Latest Odisha News

BREAKING NEWS

Browsing Category

ଖେଳ

ନୀତିଶ ରାଣା, ସୁନୀଲ ନାରିନଙ୍କ ଚମତ୍କାର ବ୍ୟାଟିଂ, ଦିଲ୍ଲୀ ସମ୍ମୁଖରେ ୧୯୫ ରନର ବିଜୟ ଲକ୍ଷ୍ୟ

ଆବୁଧାବି: ଚଳିତ ଆଇପିଏଲରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ କୋଲକାତା ନାଇଟ ରାଇଡର୍ସ ୧୯୫ ରନର ବଡ ଲକ୍ଷ୍ୟ ରଖିଛି । ଦିଲ୍ଲୀ ବିପକ୍ଷରେ କୋଲକାତା ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଗତ ମ୍ୟାଚରେ ପ୍ରଶଂସକଙ୍କୁ ବ୍ୟାଟିଂରେ ସମ୍ପୂର୍ଣ୍ଣ ନିରାଶ କରିଥିବା…

ବାଣ୍ଟିଦେଲେ ଚେନ୍ନାଇ ଜର୍ସି, ସନ୍ୟାସ ନେବେ କି ଧୋନୀ ?

ଦୁବାଇ: ଗତ ରାତିରେ ଦୁଇଟି କାରଣ ପାଇଁ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମତଃ ଚେନ୍ନାଇ ଦଳ ମ୍ୟାଚ୍ ହାରିଥିଲା । ଦ୍ୱିତୀୟତଃ ସେ ନିଜର ୭ ନମ୍ବର ଜର୍ସିକୁ ହାର୍ଦ୍ଦିକ୍ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ତେବେ ଏହା ପୂର୍ବରୁ ବି ଧୋନୀ ନିଜର…

ହସ୍ପିଟାଲ ବେଡରୁ କପିଲ ଦେବଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ ବିଶ୍ୱକପ୍ କ୍ରିକେଟ ଟ୍ରଫି ଜିତାଇଥିବା କପିଲ ଦେବ ଫ୍ୟାନଙ୍କ ପାଇଁ ଖୁସିବ ଖବର । ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚରା ସଫଳ ହେବା ପରେ ସାମନାକୁ ଆସିଛି ଫଟୋ। ହସ୍ପିଟାଲରୁ ବେଡରୁ ତାଙ୍କର ଫଟୋ ଆସିଛି । ଯେଉଁଥିରେ ସେ ସୁସ୍ଥ ଥିବା ନଜର ଆସିଛନ୍ତି । ଦୁଇ…

ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୧୫ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି । ସାମ୍ କୁରାନଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ମୁମ୍ବାଇ ସମ୍ମୁଖରେ ୧୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ସାମ କୁରାନ ୫୨ ରନ୍‌ର ଇନିଂସ୍ ଖେଳି ଶେଷ ବଲ୍‌ରେ ଆଉଟ…

ଜୁନିୟର ୱାର୍ଲ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ ବାତିଲ

ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଆଉ ଏକ ନୈରାଶ୍ୟଜନକ ଖବର । ଦୀର୍ଘ ଦିନ ପ୍ରତୀକ୍ଷା ପରେ ଶେଷର ଜୁନିୟର ୱାର୍ଲ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପକୁ ବାତିଲ କରାଯାଇଛି । କରୋନା ମହାମାରୀ ଯୋଗୁ ଏହି ନିଷ୍ପତି ନିଆଯାଇଛି । ବ୍ୟାଡମିଂଟନ ୱାର୍ଲ୍ଡ ଫେଡେରେଶନର ସମ୍ପାଦକ ଥମାସ ଲୋଣ୍ଡ ଏହା ଘୋଷଣା…

ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ରୋହିତ ଖେଳିବେନି

ଶାରଜା: ଚଳିତ ଆଇପିଏଲର ଆଜି ଏକ ହାଇଭୋଲଟେଜ୍ ମୁକାବିଲାରେ ସାମ୍ନାସାମ୍ନା ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍…

ପ୍ରଥମ ଅନୁରୋଧକୁ ପ୍ରତ୍ୟାଖ୍ୟାନ, କ’ଣ ରହିଛି ଟିମ୍ ଇଣ୍ଡିଆର ନୂଆ ଅନୁରୋଧ ?

ନୂଆଦିଲ୍ଲୀ: ଆଇପିଏଲ୍ ପରେ ସିଧାସଳଖ ଅଷ୍ଟ୍ରେଲିଆକୁ ଉଡାଣ ଭରିବ କ୍ରିକେଟ୍ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତ ଖେଳିବ ୩ଟି ଦିନିକିଆ, ୩ଟି ଟି୨୦ ଓ ୬ଟି ବହୁ ଗୁରୁତ୍ୱପୂର୍ନ ଟେଷ୍ଟ ମ୍ୟାଚ୍ । ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନିଶ୍ଚିତ କ୍ୱାରେଣ୍ଟାଇନ୍‌ରେ ରହିବା ନେଇ କ୍ରିକେଟ୍…

ହୃଦଘାତର ପୀଡିତ ହରିୟାଣା ହୁରିକେନ୍ କପିଲ ଦେବ, ହସ୍ପିଟାଲରେ ଭର୍ତ୍ତି !

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱବିଜେତା ଅଧିନାୟକ ତଥା ଲିଜେଣ୍ଡାରୀ କ୍ରିକେଟର୍ କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନ୍‌ଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି…

ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୫୫ ରନର ବିଜୟ ଲକ୍ଷ୍ୟ ହାଇଦ୍ରାବାଦ ଆଗରେ  ରଖିଛି । ଆଜି ହାଇଦ୍ରାବାଦ ଦଳ ଟସ ଜିଣି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଦୁଇ ଓପନର ରବିନ ଉଥପ୍ପା ଓ ବେନ ଷ୍ଟୋକ୍ସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି…

ରୋନାଲ୍ଡୋ ପୁନର୍ବାର କରୋନା ପଜିଟିଭ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ପୁନର୍ବାର କରୋନା ପଜିଟିଭ ଥିବା ଜଣାପଡିଛି । ଇଟାଲୀର ଜୁଭେଟଂସ ପକ୍ଷରୁ ଖେଳଥିବା ଏହି ଖେଳାଳି ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । କିଛି ଦିନ ପରେ ସୁସ୍ଥ ଅନୁଭବ କରିବାରୁ ସେ ପୁନର୍ବାର ଟେଷ୍ଟ କରାଇଥିଲେ, ମାତ୍ର ଏହା…