Latest Odisha News

BREAKING NEWS

Browsing Category

ଖେଳ

ଶୁଭମନ୍ ଗିଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମ୍ୟାଚରେ କିଙ୍ଗସ ଇଲେଭନ ପଞ୍ଜାବ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ କୋଲକାତା  ରଖିଛି । ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟରେ ୧୪୯ ରନ୍ କରିଛି…

ମାସ୍କ ଓ ସଚେତନତା ବାଂଟିଲେ ପୂର୍ବତନ ହକି ଅଲିମ୍ପିଆନ ଲାଜରୁସ ବାର୍ଲା

ରାଉରକେଲା: ପୂର୍ବତନ ହକି ଅଲିମ୍ପିଆନ ଲାଜରୁସ ବାର୍ଲା ଆଦିବାସୀ ଅଂଚଳର ପ୍ରତିଭାବାନ ଯୁବ ଖେଳାଳିଙ୍କୁ ମାସ୍କ ବାଂଟିବା ସହ କୋଭିଡ-୧୯ ମହାମାରୀଠାରୁ କିପରି ଦୂରେଇ ରହିହେବ ସେ ନେଇ ସେଚତନତାର ବାର୍ତା ଦେଇଛନ୍ତି । ସୁନ୍ଦରଗଡର ରାଜଗାଙ୍ଗପୁର ବ୍ଲକର ଗୋରିୟାମାଲ ଗ୍ରାମରେ ଥିବା ଗ୍ରାମସ୍ତରୀୟ…

ଟସ ଜିଣି ପଞ୍ଜାବର ବୋଲିଂ ନିଷ୍ପତ୍ତି

ସାରଜା : ଚଳିତ ଆଇପିଏଲରେ ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି କୋଲକତା ଓ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଏଥିରେ ପଞ୍ଜାବ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ପଞ୍ଜାବ ଦଳ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟରେ ଗତ କିଛି ମ୍ୟାଚ ହେଲା…

ମାହୀ ଭାଇ…ସବୁବେଳେ ଠିକ୍ ରାସ୍ତା ଦେଖାଇଛନ୍ତି : ଚହଲ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପ୍ରଦର୍ଶନରେ ପ୍ରଶଂସକଙ୍କୁ ନିରାଶ କରିଛି । ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ଲୋକପ୍ରିୟତା ଓ ଦକ୍ଷତା ଉପରେ ଏବେ ବି ବିଶ୍ୱାସ ବଜାୟ ରଖିଛନ୍ତି ପ୍ରଶଂସକ । ଜୁନିୟର ଖେଳାଳିମାନେ ଧୋନୀଙ୍କୁ ସର୍ବଦା ଆଦର୍ଶ ଭାବେ…

ଚେନ୍ନାଇର IPL ପ୍ଲେ ଅଫ୍ ଆଶା ଧୂଳିସାତ ପରେ ସାକ୍ଷୀ ଧୋନୀଙ୍କ ଇମୋସନାଲ୍ ପୋଷ୍ଟ

ନୂଆଦିଲ୍ଲୀ: ଆଇପିଏଲ୍ ପ୍ଲେ ଅଫ ରେସରୁ ଚେନ୍ନାଇ ସୁପରକିଙ୍ଗସ ବାଦ ପଡ଼ିଲା ଲକ୍ଷ ଲକ୍ଷ ଫ୍ୟାନଙ୍କ ଦିଲ ଭାଙ୍ଗି ଯାଇଛି । କ୍ୟାପଟେନ୍ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ବି ଚେନ୍ନାଇର ପ୍ରଦର୍ଶନକୁ ନେଇ ଚିନ୍ତିତ । କାରଣ ଆଇପିଏଲ୍ ଇତିହାସରେ ଏମିତି କେବେ ହୋଇ ନଥିଲା । ଏହାପରେ ସୋସିଆଲ୍…

IPL ଇତିହାସରେ ପ୍ରଥମ ଥର ପ୍ଲେ ଅଫରୁ ବିଦା ହେଲା ଚେନ୍ନାଇ ସୁପରକିଙ୍ଗସ୍

ନୂଆଦିଲ୍ଲୀ: ଆଇପିଏଲ୍ ୧୩ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ । ଲଗାତାର ମ୍ୟାଚ୍ ହାରିବା କାରଣରୁ ପ୍ଲେ ଅଫ ରେସରୁ ବିଦା ହୋଇଛି ଧୋନିଙ୍କ ଟିମ୍ । ଗତକାଲି ଖେଳାଯାଇଥିବା ମ୍ୟାଚରେ ମୁମ୍ୱାଇ ବିପକ୍ଷରେ ରାଜସ୍ଥାନର ୮ ଓ୍ୱିକେଟ ବିଜୟ ପରେ ଚେନ୍ନାଇର ପ୍ଲେ ଅଫ୍…

ଗାୟକ୍ୱାଡଙ୍କ ଅର୍ଦ୍ଧଶତକ, ବାଙ୍ଗାଲୋରକୁ ହରାଇଲା ଚେନ୍ନାଇ

ଦୁବାଇ: ଚଳିତ ଆଇପିଏଲରେ କ୍ରମାଗତ ପରାଜୟ ପରେ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି ।  ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବାଙ୍ଗାଲୋର ପ୍ରଦତ ୧୪୭ ରନର ଲକ୍ଷ୍ୟକୁ  ଚେନ୍ନାଇ ୧୮.୪ ଓଭରରେ ୨ଟି ଓ୍ଵିକେଟ୍ ହରାଇ ହାସଲ…

କୋହଲି, ଡି’ଭିଲର୍ସଙ୍କ ଆକର୍ଷଣୀୟ ବ୍ୟାଟିଂ, ଚେନ୍ନାଇ ସମ୍ମୁଖରେ ୧୪୬ ରନର ଲକ୍ଷ୍ୟ

ଦୁବାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍‌ସକୁ ମଧ୍ୟରେ ମୁକାବିଲା ଚାଲିଛି । ବାଙ୍ଗାଲୋରର ଦୁଇ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ଏବି ଡି’ଭିଲର୍ସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଚେନ୍ନାଇ ସମ୍ମୁଖରେ ୧୪୬ରନ୍‌ର ବିଜୟ ଲକ୍ଷ୍ୟ ରଖିଛନ୍ତି ।…

କପିଳ ଦେବ ସୁସ୍ଥ, ଡାକ୍ତରଖାନାରୁ ଛୁଟି ପାଇଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁର୍ଦ୍ଦଷ ଅଲରାଉଣ୍ଡର ଭାବେ ବିବେଚିତ କପିଳ ଦେବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ରବିବାର ତାଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯାଇଛି । ଗୁରୁବାର ୬୧ ବର୍ଷୀୟ କପିଲ ଦେବ ହୃଦଘାତର ଶିକାର ହୋଇଥିଲେ ।  ଏହାପରେ ତାଙ୍କୁ ନୂଆଦିଲ୍ଲୀର ଫୋର୍ଟିଜ ଏସ୍କର୍ଟସ…

ଦିଲ୍ଲୀକୁ ହରାଇଲା କୋଲକତା, ପ୍ଲେ ଅଫ ଆଶା ଉଜ୍ଜୀବୀତ

ଆବୁଧାବି: ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଚଳିତ ଆଇପିଏଲରେ ଶନିବାର କୋଲକାତା ନାଇଟ ରାଇଡର୍ସ ୫୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏଥିସହ କୋଲକାତା ଦଳ ପ୍ଲେଅଫ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ୍ ପରେ ବୋଲିଂରେ  ବରୁଣ…