Latest Odisha News

BREAKING NEWS

Browsing Category

ଖେଳ

ଭାରତୀୟ ଫୁଟବଲର ମହାନ ଖେଳାଳି ଚୁନ୍ନି ଗୋସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ଚୁନ୍ନି ଗୋସ୍ୱାମୀଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ନେତୃତ୍ୱରେ ଭାରତ ୧୯୬୨ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲା । ଚୁନ୍ନି ଗୋସ୍ୱାମୀ ଜଣେ ଭଲ କ୍ରିକେଟ…

ଅଲିମ୍ପିକ୍ସ ଆୟୋଜନ ନେଇ ପୁନଃ ସନ୍ଦେହ ଉପୁଜିଲା

ଟୋକିଓ:କରୋନା ଭାଇରସ ଯୋଗୁ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ୧ ବର୍ଷ ପାଇଁ ଘୁଂଚାଇ ଦିଆଯାଇଛି । ତେବେ ମଙ୍ଗଳବାର ଅଲିମ୍ପିକ୍ସ ଆୟୋଜକ କମିଟିର ଅଧ୍ୟକ୍ଷ ୟୋସିରା ମୋରିଙ୍କ ବୟାନ ପରେ ଏହାର ଆୟୋଜନ ନେଇ ସନ୍ଦେହ ଉପୁଜିଛି । ମୋରି କହିଛନ୍ତି ଯଦି ଏହା ମହାମାରୀ ୨୦୨୦ ଶେଷ ପର୍ଯ୍ୟନ୍ତ ଲାଗି ରହେ…

ସ୍ପଟ ଫିକ୍ସିଂ: ଉମର ଆକମଲ ୩ ବର୍ଷ ପାଇଁ ନିଲମ୍ବିତ

ଲାହୋର: ପାକିସ୍ତାନ କ୍ରିକେଟର ଉମର ଆକମଲ ସ୍ପଟ ଫିକ୍ସିଂ ଘଟଣାରେ ୩ ବର୍ଷ ପାଇଁ ସମସ୍ତ ଫର୍ମାଟରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ବିରୋଧରେ ସ୍ପଟ ଫିକ୍ସିଂ ମାମଲା ସମ୍ପର୍କରେ ଜାଣିଥିଲେ ମଧ୍ୟ ଏହାକୁ ଲୁଚାଇ ରଖିଥିଲେ । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ତଦନ୍ତ କରୁଥିବା ଟିମ୍ ଆକମଲଙ୍କୁ…

କରୋନା ଭାଇରସ ପ୍ରଭାବ: କ୍ରିକେଟ ମ୍ୟାଚ ଖେଳିବା ବେଳେ ଲାଳରେ ବଲ ଚମକାଇ ପାରିବେ ନାହିଁ

ନୂଆଦିଲ୍ଲୀ: ଆଗକୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବେଳେ ଜଣେ ବୋଲର ଲାଳ କିମ୍ବା ଛେପ ବ୍ୟବହାର କରି ବଲ ଚମକାଇ ପାରିବ ନାହିଁ । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ମେଡିକାଲ କମିଟି ମୁଖ୍ୟ ପିଟର ହରକୋର୍ଟ ସୂଚନା ଦେଇଛନ୍ତି । କରୋନା ଭାଇରସ ନେଇ ଏହି ସତର୍କତା ଅବଲମ୍ବନ କରାଯିବ ।…

ସଚିନ @୪୭: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ୪୭ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟର ଭଗବାନ ଭାବେ ବିବେଚନା କରାଯାଉଥିବା ସଚିନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା... ସଚିନଙ୍କ ସମ୍ପୂର୍ଣ୍ଣ ନାମ, ସଚିନ ରମେଶ ତେନ୍ଦୁଲକର । ପୂର୍ବତନ ଭାରତୀୟ…

୪୭ ବର୍ଷରେ ସଚିନ, କରୋନା ପାଇଁ ପାଳିବେନି ଜନ୍ମଦିନ

ଭୁବନେଶ୍ୱର : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ୪୭ ତମ ଜନ୍ମଦିନ । କରୋନା ମହାମାରୀର ରୂପ ନେଇଥିବାରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ ବୋଲି ଆଗୁଆ ଘୋଷଣା କରିଥିଲେ । କରୋନା ଯୁଦ୍ଧରେ ଲଢେଇ କରୁତିବା ଡାକ୍ତର, ନର୍ସଙ୍କ , ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀଙ୍କୁ…

ବକ୍ସର ଡିଙ୍ଗକୋ ସିଂଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ପାଲରୁ ଦିଲ୍ଲୀ ଅଣାଯିବ

ଇମ୍ଫାଲ: ଭାରତର ମହାନ ବକ୍ସର ଡିଙ୍କକୋ ସିଂ ଲିଭର କର୍କଟ ରୋଗରେ ଆକ୍ରାନ୍ତ । କରୋନା ଭାଇରସ ଲକଡାଉନ ଯୋଗୁ ପଦ୍ମ ଓ ଅର୍ଜୁନ ପୁରସ୍କାର ପାଇଥିବା ଡିଙ୍ଗକୋଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁ ନ ଥିଲା । ଏହି ଖବର ପ୍ରକାଶ ପାଇବା ପରେ ବକ୍ସରଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ଫାଲରୁ ଦିଲ୍ଲୀ…

ଜନ୍ମଦିନ ପାଳନ କରିବେନି ସଚିନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ୨୪ ଏପ୍ରିଲରେ ସେ ୪୭ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଜନ୍ମଦିନ ପାଳନ କରିବା ଠିକ୍ ହେବ ନାହିଁ ବୋଲି ସେ…

ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ସଦସ୍ୟ କରୋନା ଭାଇରସ ପଜିଟିଭ

ଟୋକିଓ: ଟୋକିଓ ଅଲିମ୍ପିକ କମିଟି ଅୟୋଜକ ଟିମର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଚିନ୍ତା ବଢ଼ିଛି । ପୂର୍ବରୁ କେତେକ ଦେଶ ଏଥିନେଇ ଅନିଚ୍ଛା ପ୍ରକାଶ କରି ସାରିଛନ୍ତି ।  ୩୦ ବର୍ଷ ବୟସ୍କ ଜଣେ ପୁରୁଷ ସଦସ୍ୟ ରାଜଧାନୀ ଟୋକିଓର ହାରୁମିଠାରେ ମୁଖ୍ୟ…

ଟି୨୦ ମ୍ୟାଚ ଆୟୋଜନ ପାଇଁ ଗାଭାସ୍କର ଦେଲେ ନୂଆ ଫର୍ମୂଲା

ନୂଆଦିଲ୍ଲୀ: କରୋନାଭାଇରସ୍  ଯୋଗୁ ଚଳିତ ବର୍ଷ ଅ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଛି। ବିଶ୍ୱକପ୍ କିପରି ଆୟୋଜନ ହୋଇପାରିବ, ତାକୁ ନେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ନୂଆ ଫର୍ମୂଲା ବାହାର କରିଛନ୍ତି । ଗାଭାସ୍କର କହିଛନ୍ତି, ଦେଶରେ…