Latest Odisha News

BREAKING NEWS

Browsing Category

ଖେଳ

IPL ମହାସମର: କୋଲକାତାକୁ ୪୯ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଆଇପିଏଲ୍ ଲଢ଼େଇରେ କୋଲକାତା ନାଇଟ ରାଇଡର୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ବିସ୍ଫୋରକ ୮୦ ରନ୍ ଓ ଦ୍ରୁତ ବୋଲର ଓ୍ୱିକେଟ ଖସାଇବାରୁ ୪୯ ରନରେ ବିଜୟୀ ହୋଇଛି ମୁମ୍ବାଇ । କୋଲକାତା ପଦାର୍ପଣ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ବେଳେ ମୁମ୍ବାଇ ଦୁଇଟି ମ୍ୟାଚରୁ…

IPLରେ ରୋହିତ ଶର୍ମା ମାରିଲେଣି ୨୦୦ଟି ଛକା

ଆବୁଧାବି: ଆଇପିଏଲରେ ପୁଣି ଧୂଆଁଧାର ଇନିଂସ ଖେଳିଛନ୍ତି ହିଟମ୍ୟାନ୍ ତଥା ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମା । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୫୪ ବଲରେ ବିସ୍ଫୋରକ ୮୦ ରନ୍ ପିଟିଛନ୍ତି । ଏହା ଭିତରେ…

କେକେଆର ସ୍ୱାଗତରେ ଝଲସିଲା ବୁର୍ଜ ଖଲିଫା

ଦୁବାଇ: ବୁଧବାର ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦୁଇଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସଙ୍କ ପ୍ରଥମ ମ୍ୟାଚ ପୂର୍ବରୁ କେକେଆର୍ କୁ ଶୁଭେଚ୍ଛା ଜଣାଇଛି ଦୁନିଆର ଉଚ୍ଚତମ କୋଠା ବୁର୍ଜ ଖଲିଫା । ବାଇଗଣୀ ଓ ସ୍ବର୍ଣ୍ଣିମ ରଙ୍ଗରେ ଝଲସି କେକେଆରକୁ ସ୍ୱାଗତ କରିଛି ୟୁଏଇ । ଦଳର…

ଧୋନୀଙ୍କ ଶେଷ ଓଭରର ଛକା ଦଳ ପାଇଁ ଅଦରକାରୀ ଥିଲା: ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗକୁ ଆଗରେ ରହି ବାଟ କଢେଇବାକୁ ଅନୁରୋଧ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ରାଜସ୍ଥାନ ରୟାଲ୍ସ (ଆରଆର) ବିପକ୍ଷରେ CSK ର ଦ୍ୱିତୀୟ ମ୍ୟାଚରେ ଧୋନି ସାତ ନମ୍ବରରେ ବ୍ୟାଟିଂ କରିବାକୁ…

ଆଇପିଏଲ ମହାସମର: ଚେନ୍ନାଇକୁ ୧୬ ରନରେ ହରାଇଲା ରାଜସ୍ଥାନ

ସାରଜା : ଆଇପିଏଲ ମହାସମାରୋହର ଚତୁର୍ଥ ଦିନରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୬ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦୁଇ ଅଭିଜ୍ଞ ଖେଳାଳି ଆଜି ରାଜସ୍ଥାନରେ ସାମିଲ ନ ଥିଲେ ସୁଦ୍ଧା ଆଇପିଏଲ ୨୦୨୦ରେ ନିଜର ପ୍ରଥମ ମ୍ୟାଚରେ ହିଁ କମାଲ ଦେଖାଇଛି ଦଳ । ଟସ୍ ଜିତି ବୋଲିଂ ନିଷ୍ପତ୍ତି…

ଆଇପିଏଲ୍ ମହାସମର: ଆଜି ରାଜସ୍ଥାନ ଓ ଚେନ୍ନାଇ ଲଢେଇ

ସାରନା: ଆଇପିଏଲ୨୦୨୦ର ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ । ଉଦଘାଟନୀ ମ୍ୟାଚର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ସହ ରାଜସ୍ଥାନ ରୟାଲ୍ସର ମ୍ୟାଚ୍ ଜୋରଦାର ହେବ ବୋଲି କ୍ରିକେଟ ପ୍ରେମୀଙ୍କ ଆଶା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ…

ଆଇପିଏଲ୨୦୨୦: ବାଙ୍ଗାଲୋରର ଦମଦାର ବିଜୟ, ଚହଲ ମ୍ୟାନ ଅଫ୍ ଦି ମ୍ୟାଚ୍

ଦୁବାଇ : ଆଜି ଆଇପିଏଲରେ ଆରସିବି ଓ ଏସଆରଏଚ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବେଙ୍ଗାଲୋର ବାଜି ମାରି ନେଇଛି । ଆଉ କ୍ରିକେଟର ଯୁଗଭେନ୍ଦ୍ର ଚହଲ ୪ ଓଭରରେ ୧୮ ରନ ବଦଳରେ ତିନିଟି ୱିକେଟ୍ ନେଇଥିଲେ । ତାଙ୍କୁ ଆଜିର ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି । ଆଜି ପ୍ରଥମେ ଟସ୍ ଜିତି…

ଓଡିଆ ପର୍ବତାରୋହୀ ନୀଳାଚଳଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଲେ ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍

ଭୁବନେଶ୍ୱର: କରୋନା ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସଜାଇଲା ପରିବା ବ୍ୟବସାୟୀ । କିନ୍ତୁ ଏ ଭିତରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଫ୍ରି ଡେଲିଭରିର ବ୍ୟବସ୍ଥା କରିଛନ୍ତି । ଏ ନେଇ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ଆଜିର ଆଇପିଏଲ ମ୍ୟାଚରେ ସମ୍ମାନ…

ଆଇପିଏଲ୍ ହାଇଲାଇଟ୍‌ସ: ସୁପର ଓଭରରେ ପଞ୍ଜାବ ଠାରୁ ମ୍ୟାଚ୍ ଛଡାଇ ନେଲା ଦିଲ୍ଳୀ

ଆବୁଧାବି: ଆଇପିଏଲ୍ ଦ୍ୱିତୀୟ ମ୍ୟଚ୍‌ରେ ଦିଲ୍ଲୀର ରୋମାଂଚକର ବିଜୟ । ପ୍ରଥମେ ମ୍ୟାଚ୍ ଟାଇ ହେଲା । ତା’ପରେ ସୁପର ଓଭରରେ ପଂଜାବ କିଙ୍ଗସ ଇଲେଭେନ୍‌କୁ ହରାଇଥିଲା ଦିଲ୍ଲୀ କ୍ୟାପିଟାଲସ । ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ କରିଥିଲେ । ସୁପର…

ଆଇପିଏଲ ୨୦୨୦: ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେନି ଜୋସ୍ ବଟଲର୍!!

ୟୁଏଇ: ରବିବାର ଦିନ ରାଜସ୍ଥାନ ରୟାଲ୍ସ ୱିକେଟ୍ କିପର ଜୋସ୍ ବଟଲର୍ ନିଶ୍ଚିତ କରିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଦଳର ଓପନିଂ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନାହିଁ । କାରଣ ସେ ତାଙ୍କ ବାଧ୍ୟତାମୂଳକ କ୍ବାରାଣ୍ଟାଇନ ଅବଧିରେ ରହିବେ। ବଟଲର ତାଙ୍କ ପରିବାର ସହିତ ୟୁଏଇରେ…