Latest Odisha News

BREAKING NEWS

Browsing Category

ଖେଳ

ରାଉରକେଲାରେ ହେବ ଭାରତର ସବୁଠୁ ବଡ ହକି ଷ୍ଟାଡିୟମ୍

ରାଉରକେଲା: ଷ୍ଟିଲ ସିଟିରେ ତିଆରି ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି  । ୧୫ ଏକର ଜମିରେ ତିଆରି ହେବାକୁ ଥିବା ଏହି ଷ୍ଟାଡିୟମରେ ଏକ ସାଙ୍ଗରେ ପ୍ରାୟ ୨୦ ହଜାର ଦର୍ଶକ ବସିପାରିବେ । ଏଠାରେ ଖେଳାଳିମାନଙ୍କ ପାଇଁ ସମସ୍ତ…

ଟିମ୍ ଇଣ୍ଡିଆ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଲେ ଗାଭାସ୍କର

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆରେ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି । ସବୁ ଖେଳାଳିଙ୍କୁ ସମାନ ଭାବେ ବିଚାର କରାଯାଉ ନାହିଁ । ଅଧିନାୟକ ବିରାଟ କୋହଲିଙ୍କ ପ୍ୟାଟରନିଟି ଲିଭ୍ ନେଇ ସେ ଏହି ସାଂଘାତିକ କଥା କହିଛନ୍ତି । କୋହଲିଙ୍କୁ…

ପେଲେଙ୍କ ରେକର୍ଡ ଭାଙ୍ଗିଲେ ମେସି

ନୂଆଦିଲ୍ଲୀ:ମହାନ ବ୍ରାଜିଲିଆନ ଖେଳାଳି ପେଲେଙ୍କ ଗୋଟିଏ କ୍ଲବ ପକ୍ଷରୁ କରିଥିବା ସର୍ବାଧିକ ଗୋଲ ରେକର୍ଡକୁ ବୁଧବାର ବାର୍ସିଲୋନାର ଲିଓନେଲ ମେସି ଭାଙ୍ଗି ଦେଇଛନ୍ତି । ମେସି ବାର୍ସିଲୋନା ପକ୍ଷରୁ ୭୪୯ ମ୍ୟାଚରେ ୬୪୪ ଗୋଲ ସ୍କୋର କରିଥିଲେ । ପୂର୍ବରୁ ପେଲ ବ୍ରାଜିଲର ସାଟୋଂସ କ୍ଲବ ପକ୍ଷରୁ ୬୫୬…

ଖାଁ ଖାଁ ପରିବେଶରେ ଧିମେଇ ଗଲା ଅନ୍ତର୍ଜାତୀୟ କ୍ରୀଡା

ଭୁବନେଶ୍ୱର: କରୋନା ମହାମାରୀ ସମଗ୍ର ବିଶ୍ୱକୁ ତାର କରାଳ ଜାଲରେ ବାନ୍ଧି ଦେଇଥିଲା । ଏଥିରୁ କ୍ରୀଡା ବି କିପରି ବାଦ୍ ପଡିଥାନ୍ତା । ଖାଁ ଖାଁ ଷ୍ଟାଡିୟମରେ କିଛି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦର୍ଶକଙ୍କ ଅନୁପସ୍ଥିତିକୁ ଅନୁଭବ କରୁଥିଲେ କ୍ରୀଡାବିତ୍ । ଆସନ୍ତୁ ୨୦୨୦ରେ…

ବକ୍ସିଂ ଡେ ଟେଷ୍ଟ:ଆଘାତପ୍ରାପ୍ତ ୱାର୍ଣ୍ଣର ଓହରିଲେ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ସେ ବାୟୋବବଲ ଛାଡିସାରିଥିବାରୁ ଏହି ମ୍ୟାଚରେ ଖେଳିବାର କୌଣସି ସମ୍ଭାବନା ଆଉ ନାହିଁ । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଭାରତକୁ ଶୋଚନୀୟ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଚହଲ-ଧନଶ୍ରୀ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନଙ୍କୁ ଯାଦୁଭରା ସ୍ପିନରେ ଆଉଟ କରୁଥିବା ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲ ଶେଷର ଧନଶ୍ରୀ ବର୍ମାଙ୍କ ସୌନ୍ଦର୍ଯ୍ୟରେ କ୍ଲିନ ବୋଲ୍ଡ ହୋଇଛନ୍ତି । ମଙ୍ଗଳବାର ଚହଲ ଓ ଧନଶ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଗଷ୍ଟରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।…

ଆଇଏସଏଲ: ଓଡିଶା-ନର୍ଥଇଷ୍ଟ ମ୍ୟାଚ ଡ୍ର

ଭୁବନେଶ୍ୱର: ଗୋଆର ବାମ୍ବୋଲିମ୍‌ଠାରେ ଅନୁଷ୍ଠିତ ଇଣ୍ଡିଆନ ସୁୁପର ଲିଗ ଫୁଟବର ମଙ୍ଗଳବାର ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୨-୨ ଗୋଲରେ ସମାପ୍ତ ହୋଇଛି । ଓଡିଶା ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପୁନର୍ବାର ବିଜୟ ସ୍ୱାଦ ଚାଖିବାରେ ବିଫଳ ହୋଇଛନ୍ତି । ୬୭ତମ ମିନିଟ ପରଠାରୁ ଉଭୟ ଦଳ…

କୋହଲିଙ୍କ ଅଷ୍ଟ୍ରେଲିଆ ଗସ୍ତ ଶେଷ, ନିରାଶ ସାଥୀ ଖେଳାଳିଙ୍କ ମନୋବଳ ବଢ଼ାଇ ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚଳିତ ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଛି । ତାଙ୍କ ପତ୍ନୀ ଅନୁଷ୍ମା ଶର୍ମା ମାଆ ହେବାକୁ ଯାଉଥିବାରୁ ସେ ତାଙ୍କ ସହିତ ରହିବା ପାଇଁ ଗସ୍ତ ଅଧାରୁ ସ୍ୱଦେଶ ଫେରିଛନ୍ତି । ପୂର୍ବରୁ ସେ ପ୍ୟାଟରନିଟୀ ଲିଭ୍ ପାଇଁ ଅନୁରୋଧ କରିଥିଲେ ।…

ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ବାସନ୍ଦ ହେଲେ ମାର୍କସ

ବର୍ଲିନ: ପଡିଆରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ବୋରୁସିଆ ମୋନସେନଗ୍ଲାବାଖରର ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା କାଳରେ ମାର୍କସ ଥୁରମ ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ୫ଟି ମ୍ୟାଚରୁ ବାସନ୍ଦ ହେବା ସହ ୫୦ ହଜାର ଡଲାର ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି…

ଆଇଏସଏଲ: ବିଜୟ ସନ୍ଧାନରେ ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲରେ ଓଡିଶା ଏଫସିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୬ଟି ମ୍ୟାଚ ଖେଳି ଓଡିଶା କେବଳ ଗୋଟିଏ ଡ୍ର ରଖିପାରିଥିବା ବେଳେ ବାକିତକ ମ୍ୟାଚ ହାରିଛି । ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଓଡିଶା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବେ । ଏହି…