Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତା ବର୍ଷ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଆସନ୍ତା ବର୍ଷ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବ । ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର ଏହା ସ୍ପଷ୍ଟ କରିଛି । ୪ଅଗଷ୍ଟରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ…

ନୂଆ ଜର୍ସିରେ ନଜର ଆସିବେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଫାଣ୍ଟାସି ଗେମ୍ ସହ ଜଡିତ କମ୍ପାନୀ ମୋବାଇଲ୍ ପ୍ରିମିୟର ଲିଗ୍ (ଏମପିଏଲ୍) ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ସ୍ପୋନସରସିପ ପାଇଛି। ଏନେଇ ମଙ୍ଗଳବାର ଦିନ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। https://twitter.com/BCCI/status/1328571370326908928?s=19…

ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଏହି ବିସ୍ଫୋରକ କ୍ରିକେଟର୍ !

ଭୁବନେଶ୍ୱର: ବିସ୍ପୋରକ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ନିକୋଲାସ ପୁରନ୍ । ନିକଟରେ ଏହି କ୍ରିକେଟର ଆଇପିଏଲରେ ଧୁଆଁଧାର ବ୍ୟାଟିଂ ଜରିଆରେ ବୋଲରଙ୍କ ମୁଣ୍ଡ ନୁଆଁଇଥିଲେ । ହେଲେ ଆଜି ଏହି କ୍ରିକେଟର ଜଣକ ନିଜ ପ୍ରେମିକା ଆଗରେ ମୁଣ୍ଡ ମୁଆଁଛନ୍ତି । ଦୀର୍ଘ ବର୍ଷର ପ୍ରେମିକା କ୍ୟାଥରିନା…

୩୧ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏହି ଦିନ ଅର୍ଥାତ୍ ୧୫ ନଭେମ୍ବର ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ସେ ନିଜ ବ୍ୟାଟିଂ ସହ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ୧୬ ବର୍ଷ ବୟସରେ, ସଚିନ୍ କରାଚିସ୍ଥିତ ଜାତୀୟ ଷ୍ଟାଡିୟମରେ…

ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରେ ବିଶ୍ୱରେକର୍ଡର ନିକଟତର ହେଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ପର୍ତୁଗାଲ କ୍ରିଷ୍ଟିଆନ ରୋନୋଲ୍ଡା ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରେ ବିଶ୍ୱରେକର୍ଡର ନିକଟତର ହୋଇଛନ୍ତି । ୧୭ ବର୍ଷ କ୍ୟାରିୟରରେ ସେ ୧୬୮ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୦୨ ଗୋଲ ସ୍କୋର କରିଛନ୍ତି । ଇରାନର ଅଲୀ ଦାଇଙ୍କ ନାମରେ ଥିବା ବିଶ୍ୱରେକର୍ଡ…

ଅଧିକ ସୁନା ଆଣିଥିବାରୁ ମୁମ୍ବାଇ ବିମାନ ବନ୍ଦରରେ କ୍ରିକେଟର କୃଣାଳ ପାଣ୍ଡ୍ୟାଙ୍କୁ ପଚରାଉଚରା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କୃଣାଳ ପାଣ୍ଡ୍ୟା ଆବଶ୍ୟକତାଠାରୁ ଅଧିକ ସୁନା ଆଣିଥିବାରୁ ଫସିଛନ୍ତି । ତାଙ୍କୁ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆଣିଥିବା ସୁନାର କାଗଜପତ୍ର ଦେଖାଇବା ପାଇଁ ପାଣ୍ଡ୍ୟାଙ୍କୁ କଷ୍ଟମ…

ସେହ୍ୱାଗଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତଙ୍କୁ ସ୍ଥାନ ନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ନିକଟରେ ସମ୍ପନ୍ନ ହୋଇଥିବା ଆଇପିଏଲର ଶ୍ରେଷ୍ଠ ଏକାଦଶ ବାଛିଛନ୍ତି । ତେବେ ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ସ୍ଥାନ ମିଳି ନାହିଁ । ଯାହା କି ଅନେକଙ୍କୁ ଚକିତ କରିଛି ।…

ଅଭିନେତା ମୋହନଲାଲ କିଣିବେ ନବମ ଆଇପିଏଲ୍ ଟିମ୍ !

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ଶୁଣିବାକୁ ମିଳୁଛି ୨୦୨୧ ଆଇପିଏଲରେ ବିସିସିଆଇ ସାମିଲ କରିବ ନବମ ଟିମ୍ । ଏ ନେଇ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିନଥିଲେ ବି କିଛି ସମ୍ଭାବ୍ୟ ନିଲାମଧାରୀ ନାଁ ସାମ୍ନାକୁ ଆସିଛି । ବିଗତ କିଛିବର୍ଷ ଧରି ବିସିସିଆଇର ଯୋଜନା ମୁତାବକ ଖେଳ ଓ ମନୋରଂଜନ…

ସଫଳ ହେଲା ଆଇପିଏଲ, କାନ୍ଦୁଛି ପାକିସ୍ତାନ୍ କ୍ରିକେଟ୍ !

ଭୁବନେଶ୍ୱର: ଚଳିତବର୍ଷ କରୋନା ମହାମାରୀ ଓ ଅନ୍ତର୍ଜାତୀୟ କଟକଣାରେ ବି ସୁଚିନ୍ତିତ ଉପାୟରେ ଆୟୋଜିତ ହୋଇଥିଲା ଆଇପିଏଲ୍ । କେବଳ ଆୟୋଜନ କାହଁକି ବରଂ ସବୁଠୁ ସଫଳତମ ସଂସ୍କରଣ ଭାବେ ମଧ୍ୟ ୨୦୨୦ ଆଇପିଏଲ୍ ମର୍ଯ୍ୟଦା ପାଇଛି । ହେଲେ ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ କିନ୍ତୁ ଆଖିରୁ ଲୁହ…

ଇଣ୍ଟରନେଟ୍‌ରେ ଭାଇରାଲ୍ ଟିମ୍ ଇଣ୍ଡିଆର ନୂଆ ଜର୍ସି !

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କ୍ରିକେଟ୍ ମହା-ମୁକାବିଲା । ଏଥିପାଇଁ ନିକଟରେ ଅଷ୍ଟ୍ରେଲିଆ ଦଳ ଟି୨୦ ଓ ଦିନିକିଆ ମ୍ୟାଚ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆ ବି କୁଆଡେ ଦିନିକିଆ ଓ ଟି୨୦ରେ ନୂଆ ତଥା ପାରମ୍ପରିକ ଜର୍ସି ପରିଧାନ…