Latest Odisha News

BREAKING NEWS

Browsing Category

ଖେଳ

କଟକ ବାରବାଟୀରେ ଡ଼ିସେମ୍ବର-୨୨ରେ ହେବ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ: ୫ରୁ ଅନଲାଇନ ଓ ୧୯ରୁ କାଉଣ୍ଟରରେ ଟିକେଟ ବିକ୍ରି

କଟକ: ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । କଟକ ବାରବାଟୀ ଷ୍ଠାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେବ ଦିନିକିଆ କ୍ରିକେଟ ମ୍ୟାଚ୍ । ଶନିବାର ଦିନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ମ୍ୟାଚ ଲାଗି…

୧ମ ଟେଷ୍ଟ: ଗୋଟିଏ ଇନିଂସ ଓ ୧୩୦ ରନରେ ଭାରତର ଦମଦାର୍ ବିଜୟ

ଇନ୍ଦୋର: ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲଙ୍କ ଦମଦାର୍ ଦ୍ୱିଶତକ ପରେ ଦଳର ନିର୍ଭରଯୋଗ୍ୟ ସିମର୍ ମହମ୍ମଦ ସାମିଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ବାଂଲାଦେଶ ଦଳ ଏକ ଇନିଂସ ଓ ୧୩୦ ରନରେ ପରାସ୍ତ ହୋଇଛି । ବାଂଲାଦଳ ୧ମ ଦୁଇଟି ଇନିଂସରେ ଯଥାକ୍ରମେ ୧୫୦/୨୧୩ ରନ କରି ଭାରତର ୧ମ ଇନିଂସ ସ୍କୋର…

ଡିଡ଼ିସିଏ ସଭାପତି ପଦରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଦିଲ୍ଲୀ ଓ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡ଼ିସିଏ)ର ସଭାପତି ପଦରୁ ଶନିବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସଚ୍ଚୋଟତା ତଥା ସ୍ୱଚ୍ଛତା ପରି ଆଦର୍ଶକୁ ସେ କେବେବି ଜଳାଞ୍ଜଳି…

ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ବାଂଲାଦେଶ ଧରାଶାୟୀ; ୧୫୦ ରନରେ ଅଲଆଉଟ୍

ଇନ୍ଦୋର: ଇନ୍ଦୋରସ୍ଥିତ ହୋଲକର୍ କ୍ରିକେଟ ଷ୍ଟାଡ଼ିୟମରେ ଆଜି ଆରମ୍ଭ ହୋଇଛି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ । ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ବାଂଲା ବାଘ ମାଟି କାମୁଡ଼ିଛନ୍ତି । ବାଂଲାଦେଶ ଟେଷ୍ଟର ୧ମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ ହୋଇଯାଇଛି ।…

‘ଟାଇମ୍ ୧୦୦ ନେକ୍ସଟ୍’ ତାଲିକାରେ ଧାବିକା ଦୂତି ଚାନ୍ଦ

ନୂଆଦିଲ୍ଲୀ: ଟାଇମସ୍ ମାଗାଜିନ ପକ୍ଷରୁ ପ୍ରକାଶିତ ହୋଇଥିବା ପରବର୍ତ୍ତୀ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ତଥା ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ । ଏହି ତାଲିକା ‘ଟାଇମ ପତ୍ରିକା’ ପକ୍ଷରୁ ଆରମ୍ଭ କରାଯାଇଥିବା ବେଳେ ଏଥିରେ ୧୦୦ ଜଣ ଉଦୀୟମାନ…

ଭାଇରାଲ୍ ହେଲା ଭିଡ଼ିଓ: ରାସ୍ତାରେ ପିଲାମାନଙ୍କ ସହ କ୍ରିକେଟ ଖେଳିଲେ ବିରାଟ କୋହଲୀ !

ଇନ୍ଦୋର: ଭାରତୀୟ କପ୍ତାନ ବିରାଟ କୋହଲୀ ଏବେ ବ୍ୟସ୍ତବହୁଳ କ୍ରିକେଟରୁ କିଛିଦିନ ବିଶ୍ରାମ ନେଇ ମଉଜ ମସ୍ତି କରୁଛନ୍ତି । ପତ୍ନୀ ଅନୁଷ୍କାଙ୍କୁ ସାଙ୍ଗରେ ନେଇ ଭୁଟାନରେ ବେଶ୍ କିଛି ଦିନ ବୁଲାବୁଲି କଲା ପରେ ଏବେ ବଲିଉଡ଼ରେ ଏକ ଫିଲ୍ମରେ ସାଇନ୍ କରିବାକୁ ଯାଉଥିବା କିଛି ଗଣମାଧ୍ୟମରେ ପ୍ରକାଶ…

ମହିଳା ଟି-୨୦: ୧୫ ବର୍ଷିୟା ସେଫାଳୀ ବର୍ମାଙ୍କ ଦମଦାର୍ ବ୍ୟାଟିଂ, ଭାରତ ୧୦ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା !

ସେଣ୍ଟଲୁସିଆ: କ୍ରିକେଟରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ କମାଲ୍ କରୁଛନ୍ତି । ରବିବାର ଦିନ ନାଗପୁରଠାରେ ବାଂଲାଦେଶକୁ ପରାସ୍ତ କରି ଭାରତ ଟି-୨୦ ଶୃଙ୍ଖଳା ହାତେଥିବା ବେଳେ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ମହିଳା ଭାରତୀୟ ଦଳ ଦିନିକିଆ ସିରିଜ୍ ଜିତିବା ପରେ ଏବେ ଟି-ଟ୍ୱେଣ୍ଟିରେ ବିଜୟ…

ଚାହରଙ୍କ ହ୍ୟାଟ୍ରିକ ସହ ବୋଲରଙ୍କ ଘାତକ ବୋଲିଂ; ବାଂଲାଦେଶକୁ ୩୦ ରନରେ ପରାସ୍ତ କରି ଭାରତ ସିରିଜ୍ ବିଜୟୀ…

ନାଗପୁର: ଭାରତୀୟ ବୋଲରଙ୍କ ଘାତକ ବୋଲିଂ ପ୍ରଦର୍ଶନରେ ବାଂଲାଦେଶ ଧରାଶାୟୀ ହୋଇପଡ଼ିଛି । ଦୀପକ ଚାହରଙ୍କ ଚମତ୍କାର ହ୍ୟାଟ୍ରିକ ଭାରତର ବିଜୟକୁ ଅଧିକ ମଜବୁତ କରିପାରିଛି । ଭାରତ ନାଗପୁରଠାରେ ଖେଳାଯାଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ବାଂଲାଦେଶ ଦଳକୁ ୩୦ ରନରେ ପରାସ୍ତ କରି ଶୃଙ୍ଖଳା…

ଆଜି ଭାରତ-ବାଂଲାଦେଶ ଶେଷ ଟି-୨୦ ଟକ୍କର, ସିରିଜ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନାଗପୁର: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ସ୍ଥାନୀୟ ବିଦର୍ଭ କ୍ରିକେଟ୍ ଷ୍ଟାଡିୟମରେ ଏହି ୩ୟ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସିରିଜ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।…

ବାଂଲା ବିପକ୍ଷରେ ରୋହିତ ଶର୍ମାଙ୍କ ଧୁଆଁଧାର୍ ବ୍ୟାଟିଂ; ଭାରତ ୮ ୱିକେଟରେ ବିଜୟୀ

ରାଜକୋଟ: ପ୍ରଥମ ଟି-ଟ୍ୱେଣ୍ଟିରେ ବାଂଲାଦେଶ ଠାରୁ ପରାସ୍ତ ହୋଇଥିବା ଭାରତ ଆଜି ପ୍ରତିଶୋଧ ନେଇଛି । ବାଲାଂଦଳକୁ ୮ ୱିକେଟରେ ପରାସ୍ତ କରି ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ୧-୧ ବରାବର କରିଛି । ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚରେ ବିଜୟର କର୍ଣ୍ଣଧାର ସାଜିଛନ୍ତି । ଭାରତ ଟସ୍ ଜିତି…