Latest Odisha News

BREAKING NEWS

Browsing Category

ଖେଳ

ଧୋନିଙ୍କ ଆଗରେ ଅଗ୍ନି ପରୀକ୍ଷା, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବାକୁ ହେବ

ଦୁବାଇ: ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚ ଚେନ୍ନାଇ ପାଇଁ ବେଶ ଗୁରୁତ୍ୱ ରଖୁଛି । ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇକୁ ବିଜୟ ସହ କମବ୍ୟାକ୍ କରିବାକୁ ହେବ । ସିରିଜରେ ରହିବାକୁ ହେଲେ ଆଜିର ମ୍ୟାଚକୁ ବଡ଼ ବ୍ୟବଧାନରେ…

କୋଲକାତାକୁ ୮୨ ରନରେ ହରାଇଲା ବାଙ୍ଗାଲୋର

ଶାରଜା: ଆଇପିଏଲର ସୋମବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କର ବିଜୟୀ ହୋଇଛି ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । ଏଥି ସହ ରୟାଲ ଚ୍ୟାଲେଂଜର୍ସ ତାର ପଞ୍ଚମ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦୁଇ ଓିକେଟ ହରାଇ ୧୯୪ କନ କରାଥିଲା ଦଳ…

ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ

ସାରଜା : ଚଳିତ ଆଇପିଏଲର ୨୮ତମ ମ୍ୟାଚରେ ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅନ୍ୟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଡି’ଭିଲିୟର୍ସ ବିସ୍ଫୋରକ ବ୍ୟାଟିଂ କରି ନିଜର…

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଲା ବାଙ୍ଗାଲୋର

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମରେ ଆଇପିଏଲର ହାଇ ଭୋଲଟେଜ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏଥିରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଆଜିର ମ୍ୟାଚ ପାଇଁ କୋଲକାତା ଦଳ…

ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକଙ୍କ ପରଲୋକ

ନୂଆଦିଲ୍ଲୀ:ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ କାର୍ଲଟନ ଚ୍ୟାପମ୍ୟାନଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ଏହି ମିଡଫିଲ୍ଡରଙ୍କୁ ୪୯ ବର୍ଷ ହୋଇଥିଲା । ରବିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସୋମବାର ତାଙ୍କର ମୃତ୍ୟୁ…

ଟୋକିଓ ଆୟୋଜନ କରୁଛି ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ଟୁର୍ନାମେଣ୍ଟ

ଟୋକିଓ: ଆସନ୍ତା ମାସରେ ଟୋକିଓ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ଟୁର୍ନାମେଣ୍ଟ ଆୟୋଜନ କରିବ ବୋଲି ଆୟୋଜକମାନେ ସୋମବାର କହିଛନ୍ତି । କରୋନା ଯୋଗୁଁ ସ୍ଥଗିତ ହୋଇଯାଇଥିବା ଅଲିମ୍ପିକ୍ସ ପୂର୍ବରୁ ଏକ ଅଭ୍ୟାସ ଭାବେ କାର୍ଯ୍ୟ କରିବା ନେଇ ଆଶାବାଦୀ ଅଛନ୍ତି ଆୟୋଜକ । ଆସନ୍ତା ନଭେମ୍ବର ୮…

ବାପା ହେବାକୁ ଯାଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ସୁଇଂ କିଙ୍ଗ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ୍ ବୋଲର ଜାହୀର ଖାଁ ବାପା ହେବାକୁ ଯାଉଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଡାଇରେକ୍ଟର ଅଫ କ୍ରିକେଟ ଅପରେଶନ ଦାୟିତ୍ୱ ତୁଲାଉଛନ୍ତି । ଜାହୀର ଏବଂ ତାଙ୍କ ପତ୍ନୀ ତଥା ଚକ ଦେ ଫେମ୍…

କିଏ ଦେଇଥଲା ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ?

ଗୁଜରାଟ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ହାରିଥିଲା ବୋଲି ଧୋନୀଙ୍କ ଝିଅ ଜିଭାକୁ ମିଳିଥିଲା ଦୁଷ୍କର୍ମ ଧମକ । ଏ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳକୁ ନେଇ ଏଭଳି ଧମକ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ । ତେବେ ଶେଷରେ ରାଂଚି ଓ ଗୁଜରାଟ ପୋଲିସର ତତ୍ପରତା ଯୋଗୁଁ…

ଜୋକୋଭିଚଙ୍କୁ ହରାଇ ଫ୍ରେଞ୍ଚ ଓପନ୍ ଜିତିଲେ ନାଡାଲ୍

ଫ୍ରେଞ୍ଚ ଓଫନ୍ ଜିତିଲେ ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଡାଲ । ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାତେଇଛନ୍ତି । ରବିବାର ରୋଲାଣ୍ଡ ଗାରୋସରେ ଖେଳା ଯାଇଥିବା ଫ୍ରେଞ୍ଚ ଓପନ ପୁରୁଷ ବିଭାଗ ଫାଇନାଲରେ ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି । ଏକତରଫା ମୁକାବିଲାରେ…

ଧାୱନଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୩ ରନର ଲକ୍ଷ୍ୟ

ଆବୁଧାବି: ଆଇପିଏଲ୍ ୨୭ ତମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଅପରାଜିତ ୬୯ ରନ୍ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ  ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ  ଦେଇଛି । ଧଓ୍ଵନ ୫୨ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଆବୁଧାବିର ଶେଖ ଜୟେଦ୍…