Latest Odisha News

BREAKING NEWS

Browsing Category

ଖେଳ

ନୂଆ ଲୁକ୍‌ରେ କପିଲ ଦେବ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ଲକଡାଉନ୍ ଭିତରେ ସାମ୍ନାକୁ ଆସିଛି ପୂର୍ବତନ ଭାତରୀୟ କ୍ରିକେଟର କପିଲ ଦେବଙ୍କ ନୂଆ ଲୁକ୍ । ତାଙ୍କର ଏବେ ନୂଆ ଲୁକ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଯିଏ ବି ତାଙ୍କ ନୂଆ ଲୁକ୍ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି । ଭାରତର କ୍ରିକେଟ କିମ୍ବଦନ୍ତୀ କପିଲ ନିଜ ମୁଣ୍ଡରୁ ସବୁ…

କରୋନା ଲକ୍‌-ଡାଉନ୍‌; ବାହାରେ ଚାଲିଛି ଟେନିସ୍ ଖେଳ, ଭିଡିଓ ଭାଇରାଲ୍ !

ଇଟାଲି: କରୋନାଭାଇରସ୍ ପାଇଁ ଲକ୍‌-ଡାଉନ୍‌, ହେଲେ ବାହାରେ ଲଗାତାର ଚାଲିଛି ଟେନିସ୍ ଖେଳ । ଅନ୍‌ଲାଇନରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଭିୟର୍ସିପ୍ ୮ ମିଲିଅନରୁ ଅଧିକ ରହିଛି । Just incredible to see ? ? Liguria, Italy ?? | #tennisathome…

ଲକଡାଉନରେ ସଚିନଙ୍କ ଚୁଟି କାଟିବା ପ୍ରଂଶସକଙ୍କୁ ପସନ୍ଦ ଆସୁଛି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟଠାରୁ ଦୂରେଇ ରହିଥିଲେ ମଧ୍ୟ ପ୍ରଶଂସକ ତାଙ୍କୁ ଏବେ ବି ଭଲ ପାଉଛନ୍ତି । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ସଚିନ ମଧ୍ୟ ସରକାରଙ୍କ ଏହି ନିୟମକୁ ଗୁରୁତ୍ୱ ସହକାରେ ପାଳନ କରୁଛନ୍ତି । ଏହି ଅବସରରେ ସେ ନିଜେ ଚୁଟି…

ବେକହାମଙ୍କ ମତରେ ମେସି ଶ୍ରେଷ୍ଠ, ରୋନାଲ୍ଡୋ ଦ୍ୱିତୀୟ ସ୍ଥାନରେ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ଆର୍ଜେଂଟିନାର ଲିଓନେଲ ମେସିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଜଣେ ଭିନ୍ନ ଧରଣର ଖେଳାଳି । ତାଙ୍କ ପରି କିଏ ହେବେ ନାହିଁ । ମୋ ମତରେ ସେ ଶ୍ରେଷ୍ଠ ଫୁଟବଲ ଖେଳାଳି । ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଭଲ ଖେଳାଳି ହୋଇଥିଲେ…

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।…

ଆଇ ଲିଗ୍ ଅଧାରୁ ବନ୍ଦ ହେଲା, ମୋହନବାଗାନ ଚାମ୍ପିୟନ ଘୋଷିତ

କୋଲକାତା: କରୋନା ଭାଇରସ ଯୋଗୁ ଆଇ ଲିଗ୍ ଅଧାରୁ ବନ୍ଦ କରାଯାଇଛି । ବଳକା ୨୮ଟି ମ୍ୟାଚ୍‌କୁ ବାତିଲ  ହେବାରୁ ମୋହନ ବାଗାନଙ୍କୁ କମିଟି ପକ୍ଷରୁ ଚାମ୍ପିୟନ ଘୋଷଣା କରାଯାଇଛି । କରୋନା ପାଇଁ ମେ ୩ ତାରିଖ ଯାଏ ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଲକଡାଉନ ଯୋଗୁ ଲୋକଙ୍କୁ ଘରୁ ବାହାରିବାକୁ…

ଟେବୁଲଟେନିସର ୭ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ବାତିଲ ହେଲା

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଅନ୍ତରାଷ୍ଟ୍ରୀୟ ଟେବୁଲ ଟେନିସ ସଂଘ (ଆଇଟିଟିଏଫ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶନିବାର ନେଇଛି । ରିପୋର୍ଟ ମୁତାବକ ଆଇଟିଟିଏଫ ୨ ୱାର୍ଲ୍ଡ ଟୁର ସମେତ ୯ ଟୁର୍ନାମେଂଟକୁ ବାତିଲ କରିଦେଇଛି । ଆସନ୍ତା ଜୁନ ଶେଷ ସୁଦ୍ଧା କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ହେବ…

ଟିମ୍ ଇଣ୍ଡିଆର ମହିଳା ପେସର ଗ୍ୟାସ ସିଲିଣ୍ଡର ଉଠାଇ ଅଭ୍ୟାସ କରୁଛନ୍ତି

ଭୋପାଳ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ଏହା ଦ୍ୱାରା ଯେପରି ଅଭ୍ୟାସରେ ଅସୁବିଧା ସୃଷ୍ଟି ନ ହେବ ସେଥିପାଇଁ ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ପୂଜା ବାସ୍ତ୍ରକାର ନିଜ ଘରର ଛାତକୁ ଅଭ୍ୟାସ ଗ୍ରାଉଣ୍ଡ କରିଦେଇଛନ୍ତି । ସେଠାରେ ସେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।…

ରାହୁଲଙ୍କ ଜନ୍ମ ଦିନରେ ଆଥିୟାଙ୍କ ରୋମାଂଟିକ ମେସେଜ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କେଏଲ ରାହୁଲ ଓ ବଲିଉଡର ନାୟିକା ଆଥିୟା ସେଟ୍ଟୀଙ୍କ ରୋମାନ୍ସ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିନେଇ ପୂର୍ବରୁ ଅବଶ୍ୟ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ରାହୁଲଙ୍କ ଜନ୍ମ ଦିନରେ ଆଥିୟାଙ୍କ ମେସେଜ ଏହି ଧାରଣାକୁ ସ୍ପଷ୍ଟ…

କରୋନା ଯୋଗୁ ସମସ୍ତ ଆନ୍ତର୍ଜାତୀୟ ଗଲ୍ଫ ଟୁର୍ଣ୍ଣାମେଂଟ ବାତିଲ

ଓ୍ବାଶିଂଟନ: କରୋନା ଯୋଗୁ ସମସ୍ତ ଆନ୍ତର୍ଜାତୀୟ ଗଲ୍ଫ ଟୁର୍ଣ୍ଣାମେଂଟ ବାତିଲ କରାଯାଇଛି।  ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ ଓ ଫ୍ରାନ୍ସରେ ଓପନ୍‌ ଡି ଫ୍ରାନ୍ସ ଗଲ୍ଫ ଟୁର୍ନାମେଣ୍ଟ ବାତିଲ ହୋଇଛି। ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ୍‌ ମ୍ୟୁନିକ୍‌ରେ…