Latest Odisha News

BREAKING NEWS

Browsing Category

ଖେଳ

ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଆଇଟିଏଫ ଜୁନିୟର ଟାଇଟଲ୍ ଜିତିଲେ କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଟେନିସ ଖେଳାଳି କବୀର ହଂସ ଓଡ଼ିଶା ଟେନିସ ଜଗତରେ ଇତିହାସ ରଚିଛନ୍ତି । ଆସାମର ଗୌହାଟୀଠାରେ ଚାଲିଥିବା ଆଇଟିଏଫ ବିଶ୍ୱ ଜୁନିୟର ର‌୍ୟାଙ୍କିଂ ଟେନିସ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଟାଇଟଲ୍ ଜିତି ଏହି ଗୌରବ ଅର୍ଜନ କରିଛନ୍ତି କବୀର । ଏଥିସହିତ କବୀର ଏହି…

ଆରମ୍ଭ ହେଲା ଭାରତ-ବାଂଲାଦେଶ ୨ୟ ଟେଷ୍ଟ: ଟସ୍ ଜିତି ବାଂଲାଦଳର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

କୋଲକାତା: କୋଲକାତାର ଐତିହାସିକ ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ବହୁ ଚର୍ଚ୍ଚିତ ୨ୟ କ୍ରିକେଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚଟି ଭାରତ ଓ ବାଂଲାଦେଶ ଉଭୟ ଦଳ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମ୍ୟାଚଟି ଦିବା-ରାତ୍ର ମ୍ୟାଚ ଭାବେ ଖେଳାଯିବ । ସେହିପରି ଉଭୟ ଦଳ ମଧ୍ୟ ଏହି…

ଡ଼ିସେମ୍ବର ୨ରୁ କଟକରେ ଅନୁଷ୍ଠିତ ହେବ ‘ ବିଗ୍ ବାଉଟ୍ ଇଣ୍ଡିଆନ୍ ବକ୍ସିଂ ଲିଗ୍’

କଟକ: ପ୍ରଥମଥର ଲାଗି କଟକରେ ଅନୁଷ୍ଠିତ ହେବାକୁ ଯାଉଛି ବିଗ୍ ବାଉଟ୍ ଇଣ୍ଡିଆନ ବକ୍ସିଂ ଲିଗ । ଏହି ପ୍ରତିଯୋଗିତା କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଇତିମଧ୍ୟରେ ଇଣ୍ଡିଆନ ବକ୍ସିଂ ଫେଡ଼େରେସନ ପକ୍ଷରୁ ଏକ ଟିମ୍…

ପ୍ରୋ-ଲିଗ ହକି ମ୍ୟାଚ ଲାଗି କଳିଙ୍ଗରେ ଭାରତୀୟ ଦଳର ଅଭ୍ୟାସ ଆରମ୍ଭ: ୬ ଓଡ଼ିଆ ଖେଳାଳି ସାମିଲ୍

ଭୁବନେଶ୍ୱର: ଭାରତୀୟ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବା ପୂର୍ବରୁ ଅନ୍ତର୍ଜାତୀୟ ପ୍ରୋ-ହକି ଟୁର୍ଣ୍ଣାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେଉଥିବା ଏହି ପ୍ରୋ-ହକି ଟୁର୍ଣ୍ଣାମେଣ୍ଟର ସମସ୍ତ ଘରୋଇ ମ୍ୟାଚ ଗୁଡ଼ିକ ଭାରତୀୟ ଦଳ ଭୁବନେଶ୍ୱରସ୍ଥିତ…

ପୁଣି ଚର୍ଚ୍ଚାରେ ଅଧିନାୟକ କୋହଲି; ଟ୍ୱିଟରରେ ଛୁଟୁଛି ପ୍ରଶଂସାର ସୁଅ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆ ମଧ୍ୟରେ ଯେତିକି ଉଗ୍ର ପଡିଆ ବାହାରେ ସେତିକି ନମ୍ର। ନିଜର ପ୍ରଶଂସକ ପ୍ରତି ଉଦାର ମନୋଭାବ ଦେଖାଇ ଅନେକ ଥର ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି ବିରାଟ । Fan moment for 24 yrs old, Pooja Sharma. I don't know…

ପ୍ରୋ-ହକି ଲିଗ୍: କଳିଙ୍ଗ ଷ୍ଟାଡ଼ିୟମରେ ସମସ୍ତ ଘରୋଇ ଲିଗ୍ ମ୍ୟାଚ୍ ଖେଳିବ ଭାରତ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୧ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ପ୍ରୋ-ହକି ଲିଗ୍ ମ୍ୟାଚ । ଭାରତୀୟ ହକି ଦଳ ସମସ୍ତ ଘରୋଇ ଲିଗ୍ ମ୍ୟାଚ ଗୁଡ଼ିକ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ହିଁ ଖେଳିବ । ବିଶ୍ୱ ହକି ସଂଘ ପକ୍ଷରୁ ସୋମବାର ଦିନ…

‘ଓଡ଼ିଶା ଏଫସି’ ଆରମ୍ଭ କଲା ଗ୍ରାସରୁଟ୍ ଫୁଟବଲ ବିକାଶ କାର୍ଯ୍ୟକ୍ରମ; ସାଇ ଇଣ୍ଟରନ୍ୟାସନାଲ୍ ହେଲା ପାର୍ଟନର୍

ଭୁବନେଶ୍ୱର: ଓଡ଼ିଶା ଏଫସି ସୋମବାର ଦିନ ଦଳକୁ ମଜବୁତ କରିବା ଲକ୍ଷ୍ୟ ନେଇ ଆରମ୍ଭ କରିଛି ଗ୍ରାସରୁଟ୍ ଲେବଲ୍ କାର୍ଯ୍ୟକ୍ରମ । ରାଜଧାନୀସ୍ଥ୍ିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅନୁଷ୍ଠିତ ଏକ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍ ତଥା ଶାସନ ସଚିବ ବିଶାଳ ଦେବ, ଆଇଏସଏଲ୍…

କାଠମାଣ୍ଡୁରେ ବ୍ୟାଡ଼ମିଣ୍ଟନ୍ ଡବଲ୍ସ ରୌପ୍ୟ ଜିତିଲେ ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଓଡ଼ିଆ ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା କାଠମାଣ୍ଡୁଠାରେ ରୌପ୍ୟ ପଦକ ଜିତିଛନ୍ତି । ଋତୁପର୍ଣ୍ଣା ନେପାଳ ରାଜଧାନୀ କାଠମାଣ୍ଡୁଠାରେ ଅନଷ୍ଠିତ ହୋଇଥିବା ‘ନେପାଳ ଇଣ୍ଟରନ୍ୟାସନାଲ୍ ଚ୍ୟାଲେଞ୍ଜ’ ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପର ଡବଲ୍ସ ବିଭାଗରେ ରନର୍ସ ଅପ…

ଦୁବାଇରେ ଚାର୍ଲସ ଆଦାମୁଙ୍କ ସହ ଲଢେଇ ଲଢିବେ ବକ୍ସର୍ ବିଜେନ୍ଦର୍ ସିଂହ !

ଦୁବାଇ: ଭାରତୀୟ ବକ୍ସିଂ ଆଇକନ୍ ତଥା ଡବ୍ଲ୍ୟୁବିଓ ଏସିଆ ପ୍ୟାସିଫିକ୍ ଓ ଓରିଏଣ୍ଟାଲ୍ ସୁପର୍ ମିଡ଼ିଲୱେଟ୍ ଚମ୍ପିଆନ ବିଜେନ୍ଦର ସିଂହ ଦୁବାଇରେ କମନୱେଲଥ ଚମ୍ପିଆନ ଚାର୍ଲସ ଆଦାମୁଙ୍କୁ ଲଢେଇରେ ଭେଟିବେ । ଆସନ୍ତା ନଭେମ୍ବର ୨୨ ତାରିଖରେ ଦୁବାଇଠାରେ ଘାନାର ଚମ୍ପିଆନ ବକ୍ସର୍ ଆଦାମୁଙ୍କ ସହିତ…

ଜାପାନ ପାରାଲମ୍ପିକ୍ସ ୨୦୨୦: ରୌପ୍ୟ ଜିତିଲେ ପ୍ରମୋଦ ଭଗତ

ଭୁବନେଶ୍ୱର: ଟୋକିଓରେ ଗତ ରବିବାର ଦିନ ଅନୁଷ୍ଠିତ ହେଉଥିବା ଜାପାନ ପାରାଲମ୍ପିକ୍ସ ୨୦୨୦ର ପୁରୁଷ ଏକକ ବର୍ଗରେ ରୌପ୍ୟ ଜିତିଛନ୍ତି ଓଡିଶାର ପ୍ରମୋଦ ଭଗତ । ଉକ୍ତ ମ୍ୟାଚରେ ପ୍ରମୋଦ ଇଂଲଣ୍ଡର ୱାଲ୍ଡ ନଂ-୨ ଡାନିଏଲ୍ ବିଥେଲଙ୍କ ନିକଟରୁ ୨୧-୧୬ ଓ ୨୧-୧୯ରେ ପରାସ୍ତ ହୋଇଥିଲେ । ଏହାପୂର୍ବରୁ…