Latest Odisha News

BREAKING NEWS

Browsing Category

ଖେଳ

ଦୀପିକା କୁମାରୀଙ୍କ ତୀରରେ ଘାଇଲା ହେଲେ ଅଲିମ୍ପିଆନ ଅତନୁ, ଆଜି ବିବାହ

ରାଂଚି:ଝାଡଖଣ୍ଡର ତୀରନ୍ଦାଜ ଦୀପିକା କୁମାରୀ ଓ ଅଲିମ୍ପିଆନ୍ ଅତନୁ ଦାସ ମଙ୍ଗଳବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା କଟକଣା ଯୋଗୁ ଅତନୁ ମାତ୍ର ୭ଜଣ ବରଯାତ୍ରୀ ନେଇ ପହଂଚିଥିଲେ । ଏଥିରେ କେବଳ ତାଙ୍କ ଘରଲୋକ ସାମିଲ ହୋଇଥିଲେ । ଏତେ କମ୍ ଲୋକରେ ବିବାହ ହେବ ବୋଲି କେବେ ଭାବି ନ…

ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟି ପ୍ୟାନେଲରେ ସ୍ଥାନ ପାଇଲେ ନୀତିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଗୌରବ ଆଣିଛନ୍ତି ନୀତିନ ମୋଇନ । ସେ ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଭାରତର ଶ୍ରୀନିବାସ ଭେଙ୍କଟରାଘବନ ଓ ସୁନ୍ଦରରାମ ରବି ଏହି ପ୍ୟାନେଲରେ ସ୍ଥାନ ପାଇ ସାରିଛନ୍ତି । ପୂର୍ବତନ ଅମ୍ପାୟର ନରେନ୍ଦ୍ର ମୋଇନିଙ୍କ…

ସଚିନ-ଗାଙ୍ଗୁଲି-ଦ୍ରାବିଡ କାହିଁକି ଖେଳି ନଥିଲେ ୨୦୦୭ ଟି-୨୦ ଓ୍ୱାର୍ଲଡ କପ୍ ?

ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ ପାଓ୍ୱାର ହାଉସ୍ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ । ୨୦୦୭ ଟି-୨୦ ବିଶ୍ୱକପ ଟିମର ସଦସ୍ୟ ନଥିଲେ । ତଥାପି ଯୁବ କ୍ରିକେଟରଙ୍କୁ ନେଇ ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ୍ ନିଜ ନାଁରେ କରାଇଥିଲା । କାହିଁକି ଟିମ୍ ଇଣ୍ଡିଆର ତତ୍କାଳୀନ…

ଚଳିତ ବର୍ଷ ୱିମ୍ବେଲଡନ ବାତିଲ: ବୀମା ସତ୍ୱେ ୧୪୫୦ କୋଟି କ୍ଷତି

ଲଣ୍ଡନ: କରୋନା ମହାମାରୀ ଯୋଗୁ ୨୦୨୦ରେ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ଅୟୋଜିତ ହେବ ନାହିଁ । ୨୯ ଜୁନରୁ ଏହା ଆରମ୍ଭ ହେବାକୁ ଥିଲା । ଏବେ ଆଗାମୀ ବର୍ଷ ୨୮ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି । ବୀମା…

ଚାଷ ଜମିରେ କ୍ୟାପ୍ଟେନ କୁଲ ଧୋନୀ

ରାଂଚି: ଫିଲ୍ଡରେ ଧୋନୀ । ତେବେ ଏହା କ୍ରିକେଟ ଫିଲ୍ଡ ନୁହେଁ । ଏହି ଫିଲ୍ଡ ହେଉଛି ଚାଷୀର । ଯେଉଁଠି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରେ । ଆଉ ଏବେ ଏହି ଫିଲଡ୍‌ର ଜଣେ ଚାଷୀ ପାଲଟିଛନ୍ତି କ୍ରିକେଟ ଫିଲ୍ଡର କ୍ୟାପ୍ଟେନ । କରୋନା ପାଇଁ କ୍ରିକେଟ ମ୍ୟାଚ୍ ବନ୍ଦ ଥିବା ବେଳେ…

ବକ୍ସର ରୋବର୍ଟୋ ଡୁରାନ କରୋନା ଭାଇରସରେ ସଂକ୍ରମିତ

ନୂଆଦିଲ୍ଲୀ: ପାନାମାର ପ୍ରଫେଶନାଲ ବକ୍ସର ରୋବର୍ଟୋ ଡୁରାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପୁଅ  କହିଛନ୍ତି ବାପାଙ୍କର  କେବଳ ଥଣ୍ଡା ହୋଇଥିଲା ।  ହସ୍ପିଟାଲ୍‌ରେ କରୋନା ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଡୁରାନ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି…

ନୋଭାକ୍ ଜୋକୋଭିଚଙ୍କ କୋଚଙ୍କୁ କରୋନା

ବିଶ୍ୱର ଏକ ନମ୍ୱର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚଙ୍କ ପରେ ତାଙ୍କ କୋଚ୍ ଗୋରାନ୍ ଇଭାନିସେବିଚଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ହୋମ୍ ଆଇସୋଲେସନରେ ଅଛନ୍ତି ଗୋରାନ୍ । ଗୋରାନ୍ କହିଛନ୍ତି, ଜୋକୋଭିଚଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀ…

୩୦ ବର୍ଷ ପରେ ଲିଭରପୁଲ ଜିତିଲା ଇଂଲିଶ ଫୁଟବଲ ଲିଗ୍‌

ଲଣ୍ଡନ: ୩୦ ବର୍ଷ ପରେ ଲିଭରପୁଲ ଇଂଲିଶ ଫୁଟବଲ ଲିଗ୍ ଟାଇଟଲ ହାସଲ କରିଛି । ଲିଗ ଭିତିକ ଏହି ଟୁର୍ଣ୍ଣାମେଂଟରେ ଲିଭରପୁଲକୁ ପଏଂଟ ଆଧାରରେ ବିଜୟ ଘୋଷିତ କରାଯାଇଥିଲା । ଚେଲ୍ସି ୨-୧ରେ ମାଂଚେଷ୍ଟର ସିଟିକୁ ହରାଇବା ପରେ ଲିଭରପୁଲ ଫାଇଦାରେ ରହିଥିଲା । ୧୩୨ ବର୍ଷ ଇତିହାସରେ ଲିଭରପୁଲ ୧୯ଥର…

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ କରିବେ ୨୦୨୩ ମହିଳା ବିଶ୍ୱକପ୍ ଫୁଟବଲ୍ ଆୟୋଜନ

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ମିଳିଲା ୨୦୨୩ ଫିଫା ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ ଭାର । ମିଳିତ ଭାବରେ ଦୁଇ ଦେଶ ଏହାକୁ ଆୟୋଜନ କରିବେ । କଲୋମ୍ବିଆକୁ ପଛରେ ପକାଇ ନିଲାମରେ ବାଜି ମାରିଥିଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ୨୨-୧୩ ଭୋଟରେ ଆଗରେ ରହିଥିଲେ । ଜୁଲାଇ କିମ୍ୱା ଅଗଷ୍ଟରେ…

ଟି-ଟ୍ୱେଣ୍ଟି ବିଶ୍ୱକପ ନେଇ ଆଜି ହୋଇପାରେ ନିଷ୍ପତ୍ତି

ଚଳିତବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଆୟୋଜନକୁ ନେଇ ନିଷ୍ପତ୍ତି ହୋଇ ନାହିଁ। ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଭାରତୀୟ ସମୟ ସାଢ଼େ ୩ଟାରେ ବସିବ ବୈଠକ । ଏଠାରେ ଚଳିତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆଲୋଚନା ସମ୍ଭାବନା ରହିଛି ।…