Latest Odisha News

BREAKING NEWS

Browsing Category

ଖେଳ

ପାକ୍ କ୍ରିକେଟର ତୌଫିକ ଉମରଙ୍କୁ କରୋନା

କରାଚୀ:ପ୍ରଥମ ଥର ପାଇଁ କ୍ରିକେଟ ଖେଳାଳିଙ୍କୁ ସଂକ୍ରମିତ କରିଛି କରୋନା । ପାକିସ୍ତାନ କ୍ରିକେଟର ତୌଫିକ ଉମରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ଘରେ କ୍ୱାରେଂଟାଇନରେ ରହିବେ । ଅସୁ୍‌ସ୍ଥ ଅନୁଭବ କରିବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏହା ପଜିଟିଭ ବାହାରିଥିଲେ ସୁଦ୍ଧା ମୁଁ…

ଏଭେରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଢେଙ୍କାନାଳ/ଭୁବନେଶ୍ୱର : ରାଜ୍ୟର ପ୍ରଥମ ଏଭେରେଷ୍ଟ ବିଜୟିନୀ ଦୁଃସାହସିକ କ୍ରୀଡ଼ାବିତ୍ କଳ୍ପନା ଦାଶଙ୍କର ଶନିବାର ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଲକ୍‌ଡାଉନ୍ କାରଣରୁ କୌଣସି ବିଶେଷ ଉତ୍ସବ ଅୟୋଜିତ ହୋଇ ନ ଥିବାବେଳଳେ ଢ଼େଙ୍କାନାଳରେ ତାଙ୍କ ପରିବାର ପକ୍ଷରୁ ଶ୍ରାଦ୍ଧ କାର‌୍ୟ୍ୟ…

ଜାପାନର ନାଓମି ଓସାକା ହେଲେ ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ: ଜାପାର ନାଓମି ଓସାକା ବିଶ୍ୱର ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଆମେରିକାର ସେରେନା ୱିଲିୟମ୍ସଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେରେନା କ୍ରମାଗତ ୪ ବର୍ଷ ଧରି ଶୀର୍ଷ ସ୍ଥାନରେ ରହି ଆସୁଥିଲେ । ୨୨ ବର୍ଷୀୟା ଓସକା ପୁରସ୍କାର ରାଶି ଓ…

୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରିଲେ ଏହାକୁ ବାତିଲ କରି ଦିଆଯିବ: ବାକ୍‌

ଟୋକିଓ: କରୋନା ଯୋଗୁଁ ‌ଯଦି ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରେ ତେବେ ଏହାକୁ ବାତିଲ କରି ଦିଆଯିବ ବୋଲି ଆଇଓସି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି ।କରୋନା ଯୋଗୁଁ‌ ଆଇଓସି ଓ ଜାପାନ ସରକାର ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୧ରେ ଯଦି…

ଚଳିତ ବର୍ଷ ଟି୨୦ ବିଶ୍ୱକପ ଆଶା ମଉଳିଲା

ମୁମ୍ବାଇ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ଆଶା ଏକପ୍ରକାର ମଉଳି ଯାଇଛି କହିଲେ ଭୁଲ ହେବ ନାହିଁ । କରୋନା ଭାଇରସ ଯୋଗୁ ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବା ସମ୍ଭବପର ନୁହେଁ । ଆଇସିସି ସ୍ପଷ୍ଟ ଭାବେ ଏହା କହି ନ ଥିଲେ ମଧ୍ୟ କେତେକ ଅଧିକାରୀ ନିଜ ନାମ…

ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ

ସିଡନୀ:ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପରଙ୍କ ୮୩ ବର୍ଷରେ ପରଲୋକ ହୋଇଯାଇଛି । ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୫୯ରେ ସେ ଟେନିସକୁ ଅଲବିଦା କହିଥିଲେ । ୧୯୫୮ରେ ଅଷ୍ଟ୍ରେଲିଆନ୍‌, ୱିମ୍ବେଲଡନ ଓ ୟୁଏସ ଓପନ ଟାଇଟଲ ହାସଲ କରିଥିଲେ ।…

କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ବାସନ୍ଦ

ପ୍ୟାରିସ: କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ଡୋପିଂ କଳଙ୍କରେ ଛନ୍ଦି ହୋଇ ପଡିଛନ୍ତି । ଏଥିଯୋଗୁ ସେ ୪ ବର୍ଷ ବାସନ୍ଦ ଦଣ୍ଡାଦେଶର ସମ୍ମୁଖୀନ ହୋଇଛନ୍ତି । ଗତ ବର୍ଷ ହୋଇଥିବା ଡୋପ ଟେଷ୍ଟରେ ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୨୦୧୬ ଟୁର ଡି ଫ୍ରାନ୍ସର ଏକ ଷ୍ଟେଜରେ…

ଭାରତ-ଦକ୍ଷିଣଆଫ୍ରିକା ଟି୨୦ ସିରିଜ ଅଗଷ୍ଟ ଶେଷ ଭାଗରେ ହୋଇପାରେ !

ନୂଆଦିଲ୍ଲୀ: କରୋନା ମହାମାରୀ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଲେ ଅଗଷ୍ଟ ଶେଷ ଆଡକୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯାଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସିରିଜ ପାଇଁ ପ୍ରସ୍ତାବ ଦେଇଥିବାରୁ ଦକ୍ଷିଣ ଆଫ୍ରିକା ବୋର୍ଡ ଏ ନେଇ ଆଗ୍ରହୀ ଅଛି ।…

ଜୁନ ୨୫ରେ ଫିଫା ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ

ଜୁରିକ୍‌: ଆସନ୍ତା ମାସ ୨୫ରେ ଅନ୍ତର୍ଜାତୀୟ ଫୁଟବଲ ଫେଡେରେଶନ ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ । ଏଥର ବିଶ୍ୱକପ ଆୟୋଜନ କରିବା ଦୌଡରେ ବ୍ରାଜିଲ, ଜାପାନ, କଲମ୍ବିଆ, ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଦେଶ ରହିଛନ୍ତି । ଫିଫା କାଉନସିଲର ୩୭ ସଦସ୍ୟ ମତଦାନ ମାଧ୍ୟମରେ ଅୟୋଜକ ବାଛିବେ ।…

‘ଆଇସିସିର ନେତୃତ୍ୱ ନେବା ଦକ୍ଷତା ଗାଙ୍ଗୁଲିଙ୍କର ରହିଛି’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବାର ଦକ୍ଷତା ସୌରଭ ଗାଙ୍ଗୁଲିଙ୍କର ରହିଛି ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ ଗାୱାର କହିଛନ୍ତି । ବିସିସିଆଇ ଅଧ୍ୟକ୍ଷ ଭାବେ ସେ ତାଙ୍କ କାର୍ଯ୍ୟ ସୁଚାରୂରୂପେ ତୁଲାଇ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି ।…