Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ମହାସମର : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ : ଆଜି ଆଇପିଏଲ ଦଶମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ଦଳ ଏ ଯାଏଁ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ…

IPL ମହାସମର: ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠାରୁ ମ୍ୟାଚ୍ ଛଡ଼ାଇ ନେଲା ରାଜସ୍ଥାନ ରୟାଲ୍ସ

ସାରଜା: ଆଇପିଏଲରେ ରାଜସ୍ଥାନ ରୟାଲ୍ସର ରୋମାଞ୍ଚକର ବିଜୟ । ଗତକାଲି ଖେଳାଯାଇଥିବା ନବମ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୪ ଓ୍ୱିକେଟର ହରାଇଛି ରାଜସ୍ଥାନ । ୨୨୪ ରନର ବିଶାଳ ଟାର୍ଗେଟକୁ ହାସଲ କରି ନେଇଥିଲା । ୬ ଓ୍ୱିକେଟ ବିନିମୟରେ ହାତରେ ଆହୁରି ୩ଟି ବଲ୍ ବାକି ଥାଇ ବିଜୟୀ ହୋଇଥିଲା…

ଆଇପିଏଲ ମହାସମର : ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା

ଦୁବାଇ : ଆଇପିଲର ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି କେକେଆର । ସନରାଇଜର୍ସ କ୍ୟାପଟେନ୍ ୱାର୍ଣ୍ଣନର ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଲକାତାର ବୋଲିଂ ସାମ୍ନାରେ ଦଳ…

ଦିଲ୍ଲୀର ବୋଲିଂରେ ଧରାସାୟୀ ହେଲା ଚେନ୍ନାଇ, ୪୪ ରନରେ ବିଜୟୀ ହେଲା ଡିସି

ଦୁବାଇ: ଆଇପିଏଲ ୨୦୨୦ରେ ଦ୍ୱିତୀୟ ଥର ପାଇଁ ହାରିଲା ଚେନ୍ନାଇ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୪୪ ରନରେ ହାରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଟସ୍ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ…

ଆଇପିଏଲ ମହାସମର: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଚେନ୍ନାଇ

ଦୁବାଇ: ଆଇପିଏଲର ଆଜି ଖେଳାଯାଉଥିବା ସପ୍ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି । ତେବେ ଟସ୍ ଜିତି ଚେନ୍ନାଇ ସୁପକିଙ୍ଗସ୍ ଅଧିନାୟକ ଧୋନି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଥର ଚେନ୍ନାଇ ଖେଳିଥିବା ଦୁଇଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ…

ଗାଭାସ୍କରଙ୍କ ଅରୁଚିକର ମନ୍ତବ୍ୟ ଜବାବରେ କଣ କହିଲେ ଅନୁଷ୍କା..?

ମୁମ୍ବାଇ: ଆଇପିଏଲର ଗତକାଲି ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଖରାପ ହେବାରୁ କମେଣ୍ଟ୍ରି ବେଳେ ଏକ ଅରୁଚିକର ମନ୍ତବ୍ୟ ଦେଇଥିଲେ କ୍ରିକେଟର ସୁନୀଲ ଗାଭାସ୍କର । ଯାହାର କଡା ଜବାବ ଦେଇଛନ୍ତି ଅନୁଷ୍କା । ବିରାଟ ଆଉଟ୍ ହୋଇଯିବା ପରେ କମେଣ୍ଟ୍ରି ବେଳେ ଗାଭାସ୍କର କହିଥିଲେ ଯେ, 'ଯେଉଁ ସମୟରେ…

ବେଙ୍ଗାଳୁରୁର ଶୋଚନୀୟ ପରାଜୟ, ୯୭ ରନରେ ଜିତିଲା ପଞ୍ଜାବ

ଦୁବାଇ: ଧୂଆଁଧାର ଅପରାଜିତ ଶତକୀୟ ଇନିଂସ ଖେଳିଲେ ଲୋକେଶ ରାହୁଲ । ବୋଲର କଲେ କମାଲ । ଶୀଘ୍ର ଶୀଘ୍ର ଓ୍ୱିକେଟ ଖସାଇଲେ । ଆଇପିଏଲରେ ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୯୭ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି କିଙ୍ଗସ ଇଲେଭେନ୍ ପଞ୍ଜାବ । ପଞ୍ଜାବ ଦେଇଥିବା ୨୦୭ ରନ୍ ବିଜୟ ଲକ୍ଷ୍ୟର…

କୋହଲି ଛାଡିଲେ କ୍ୟାଚ୍, ସେଞ୍ଚୁରୀ ମାରିଲେ ଲୋକେଶ ରାହୁଲ

ଦୁବାଇ: ବେଙ୍ଗାଲୁରୁ ବିପକ୍ଷରେ ଚଳିତ ଆଇପିଏଲରେ ପ୍ରଥମ ଶତକ ମାରିଛନ୍ତି ଲୋକେଶ ରାହୁଲ । ଅପରାଜିତ ୧୩୨ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲରେ ଭାରତୀୟ ଖେଳାଳି ଭାବରେ ସର୍ବାଧିକ ରନ୍ କରିଛନ୍ତି ଲୋକେଶ ରାହୁଲ । ପୂର୍ବରୁ ଏହି ରେକର୍ଡ ଥିଲା ଋଷଭ ପନ୍ଥଙ୍କ ନାଁରେ । ସେ ୨୦୧୮ରେ ଅପରାଜିତ ୧୨୮…

IPL ମହାସମର: ଲୋକେଶ ରାହୁଲଙ୍କ ଅପରାଜିତ ଶତକ, ବେଙ୍ଗାଲୁରୁ ଆଗରେ ପଞ୍ଜାବ ଦେଲା ୨୦୭ ରନ୍ ଟାର୍ଗେଟ

ଦୁବାଇ: ଚଳିତ ଆଇପିଏଲରେ ପ୍ରଥମ ଶତକ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି କିଙ୍ଗସ ଇଲେଭେନ୍ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ । ଦୁବାଇରେ ଚୌକା ଓ ଛକା ବର୍ଷା କରିଛନ୍ତି । ଲୋକଶ ରାହୁଲଙ୍କ ଏହି ବିସ୍ଫୋରକ ଓ ରୋମାଞ୍ଚକର ଇନିଂସ ବଳରେ ବେଙ୍ଗାଲୁରୁ ଆଗରେ…

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ଦେହାନ୍ତ

ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୫୯ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଏନଡିଟିଭିର…