Latest Odisha News

BREAKING NEWS

Browsing Category

ଖେଳ

ପାକିସ୍ତାନର ଆଉ ୭ କ୍ରିକେଟ ଖେଳାଳି କରୋନା ପଜିଟିଭ

ଲାହୋର: ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପାକିସ୍ତାନ କ୍ରିକେଟ ଟିମର ଆଉ ୭ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ୨୪ ଘଂଟା ମଧ୍ୟରେ ୧୦ ଖେଳାଳି କରୋନା ସଂକ୍ରିମିତ ହେବା ପରେ ଏହି ଗସ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମଙ୍ଗଳବାର ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ ଫଖର ଖାଁ, ଇମ୍ରାନ…

ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ଜୋକୋଭିଚ କରୋନା ସଂକ୍ରମିତ

ବେଲଗ୍ରେଡ: ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୩୩ ବର୍ଷୀୟ ଜୋକୋଭିଚ ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି । ଏକଜିଭିଶନ ଚ୍ୟାରିଟ ମ୍ୟାଚ ଅବସରରେ ସେ କରୋନା ସଂସ୍ପର୍ଶରେ ଆସିଛନ୍ତି । ପୂର୍ବରୁ ବୁଲଗେରିଆର ଗ୍ରେଗୋର…

ପରଲୋକରେ ରଣଜୀ ଟ୍ରଫିର ସର୍ବାଧିକ ୱିକେଟ୍‌ ଟେକର୍ ରାଜେନ୍ଦ୍ର ଗୋୟଲ

ଭାରତୀୟ ଘରୋଇ କ୍ରିକେଟର କିମ୍ବଦନ୍ତୀ ଖେଳାଳି ରାଜିନ୍ଦର ଗୋୟଲଙ୍କ ଦେହାନ୍ତ । ଗତକାଲି ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବହୁଦିନରୁ ସେ ଅସୁସ୍ଥ ଥିଲେ । ହରିଆଣାର ରୋହତକ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହରିଆଣା ତରଫରୁ କ୍ରିକେଟ କ୍ୟାରିୟର ଆରମ୍ଭ…

ଯୋଗ ଦିବସ, ପିତୃ ଦିବସ ଏକତ୍ର ପାଳନ କଲେ ସଚିନ ପରିବାର

ମୁମ୍ବାଇ: ଯୋଗ ଦିବସ ଓ ପିତୃ ଦିବସ ଗୋଟିଏ ଦିନରେ ପଡିଥିବାରୁ ସଚିନ ତେନ୍ଦୁଲକରଙ୍କ ପରିବାର ନିଆରା ଢ଼ଙ୍ଗରେ ଏହାକୁ ପାଳନ କରିଛନ୍ତି । ମହାନ କ୍ରିକେଟ ଖେଳାଳି ସଚିନ ସଚିନ ପୁଅ ଅର୍ଜୁନ ଓ ଝିଅ ସାରା ସହ ଏକାଠି ପ୍ରାଣାୟମ କରି ଉଭୟ ଦିବସ ନିଷ୍ଠାର ସହ ପାଳନ କରିଥିଲେ । ସଚିନ ଏହି ଫଟୋ ସୋସିଆଲ…

ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର୍ସ ଆସୋସିଏସନ୍ (ଆଇସିଏ) ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା କ୍ରିକେଟର୍ଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇଛି । ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ପ୍ରଥମେ ୨୫ରୁ…

ବାଂଲାଦେଶ କ୍ରିକେଟର ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ

ଢାକା : ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ମୋର୍ତାଜା ଚଳିତ ବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ମଶ୍ରଫି…

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କୋଭିଡ ପଜିଟିଭ୍

କୋଲକାତା: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାକୟ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳାର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କରୋନା…

ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟର ଓଡିଶା ଏଫସି ମୁଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ଏଫସି ଦଳର ମୂଖ୍ୟ କୋଚ ଭାବେ ଇଂଲଣ୍ଡର ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟରଙ୍କୁ ନିଯୁକ୍ତ କରିଛି । ୭ମ ହିରୋ ଇଣ୍ଡିଆନ ସୁପର ଲିଗ୍ ପୂର୍ବରୁ ଷ୍ଟୁଆର୍ଟଙ୍କ ସହ ଏହି କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି । ସେ ଦକ୍ଷିଣଆଫ୍ରିକା ଓ ଫିନଲାଣ୍ଡର ଜାତୀୟ କୋଚ ଦାୟିତ୍ୱ ମଧ୍ୟ ସଫଳତାର ସହ…

ଶ୍ରୀଲଙ୍କାର ପୂର୍ବତନ ଖେଳମନ୍ତ୍ରୀଙ୍କ ଅଭିଯୋଗ: ୨୦୧୧ ବିଶ୍ୱକପ ଫାଇନାଲ ଆମ ଖେଳାଳି ଫିକ୍ସ କରିଥିଲେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଖେଳ ମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥାଗାମ ଗୁରୁବାର ଏକ ବିବାଦୀୟ ଓ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତ-ଶ୍ରୀଲଙ୍କା ମଧ୍‌ୟରେ ଖେଳାଯାଇଥିବା ୨୦୧୧ କ୍ରିକେଟ ବିଶ୍ୱକପ ଫାଇନାଲ ଫିକ୍ସ ଥିଲା । ଆମର କେତେକ ଖେଳାଳି ମ୍ୟାଚ ଫିକ୍ସିଂରେ ଜଡିତ ଥିଲେ…

କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କ୍ରୀଡ଼ାର ବିକାଶ ପାଇଁ  ୮ଟି ରାଜ୍ୟକୁ ସଟ୍‌ଲିଷ୍ଟ୍ କରିଛନ୍ତି । ସେହି ରାଜ୍ୟ ଗୁଡ଼ିକ ହେଲେ ଓଡ଼ିଶା, କର୍ଣ୍ଣାଟକ, କେରଳ, ତେଲଙ୍ଗାନା, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ । ଏହିସବୁ ରାଜ୍ୟର ଆଧୁନିକ ସୁବିଧା ସୁଯୋଗ ଥିବା…