Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତୁ ଜାଣିବା ବୀରୁଭାଇଙ୍କ କରନ, ଅର୍ଜୁନ କିଏ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ତାଙ୍କର ପ୍ରିୟ ଖେଳାଳି ବୀରେନ୍ଦ୍ର ସେହ୍ୱଗ ଓ ଶିଖର ଧାୱନଙ୍କୁ ଦୀର୍ଘ ଦିନ ପରେ ଭେଟିଛନ୍ତି । ସୋସିଆଲ ମିଡିଆରେ ସେ ଏହି ଫଟୋ ଶେୟାର କରିବା ସହ ଲେଖିଛନ୍ତି ବୀରୁ ଭାଇଙ୍କ କରନ, ଅର୍ଜୁନ ଆସି ଯାଇଛନ୍ତି । ଚଳିତ ବର୍ଷ ରାଇନା…

ମେଲବୋର୍ଣ୍ଣ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ରନରେ ଅଲଆଉଟ୍

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଅଲଆଉଟ୍ ହୋଇଛି କଙ୍ଗାରୁ ବାହିନୀ । ଟମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ । ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ୍ ହୋଇଛି ଘରୋଇ ଦଳ । ମାର୍ନସ ଲାବୁସେନ୍ ସର୍ବାଧିକ ୪୮ ଓ ଟ୍ରେଭିସ୍ ହେଡ୍ ୩୮ ରନ୍…

କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିର୍ବନ୍ଧ ଶେଷ

ପୁରୀ: ହାତକୁ ଦି ହାତ ହେବାକୁ ଯାଉଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । କାକଟପୁରରେ ଆଜି ତାଙ୍କ ନିର୍ବନ୍ଧ ଶେଷ ହୋଇଛି ।  ବାଲିଡିହିର ଝିଅ ନନ୍ଦିନୀଙ୍କ ସହ ବିବାହ ସ୍ଥିର ହୋଇଛି । ଆସନ୍ତା ଫେବ୍ରୁଆରୀରେ ତାଙ୍କର ବିବାହ ହେବ ବୋଲି ସ୍ଥିର ହୋଇଛି । ତୁଷାରକାନ୍ତି ନବୀନ…

ଆଉ ନାହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦ରୁ ଅଧିକ ଶତକ, ୪୦୦୦୦ ରନ କରିଥିବା ବ୍ୟାଟ୍ସମ୍ୟାନ

ଲଣ୍ଡନ:ଇଂଲଣ୍ଡର ଭେଟେରାନ କ୍ରିକେଟର ଜନ ଏଡରିଚ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏଡରିଚ ଇଂଲଣ୍ଡର ଜଣେ ପ୍ରତିଷ୍ଠିତ ଖେଳାଳି ଥିଲେ । ସେ ୭୭ ଟେଷ୍ଟରେ ୪୩ ଆଭରେଜରେ ୫୦୦୦ରୁ ଅଧିକ ରନ କରିଥିଲେ । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ରନର ପାହଡ କରି ଦେଇଛନ୍ତି ।…

ବଢୁଛି ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା : ଆସନ୍ତୁ ଜାଣିବା ନୂଆ ବର୍ଷରେ ଲଞ୍ଚ ପ୍ରସ୍ତୁତ ସ୍କୁଟର

ନୂଆଦିଲ୍ଲୀ : ବର୍ଷ ଶେଷ ହେବାକୁ ଯାଉଛି ଏବଂ ଅଟୋମୋବାଇଲ୍ କମ୍ପାନୀଗୁଡିକ ସେମାନଙ୍କର ନୂତନ ଉତ୍ପାଦ ଲଞ୍ଚ କରିବାକୁ ନୂତନ ବର୍ଷକୁ ଅପେକ୍ଷା କରିଛନ୍ତି | ଆସନ୍ତୁ ଜାଣିବା ଯେ ଭାରତରେ ବୈଦ୍ୟୁତିକ ସ୍କୁଟରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁ କାରଣରୁ ଦୁଇ ଚକିଆ ନିର୍ମାତା କ୍ରମାଗତ…

୨ ଜଣ ଖେଳାଳିଙ୍କ ପ୍ରତି ଟିମ୍ ଇଣ୍ଡିଆ ମ୍ୟାନେଜମେଂଟ ଅନ୍ୟାୟ କରିଛନ୍ତି : ଗମ୍ଭୀର

ନୂଆଦିଲ୍ଲୀ: ସୁନୀଲ ଗାଭାସ୍କରଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ଭାରତୀୟ କ୍ରିକେଟ ଦଳର ଟିମ୍ ମ୍ୟାନେଜମେଂଟକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ୨ଜଣ ଖେଳାଳିଙ୍କ ବିରୋଧରେ ମ୍ୟାନେଜମେଂଟ ଅନ୍ୟାୟ କରୁଛି । ସେମାନେ ହେଲେ ରିଦ୍ଧିମାନ ଶାହ ଓ ଋଷଭ ପନ୍ତ ।…

ବକ୍ସିଂ ଡେ ଟେଷ୍ଟ ପାଇଁ ଭାରତର ଚୂଡାନ୍ତ ଏକାଦଶ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ କ୍ରିକେଟ ଟେଷ୍ଟ ପାଇଁ ଶୁକ୍ରବାର ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଥିବା ଭାରତ ସିରିଜରେ ତିଷ୍ଠି ରହିବା ପାଇଁ ଏହି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ…

ଦେବାଶିଷ ମହାନ୍ତି ହେଲେ ଭାରତୀୟ କ୍ରିକେଟ ଟିମ୍ ଚୟନ କମିଟି ସଦସ୍ୟ

ଭାରତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡିଶାର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି । ଦେବାଶିଷ ମହାନ୍ତିଙ୍କ ନାଁକୁ ସିଏସି ବିସିସିଆଇକୁ ସୁପାରିଶ କରିଥିଲା । ଦେବାଶିଷଙ୍କ ସହିତ ଚେତନ ଶର୍ମା, ଅବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ !

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ । କୁଇନ୍ସଲାଣ୍ଡରେ କୋଭିଡ-୧୯ କାୟା ବିସ୍ତାର କରୁଥିବାରୁ ସିଡନୀରେ ହେବାକୁ ଥିବା ତୃତୀୟ ଟେଷ୍ଟ ନେଇ ସନ୍ଦେହ ସୃଷ୍ଟି ହୋଇଛି । ୩ୟ ଟେଷ୍ଟର ବିକଳ୍ପ ଭେନ୍ୟୁ ଭାବେ କ୍ରିକେଟ ଅଷ୍ଟ୍ରେଲିଆ…

ଏଥର ଅଫିସିଆଲ: ୨୦୨୨ରୁ ଆଇପିଏଲରେ ୧୦ ଟିମ୍‌

ଅହମ୍ମଦାବାଦ: ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଗୁରୁବାର ବିସିସିଆଇର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨ରୁ ଆଇପିଏଲରେ ୧୦ ଟିମ୍ ଏବଂ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲକୁ ସମର୍ଥନ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତିଗୁଡିକ ହେଲା- ୧.୨୦୨୧ ଆଇପିଏଲରେ ପୂର୍ବଭଳି ୮ଟିମ୍…