ୍ୟୁୟର୍କ: ଆମେରିକାର ଲୋକପ୍ରିୟ ଆଥଲେଟ କ୍ରିଷ୍ଟିଆନ କୋଲମ୍ୟାନଙ୍କୁ ୨ ବର୍ଷ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ଏଥିଯୋଗୁ ସେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ୧୦୦ ମିଟର ଦୌଡର ପୁରୁଷ ବିଭାଗ ଚାମ୍ପିୟନ ୨୪ ବର୍ଷୀୟ କୋଲମ୍ୟାନଙ୍କୁ ମେ’ରେ ଅସ୍ଥାୟୀ ଭାବେ…

ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବେ କି ସୂର୍ଯ୍ୟ କୁମାର ଯାଦବ ?

ଭୁବନେଶ୍ୱର: ବିରାଟ୍ ବାହିନୀ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦ରେ ପ୍ଲେ-ଅଫ୍‌କୁ ଉନ୍ନିତ ହୋଇଛି । ତେବେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ…

ପ୍ଲେ-ଅଫ ଟିକେଟ ପାଇଁ ମୁମ୍ବାଇକୁ ୧୬୫ ରନ୍‌ର ଟାର୍ଗେଟ

ଅବୁଧାବି: ଜୋଶ ଫିଲିପ ଓ ଦେବଦତ୍ତ ପାଡିକ୍କଲଙ୍କ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭର୍‌ରେ ୬ ୱିକେଟ ହରାଇ  ୧୬୪ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍ ଜିତି ପ୍ଲେ-ଅଫ ଟିକେଟ ହାସଲ କରିବା ପାଇଁ ୧୬୫ ରନ୍‌ର ଟାର୍ଗେଟ ମିଳିଛି । ଫିଲିପ…

ମାଲଡିଭ୍‌ସରେ ମଉଜ କରୁଛନ୍ତି ସାଇନା-କାଶ୍ୟପ

ମାଲେ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ ପାରୁପଲ୍ଲୀ କାଶ୍ୟପ ମାଲଡିଭ୍‌ସରେ ମଉଜ କରୁଛନ୍ତି । ଭାରତର ଏହି ଲୋକପ୍ରିୟ ଖେଳ ଯୋଡି ପ୍ରେମରେ ପଡିବାଠାରୁ ବିବାହ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାର ରହିଛନ୍ତି । ବିବାହ ପରେ ନିଜ ପତିଙ୍କ ସହ ସାଇନା ଛୁଟି କଟାଉଛନ୍ତି ।…

ଟସ୍ ଜିଣି ମୁମ୍ବାଇର ବୋଲିଂ ନିଷ୍ପତ୍ତି

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ୪୮ତମ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆବୁଧାବିର ଶେଖ୍ ଜୟେଦ୍ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍ ପାଇଁ ମୁମ୍ବାଇ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର କ୍ରୀଡ଼ାସୂଚୀ, ଜାଣନ୍ତୁ କେବେ କେଉଁଠି ମ୍ୟାଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏନେଇ କ୍ରୀଡ଼ାସୂଚୀ ଜାରି ହୋଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ଓ୍ୱାନ ଡେ ସିରିଜ । ପ୍ରଥମ ମ୍ୟାଚ ସିଡନୀରେ ଖେଳାଯିବ । ସେହିପରି ଚାରି ଟିକିଆ ଟେଷ୍ଟ ସିରିଜରେ ଆଡିଲେଡରେ ଡେ-ନାଇଟ୍…

ଦିଲ୍ଲୀକୁ ୮୮ ରନରେ ହରାଇଲା ହାଇଦ୍ରାବାଦ, ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଦୁବାଇ: ଡେଭିଡ୍ ଓ୍ୱାର୍ଣ୍ଣର, ରିଦ୍ଧିମାନ ଶାହଙ୍କ ବ୍ୟାଟିଂ ଓ ରସିଦ ଖାନଙ୍କ ଚମତ୍କାରି ବୋଲିଂ ଦେଲା ବିଜୟ ଭେଟି । ଆଇପିଏଲର ୪୭ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍ ବ୍ୟବଧାନରେ ହରାଇଛି ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଡେଭିଡ…

ଆଇପିଏଲ୍‌କୁ ହଁ, ବିଗ୍ ବାସ୍ ଲିଗ୍‌କୁ ନାଁ କହିଲେ ଡିଭିଲିୟର୍ସ !

ଦୁବାଇ: ବିଶ୍ୱର ସବୁଠୁ ଆକର୍ଷଣୀୟ କ୍ରିକେଟ୍ ପ୍ରତିଯୋଗୀତା ଆଇପିଏଲ୍‌ରେ ଜାରି ରହିଛି ଡି'ଭିଲିୟର୍ସଙ୍କ ସଫଳ ଯାତ୍ରା । ସନ୍ୟାସ ପରେ ବି ଆଖି ପିଛୁଳାକେ ମ୍ୟାଚ୍ ଛଡାଇ ଆଣିବାର କଳା ତାଙ୍କ ନିକଟରେ ଜୀବିତ ଅଛି । ଚଳିତବର୍ଷ ଧୁଆଁଧାର ମାଡରେ ସେ ବିଶ୍ୱର ସମସ୍ତ ଦର୍ଶକଙ୍କ ମନୋରଂଜନ କରିଛନ୍ତି…

ଅଷ୍ଟ୍ରେଲିଆ ଟୁର ପାଇଁ ଟିମ୍ ଇଣ୍ଡିଆ ଘୋଷଣା, କେଉଁ ଫର୍ମାଟରେ ଖେଳିବ କିଏ?

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ତେବେ ବଡ କଥା ହେଉଛି ଯେ, ଏକାସଙ୍ଗେ ଟିଟ୍ୱେଂଟି, ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ସବୁ ଫର୍ମାଟରେ ବିରାଟ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି…