Latest Odisha News

BREAKING NEWS

Browsing Category

ଖେଳ

ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ଆଇପିଏଲ ମିନି ଅକ୍ସନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ପାଇଁ ଫେବୃୟାରୀ ତୃତୀୟ ସପ୍ତାହରେ ମିନି ଅକ୍ସନ ହୋଇପାରେ । ଇନସାଇଡ ସ୍ପୋର୍ଟ୍ସ ରିପୋର୍ଟ ଅନୁସାରେ ୧୧ଫେବୃୟାରୀରେ ଏହି ନିଲାମ ପ୍ରକ୍ରିୟା ହେବାକୁ ଥିଲା । ଏବେ ଏହା ୧୪ରୁ ୨୧ ମଧ୍ୟରେ ହୋଇପାରେ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ୨/୩ ଦିନ…

ଭାରତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଇଂଲଣ୍ଡ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ୨ଟି କ୍ରିକେଟ ଟେଷ୍ଟ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଜୋଫ୍ରା ଆର୍ଚ୍ଚର, ବେନ ଷ୍ଟୋକ୍ସ ଓ ରରୀ ୱର୍ନ୍ସ ଦଳକୁ ଫେରିଛନ୍ତି । ଜନୀ ବେୟାରଷ୍ଟୋ, ସ୍ୟାମ କରନ ଓ ମାର୍କ ଉଡଙ୍କୁ ବିଶ୍ରାମ ଦିଆଯାଇଛି । ଟେଷ୍ଟ ସିରିଜ ଫେବୃୟାରୀ ୫ରୁ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: କ୍ୱାର୍ଟରରେ ପିଭି ସିନ୍ଧୁ

ବ୍ୟାଙ୍କକ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ଥାଇଲାଣ୍ଡ ଓପନ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ମାଲେସିଆର ସେଲଭାଦୁରାୟ କିସୋନାଙ୍କୁ ୨୧-୧୦, ୨୧-୧୨ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସରେ ଏଚଏସ ପ୍ରଣୟ ମାଲେସିଆର ଲିଉ…

ଅଲିମ୍ପିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ହେବ : ଆଇଓସି ମୁଖ୍ୟ ଥମାସ ବାକ୍‌

ଟୋକିଓ: ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ମୁଖ୍ୟ (ଆଇଓସି) ମୁଖ୍ୟ ଥମାସ ବାକ୍ ଗୁରୁବାର ଦୃଢ଼ତା ସହକାରେ କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜିତ ହେବ । ଏଥିପାଇଁ କୌଣସି ପ୍ଲାନ ବି ନାହିଁ । ୨୩ ଜୁଲାଇରୁ ଟୋକିଓରେ ଅଲିମ୍ପିକ୍ସର ବିଗୁଲ ବାଜିବ ।…

କ୍ରିଷ୍ଟିଆନ ରୋନାଲ୍ଡୋ ହେଲେ ଫୁଟବଲ ଇତିହାସର ସର୍ବାଧିକ ଗୋଲ ସ୍କୋରର

ରୋମ:ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଅଷ୍ଟ୍ରିଆର ଜୋସେଫ ବିକାନ, ବ୍ରାଜିଲର ପେଲେ ଓ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି । ଇଟାଲିୟନ ସୁପର କପ ଫାଇନାଲରେ ୟୁଭେଂଟସର…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ଇଂଲଣ୍ଡ ବିପକ୍ଷ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ…

ନୂଆଦିଲ୍ଲୀ: କରୋନା କାଳ ପରେ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ପଂହଚିଛି । ଭାରତ-ଇଂଲଣ୍ଡ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ । ଏହା ସଫଳ ହେବା ପରେ ଆଗାମୀ ଆଇପିଏଲରେ ମଧ୍ୟ ଦର୍ଶକ କ୍ରିକେଟର ମଜା ଉଠାଇପାରିବେ । ଭାରତୀୟ କ୍ରିକେଟ କଂଟ୍ରୋଲ…

ଓ୍ୱେଲକମ୍ ଚାମ୍ପିଅନ୍: ସ୍ୱଦେଶୀ ଫେରିଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ସହ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ । ଆଜି ଖେଳାଳିମାନେ ଜନ୍ମମାଟିରେ ପାଦ ଥାପିଛନ୍ତି । ନିଜ ନିଜ ଘରକୁ ଯାଇଛନ୍ତି ଖେଳାଳି । ମୁମ୍ୱାଇ ଏୟାରପୋର୍ଟରେ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ପୃଥ୍ୱୀ ଶ । ସେମାନଙ୍କୁ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଜାଡେଜା

ମୁମ୍ବାଇ: ଅଷ୍ଟ୍ରେଲିଆ ମ୍ୟାଚରେ ଐତିହାସିକ ବିଜୟ ପରେ ଭାରତୀୟ ଦଳର ନଜର ରହିଛି ଇଂଲଣ୍ଡ ବିପକ୍ଷ ସିରିଜର ଉପରେ। ହେଲେ ଏହା ପୂର୍ବରୁ ଚୂଡାନ୍ତ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଜାନୁଆରୀ ୧୯ରେ ଘୋଷିତ ଦଳରେ ସ୍ଥାନ ପାଇନାହାନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। କେବଳ ଏତିକି ନୁହେଁ ଅଲରାଉଣ୍ଡର…

ଆଇପିଏଲ ୨୦୨୧ ଅଙ୍କକଷା ଆରମ୍ଭ : ଆସନ୍ତୁ ଜାଣିବା କେଉଁ ଖେଳାଳି ରହିଲେ କିଏ ବିଦା ହେଲେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟିଭ ସ୍ମିଥ, ଲସିଥ ମାଲିଙ୍ଗା, ଗ୍ଲେନ ମ୍ୟାକ୍ସୱେଲ ପରି ଖେଳାଳି ସେମାନଙ୍କ ଦଳ ପାଇଁ ଅଲୋଡା ହୋଇ ପଡିଛନ୍ତି । ୮ଟି ଯାକ ଫ୍ରାଂଚାଇଜ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିଛନ୍ତି ଓ କାହାକୁ ବିଦା…

ଅଶୋଭନୀୟ ଆଚରଣ ନେଇ ମେସି ୨ଟି ମ୍ୟାଚରୁ ବାସନ୍ଦ

ମାଡ୍ରିଡ: ସ୍ପାନିଶ ସୁପର କପ୍ ଫୁଟବଲରେ ଅଶୋଭନୀୟ ବ୍ୟବହାର ନେଇ ଲିଓନେଲ ମେସିଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ବାର୍ସିଲୋନାର ଏହି ଷ୍ଟାର ଖେଳାଳି ଆଟଲେଟିକ ବିଲବାଓ ବିପକ୍ଷ ମ୍ୟାଚରେ ବିପକ୍ଷ ଦଳର ଆସିଆ ଭିଲାଲିବ୍ରେଙ୍କୁ ଡାହାଣ ହାତରେ ଜାଣିଶୁଣି ଆଘାତ ଦେଇଥିଲେ । ଏଥିଯୋଗୁ…