Latest Odisha News

BREAKING NEWS

Browsing Category

ଖେଳ

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି

କଟକ: କଟକ ବାରବାଟୀଠାରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ…

ଆସନ୍ତୁ ଜାଣିବା କିଏ କହିଲେ କୋହଲିଙ୍କ ରଣକୌଶଳ ବୁଝିପାରୁନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକ ଦକ୍ଷତା ଓ ରଣକୌଶଳ ନେଇ ପ୍ରଶ୍ନ ଉଠାଇଛନ୍ତି । ମୋ ମତରେ ଖରାପ କ୍ୟାପଟେନଶିପ ଯୋଗୁ ଆମେ ହାରିଲୁ । ଯଶପ୍ରୀତ ବୁମରାଙ୍କ ଭଳି ବୋଲରଙ୍କୁ ପ୍ରଥମରୁ ମାତ୍ର ୨ ଓଭର…

ଅଷ୍ଟ୍ରେଲିଆକୁ ଝଟକା: ଭାରତ ବିପକ୍ଷ ଓ୍ୱାନ ଡେ ଓ ଟି-ଟ୍ୱେଣ୍ଟି ଖେଳିବେନି ଏହି କ୍ରିକେଟର

ସିଡନୀ: ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆକୁ ଝଟକା । ଦିନିକିଆ ଓ ଟି-ଟ୍ୱେଣ୍ଟି ଖେଳିବେନି ଧୂରନ୍ଧର ଓପନର ଡେଭିଡ୍ ଓ୍ୱାର୍ଣ୍ଣର । ଆହତ କାରଣରୁ ସେ ଦଳରୁ ବାଦ ପଡ଼ିଛନ୍ତି । ଆସନ୍ତା ୨ ତାରିଖରେ କାନବେରାରେ ଶେଷ ଦିନିକିଆ ସହ ଆସନ୍ତା ୪ ତାରିଖରୁ ଆରମ୍ଭ…

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି !

କଟକ: କଟକ ବାରବାଟୀ ରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ…

ଆଇଏସଏଲ: ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଭାସ୍କୋରେ ଇଣ୍ଡିଆନ ସୁପର ଲିଗ ଫୁଟବଲର ରବିବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡିଶା ଏଫସି ୨-୨ ଗୋଲରେ ଜାମସେଦପୁର ସହ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଓଡିଶା ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରିଥିଲା । ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ପଏଂଟ ।…

୨ ରେସଲର ସମେତ ୩ଜଣଙ୍କୁ କରୋନା

ସୋନିପତ: ଏଠାରେ ଥିବା ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ କ୍ୟାମ୍ପସରେ ୨ ରେସଲରଙ୍କ ସମେତ ୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଡୋପିଂ ଯୋଗୁ ୪ ବର୍ଷ ବାସନ୍ଦ ଦଣ୍ଡାଦେଶ ପୂରଣ କରି ପ୍ରତ୍ୟାବର୍ତନ କରିଥିବା ନରସିଂହ ଯାଦବ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗୁରପ୍ରୀତ ସିଂ ଓ…

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ବେଳେ ପ୍ରେମ ନିବେଦନ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପରାଜିତ ହୋଇଛି । ତେବେ ଏହି ମ୍ୟାଚ ଅବସରରେ ଜଣେ ଭାରତୀୟ ପ୍ରଶଂସକ ଓ ତାଙ୍କ ଅଷ୍ଟ୍ରେଲୀୟ ଗାର୍ଲଫ୍ରେଣ୍ଡଙ୍କୁ ଦର୍ଶକ ଗ୍ୟାଲେରୀରେ ପ୍ରେମ ନିବେଦନ କରିଥିଲେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୩୫ ରନ କରି…

ପୁନର୍ବାର ହାରିଲା ଟିମ୍ ଇଣ୍ଡିଆ,୨-୦ରେ ଅଗ୍ରଣୀ ରହି ସିରିଜ ଜିତିନେଲା କଙ୍ଗାରୁ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫୧ ରନରେ ପରାଜିତ ହୋଇଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଟିମ୍ ଇଣ୍ଡିଆ ବିଦେଶୀ ମାଟିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସିରିଜ ହାରିଛି । ପୂର୍ବରୁ…

ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ବାବର ଆଜମଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ବାବର ବିବାହ କରିବେ ବୋଲି କହି ୧୦ ବର୍ଷ ହେବ ମୋ ସହିତ ଛଳନା କରୁଛନ୍ତି ବୋଲି ହାମିଜା ନାମକ ମହିଳା ଜଣଙ୍କ କହିଛନ୍ତି । ୨୦୧୧ରେ କୋର୍ଟ ମ୍ୟାରେଜ ପାଇଁ ଘରୁ ତାଙ୍କ ସହିତ ପଳାଇ…

ସିଡନୀ ଦ୍ୱିତୀୟ ଦିନିକିଆ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ

ସିଡନୀ: ଭରାତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଉଛି ଦ୍ୱିତୀୟ ଦିନିକିଆ । ସିଡନୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ଦଳ । ଆଜିର ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ମ୍ୟାଚରେ ପରାଜୟ ପରେ ଆଜି ବିଜୟ ସହ ସିରିଜକୁ ଫେରିବା ପାଇଁ ଲକ୍ଷ୍ୟ ନେଇ ପଡ଼ିଆକୁ…