Latest Odisha News

BREAKING NEWS

Browsing Category

ଖେଳ

ମହମ୍ମଦ ସାମୀଙ୍କ ସହ ଅନ୍ତରଙ୍ଗ ମୂହର୍ତର ଫଟୋ ଛାଡିଲେ ପତ୍ନୀ ହସୀନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନ ଜାହାଁଙ୍କ ମଧ୍ୟରେ ବିବାଦ କମିବାର ନାମ ନେଉ ନାହିଁ । ସୋସିଆଲ ସାଇଟରେ ସାମୀଙ୍କ ସହ ଏକ ଅନ୍ତରଙ୍ଗ ମୂହର୍ତର ଫଟୋ ହସୀନ ଛାଡିଛନ୍ତି । ଯାହାକି ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଫଟୋ ନେଇ…

ବାପା ହେବେ ହାର୍ଦ୍ଦିକ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ହାର୍ଦ୍ଦିକ ଓ ସର୍ବିୟାର ନତାଶା ଷ୍ଟେନୋକୋଭିକ ବର୍ଷ ଆରମ୍ଭରେ ସେମାନଙ୍କ ପ୍ରେମ ସ୍ୱୀକାର କରିବା ସହ ନିର୍ବନ୍ଧ କରିଥିଲେ । ନତାଶା ଗର୍ଭବତୀ ଅଛନ୍ତି ଏବଂ ଆମେ ଦୁଇ ଜଣ ଖୁବ୍…

ଖେଳରତ୍ନ ପାଇଁ ରୋହିତଙ୍କ ନାମ ସୁପାରିଶ କଲା ବିସିସିଆଇ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ରୋହିତ ଶର୍ମାଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି । ଏହା ବ୍ୟତୀତ ଶିଖର ଧାୱନ, ଈଶାନ୍ତ ଶର୍ମା ଓ ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଦେଇଛି । କେନ୍ଦ୍ର ସରକାର ଯୁବ ବ୍ୟାପାର ଓ କ୍ରୀଡା…

୩ ମାସ ପରେ ସ୍ୱଦେଶ ଫେରିବେ ବିଶ୍ୱ ଚାମ୍ପିୟନ ଚେସ୍ ଖେଳାଳି ବିଶ୍ୱନାଥନ ଆନନ୍ଦ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଷ୍ଟାର ଚେସ୍ ଖେଳାଳି ବିଶ୍ୱନାଥନ ଆନନ୍ଦ ଜର୍ମାନୀରେ ଫସି ରହିଥିଲେ । ୩ ମାସ ପରେ ସ୍ଥିତି ସାଧାରଣ ହେବାକୁ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରୁଛନ୍ତି । ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଶୁକ୍ରବାର ରାତିରୁ ଫ୍ରେଙ୍କଫର୍ଟ ଏୟାର ଇଣ୍ଡିଆରେ…

ରୋନାଲ୍ଡୋ, ମେସିଙ୍କୁ ପଛରେ ପକାଇ ଅଧିକ ଆୟକାରୀ ଖେଳାଳି ହେଲେ ଫେଡେରର

ନ୍ୟୁୟର୍କ: ଷ୍ଟାର ଫୁଟବଲ ଖେଳାଳି ପର୍ତୁଗାଲାର କ୍ରିଷ୍ଟିଆନ ରୋନାଲ୍ଡୋ ଓ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇ ଟେନିସ ଖେଳାଳି ରୋଜର ଫେଡେରର ଅଧିକ ଆୟକାରୀ ଖେଳାଳି ହୋଇଛନ୍ତି । ଫୋବର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଫେଡେରର ୮୦୨ କୋଟି ଟଙ୍କା ସହ ଶୀର୍ଷରେ ରହିଛନ୍ତି ।…

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ଶୁଣାଣୀ ହୋଇପାରିଲାନି

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ପରବର୍ତୀ ବୈଠକ ଜୁନ ୧୦କୁ ଘୁଂଚାଇ ଦିଆଯାଇଛି । ଗୁରୁବାର ବୈଠକରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତି ନିଆଯାଇ ପାରି ନ ଥିଲା । କରୋନା ଯୋଗୁ ବିଶ୍ୱକପକୁ ଘୁଂଚାଇ ଦିଆଯାଇଛି । ଏହା କେବେ ହେବ ସେ ନେଇ ଆଗାମୀ…

ଆସନ୍ତୁ ଜାଣିବା କରୋନା ପରେ ସଚିନଙ୍କ କେଉଁ କେଉଁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି କୋହଲି

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିବା ଏକ ସ୍ୱପ୍ନ ପରି ମନେ ହେଉଥିଲା । ମାତ୍ର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ ଜାରି ରଖି ପ୍ରଶଂସକଙ୍କ ମନରେ ଆଶା ସଂଚାର କରିଛନ୍ତି । କରୋନା ଭାଇରସ ଯୋଗୁ ତାଙ୍କ ରନ…

ଟ୍ୟାକ୍ସ ମାମଲାରେ ବିସିସିଆଇ-ଆଇସିସି ସାମ୍ନା ସାମ୍ନି: ଟି୨୦ ବିଶ୍ୱକପ ଘୁଂଚିପାରେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟ୍ୟାକ୍ସ ମାମଲାରେ ସାମ୍ନା ସାମ୍ନି ହୋଇଛନ୍ତି । ଫଳରେ ଟି୨୦ବିଶ୍ୱକପ ୨୦୨୧ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଆୟୋଜକ ଭାରତଠାରୁ ଆଇସିସି ଟ୍ୟାକ୍ସ ଛାଡ…

ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଶ୍ରୀଲଙ୍କା ପେସର ଗିରଫ

କଲମ୍ବୋ: ଶ୍ରୀଲଙ୍କାର ଯୁବ ପେସ ବୋଲର ଶେହାନ ମଧୁଶଙ୍କାଙ୍କୁ ସ୍ଥାନୀୟ ପୋଲିସ ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଗିରଫ କରିଛି । ୨୫ ବର୍ଷୀୟ ଏହି ଯୁବ ଖେଳାଳିଙ୍କୁ ୨ ସପ୍ତାହ ପାଇଁ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ନିକଟରୁ ୨ ଗ୍ରାମର ହେରୋଇନ ମିଳିଥିଲା । କରୋନା ଭାଇରସ ଯୋଗୁ ସାରା ଦେଶରେ…

ଖ୍ୟାତନାମା ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ଦେହାନ୍ତ

ମୋହାଲି: ତିନିଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ବଲବୀର ସିଂ ସିନିୟରଙ୍କର ସୋମବାର ସକାଳେ ମୋହଲି ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲେ। ସ୍ବର୍ଗତଃ ସିଂ ଗତ କିଛି ଦିନ ଧରି ଏକାଧିକ ସ୍ୱାସ୍ଥ୍ୟ…