Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଖେଳୁଛନ୍ତି ୱେଷ୍ଟଇଣ୍ଡିଜର ୧୪୦ କିଗ୍ରା ଓଜନ ବିଶିଷ୍ଟ ସ୍ପିନର

ମାଚେଂଷ୍ଟର:ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିବା ଲକ୍ଷ୍ୟରେ ଥିବା ୱେଷ୍ଟଇଣ୍ଡିଜ ଚୂଡାନ୍ତ ଦଳରେ ଜଣେ ଦମଦାର ଖେଳାଳିଙ୍କୁ ସାମିଲ କରିଛନ୍ତି । ୧୪୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସ୍ପିନରଙ୍କ…

ୟୁଏଇରେ ଆଇପିଏଲ, ସେପ୍ଟେମ୍ବର ୧୯ରୁ ଆରମ୍ଭ : ବ୍ରିଜେଶ ପଟେଲ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍ ୟୁଏଇରେ ସେପ୍ଟମ୍ବର ୧୯ରୁ ଆରମ୍ଭ ହେବ ବୋଲି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶୁକ୍ରବାର କହିଛନ୍ତି । ଆସନ୍ତା ସପ୍ତାହରେ ହେବାକୁ ଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅନ୍ତିମ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ବିସିସିଆଇ ସମସ୍ତ…

ଭାରତର ରୌପ୍ୟ ପଦକ ସ୍ୱର୍ଣ୍ଣରେ ବଦଳିଲା

ନୂଆଦିଲ୍ଲୀ: ୨୦୧୮ ଏସିଆନ୍ ଗେମ୍ସ ୪ଗୁଣନ୪୦୦ ମିକ୍ସଡ ରିଲେ ଦଳ ବିଜେତା ବାହାରିନ୍ ଦଳର ଜଣେ ସଦସ୍ୟ ଡୋପ ଟେଷ୍ଟରେ ଧରାପଡିଛନ୍ତି । ଫଳରେ ତାଙ୍କ ଟିମକୁ ଅଯୋଗ୍ୟ ଘୋଷିତ କରାଯିବ ସହ ରୌପ୍ୟ ପଦକ ବିଜେତା ଭାରତୀୟ ଟିମ୍ ଏବେ ସ୍ୱର୍ଣ୍ଣର ହକଦାର ହୋଇଛନ୍ତି । କେମି ଆଡେକାୟା ଆଥଲେଟିକ୍ସ…

ଭାରତୀୟ କ୍ରୀଡାକୁ ଶକ୍ତ ଧକ୍କା: ୱାଡା ଏନଡିଟିଏଲର ବାସନ୍ଦାଦେଶକୁ ବଢ଼ାଇଲା

ନୂଆଦିଲ୍ଲୀ:ଭାରତୀୟ କ୍ରୀଡାକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱ ନିଶା ନିବାରଣ ସଂସ୍ଥା (ୱାଡା) ଭାରତର ନ୍ୟାଶନାଲ ଡୋପ ଟେଷ୍ଟିଂ ଲାବୋରେଟୋରି (ଏନଡିଟିଏଲ)ର ବାସନ୍ଦାଦେଶକୁ ୬ ମାସ ଆହୁରି ବୃଦ୍ଧି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଦ୍ୱାରା ଭାରତର ଅଲିମ୍ପିକ ପ୍ରସ୍ତୁତିରେ…

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୧୪ ଦିନ କ୍ୱାରେଂଟାଇନରେ ରହିବେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୪ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରହିବାକୁ ପଡିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକ ହୋକଲେ କହିଛନ୍ତି ।…

ୟୁଏଇରେ ଆୟୋଜିତ ହେବ ଆଇପିଏଲ !

ମୁମ୍ବାଇ:ଆଇସିସି ଟି୨୦ ବିଶ୍ୱକପ ୨୦୨୧କୁ ଘୁଂଚାଇଦେବା ଫଳରେ ଆଇପିଏଲ ସମ୍ଭାବନା ଆଶା ଉଜ୍ଜୀବୀତ ହୋଇଛି । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି ଖୁବ୍‌ଶୀଘ୍ର ଅନୁମତି ପାଇଁ ସରକାରଙ୍କ ସହ ବୋର୍ଡ କଥା ହେବ । ୧୦ ଦିନ ପରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିବ ଏବଂ ଏହାପରେ…

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଟିକେଟ କିଣିଥିଲେ କ’ଣ କରିବେ ?

ନୂଆଦିଲ୍ଲୀ: କରୋନା ଯୋଗୁ ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ଥଗିତ ରହିଲା । ଏଥିପାଇଁ ଯେଉଁମାନେ ଟିକେଟ କିଣିଥିଲେ ସେମାନେ କଣ କରିବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବ । କିଛି ବ୍ୟସ୍ତ ହେବାର ନାହିଁ । ଏହାର ବାଟ ବାହାର କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି । ୨୦୨୦…

ମଞ୍ଚେଷ୍ଟର ଟେଷ୍ଟରେ ଓ୍ୱେଷ୍ଟଇଣ୍ଡିଜକୁ ୧୧୩ରନରେ ହରାଇଲା ଇଂଲଣ୍ଡ

ମଞ୍ଚେଷ୍ଟର: ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ବାଜିମାତ । ଭ୍ରମଣକାରୀ ଟିମକୁ ୧୧୩ରନରେ ହରାଇଛି ଇଂଲିଶ ବାହିନୀ । ଏହାସହ ତିନି ଟିକିଆ ସିରିଜ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି । ମଞ୍ଚେଷ୍ଟରରେ ପ୍ରଥମ ଇନିଂସରେ ଇଂଲଣ୍ଡ ୯ ଓ୍ୱିକେଟ ହରାଇ ୪୬୯ ରନରେ ପାଳି…

ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍‌, ସ୍ଥଗିତ ରଖିଲା ଆଇଆଇସି

ନୂଆଦିଲ୍ଲୀ: ଚଳିତ ବର୍ଷ ହେବନି ଟି-୨୦ ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ହେବାବୁ ଥିବା ଟି-୨୦ ବିଶ୍ୱକପ ସ୍ଥଗିତ ହୋଇଛି । ଏନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ସୋମବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହୋଇଥାନ୍ତା ।…

ଟି-୨୦ ବିଶ୍ୱକପ୍ ନେଇ ଆଜି ଆସିପାରେ ଫୈସଲା

କରୋନା ମହାମାରୀ ଭିତରେ ଚଳିତବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହେବ କି ନାହିଁ ସସପେନ୍ସ ଲାଗି ରହିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି କୌଣସି ନିଷ୍ପତ୍ତି ନେଇ ନାହିଁ । ଆଜି ବସୁଛି ଆଇସିସିର ଜେନେରାଲ୍ ବଡି ମିଟିଂ । ଭାରତୀୟ ସମୟ ଅପରାହଣ ସାଢ଼େ ୩ଟାରେ ଭିଡିଓ କନଫରେନ୍ସିଂରେ ବୈଠକ…