Latest Odisha News

BREAKING NEWS

Browsing Category

ଖେଳ

ଏସୀୟ କ୍ରୀଡ଼ା: ହକିରେ ଗୋଲ୍ ବର୍ଷା, ଭାରତ ଇଣ୍ଡୋନେସିଆକୁ ୧୭ଟି ଗୋଲ ଦେଲା !

ଜାକର୍ତ୍ତା : ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଶାୟୀ ଭାରତୀୟ ହକି ଦଳ ତା’ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ଭାରତୀୟ ପୁରୁଷ ହକି ଦଳ ଆୟୋଜକ ଇଣ୍ଡୋନେସିଆଠୁଁ ୧୭-୦ ଗୋଲରେ ବିଜୟ ହାସଲ କରିଛି । ତେବେ ସବୁଠାରୁ ମଜାଦାର କଥା ହେଲା ଅପେକ୍ଷାକୃତ ଦୁର୍ବଳ ଦଳ ଇଣ୍ଡୋନେସିଆ…

ଏସୀୟ କ୍ରୀଡ଼ା: ମହିଳା ହକିରେ ଇଣ୍ଡୋନେସିଆକୁ ଭାରତ ଦେଲା ୮ଟି ଗୋଲ୍ !

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ‘ଏସୀୟ କ୍ରୀଡ଼ା’ କ୍ରୀଡ଼ା ପ୍ରତିଯୋଗିତାର ମହିଳା ହକିରେ ଭାରତ ଆୟୋଜକ ଇଣ୍ଡୋନେସିଆକୁ ୮-୦ ଗୋଲରେ ପରାସ୍ତ କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି । ସ୍ୱର୍ଣ୍ଣପଦକ ଆଶାୟୀ ଭାରତୀୟ ମହିଳା ଦଳ ଆରମ୍ଭରୁ ହିଁ ଆୟୋଜକ…

ଏସୀୟ କ୍ରୀଡ଼ା: କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ଜିତିଲେ

ଜାକର୍ତ୍ତା : ୨୦୧୮ ମସିହାର ‘ଏସୀୟ କ୍ରୀଡ଼ା’ରେ ଭାରତକୁ ମିଳିଛି ଆଜି ପ୍ରଥମ ପଦକ ଏବଂ ତାହା ପୁଣି ସ୍ୱର୍ଣ୍ଣ ପଦକ । ପ୍ରବୀଣ କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ୬୫କେଜି କ୍ୟାଟେଗୋରୀରେ ଜାପାନ କୁସ୍ତି ଯୋଦ୍ଧା ଡ଼ାଇଚି ତାକାତାନିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି । ପୂର୍ବରୁ ସେ…

ଏସୀୟ କ୍ରୀଡ଼ା: ଆଜି ‘ମହିଳା ହକି’ରେ ଶକ୍ତିଶାଳୀ ଭାରତ ଭେଟୁଛି ଇଣ୍ଡୋନେସିଆକୁ

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ‘ଏସୀୟ କ୍ରୀଡ଼ା’ କ୍ରୀଡ଼ା ପ୍ରତିଯୋଗିତାର ମହିଳା ହକିରେ ଭାରତ ଭେଟୁଛି ଆୟୋଜକ ଇଣ୍ଡୋନେସିଆକୁ । ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ଏହି ଏସୀୟ କ୍ରୀଡ଼ାରେ ନିଶ୍ଚିତ ରୂପେ ସ୍ୱର୍ଣ୍ଣ ପଦକ ହାସଲ କରିବ…

ହକି ବିଶ୍ୱ କପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୪ତମ ପୁରୁଷ ହକି ବିଶ୍ୱ କପ୍ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ପର୍ତୁଗାର୍ଲ ଆଣ୍ଡ ଲାଓସ୍ର ପୂର୍ବତନ ଭାରତୀୟ…

ଆରମ୍ଭ ହେଲା ‘ଏସୀୟ କ୍ରୀଡ଼ା’: ଓଡ଼ିଶାରୁ ୧୨ ଜଣ ଖେଳାଳିଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଶନିବାରଠାରୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଆରମ୍ଭ ହୋଇଛି ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା । ଏସିଆନ ଗେମ୍ସର ଉଦଘାଟନୀ ରଙ୍ଗାରଙ୍ଗ ଉତ୍ସବରେ ପ୍ରାୟ ୪ହଜାର ନୃତ୍ୟଶିଳ୍ପୀଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଏସୀୟ କ୍ରୀଡ଼ା ଅଗଷ୍ଟ ୧୮ରୁ ଆରମ୍ଭ…

ପ୍ରଥମଥର ଲାଗି ଜାତୀୟ ଟେନିସରେ ଓଡିଶା ବାଳକଙ୍କ ଟ୍ରଫି ହାସଲ

ଭୁବନେଶ୍ୱର : ଦେଶର ‘ସ୍ପୋଟ୍ସ କ୍ୟାପିଟାଲ୍’ ହେବାକୁ ଯାଉଛି ଭୁବନେଶ୍ୱର । ଶୁକ୍ରବାର ଦିନ ଓଡିଶାର ୧୭ ବର୍ଷୀୟ ଉଦୀୟମାନ ଟେନିସ୍ ଖେଳାଳି କବୀର ହଂସ ଜାତୀୟସ୍ତରରେ ଓଡିଶାର ପ୍ରଥମ ଖେଳାଳୀ ଭାବେ ଟେନିସ୍ ଚମ୍ପିୟାନ୍ ହୋଇଛନ୍ତି । କବୀର ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ଜାତୀୟ ଟେନିସ୍…

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ୍ ୱାଡେକରଙ୍କ ପରଲୋକ

ମୁମ୍ବାଇ : ଆରପାରିରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ଅଜିତ୍ ୱାଡେକର । ମୁମ୍ବାଇର ଯଶଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୭ ବର୍ଷିୟ ଅଜିତଙ୍କର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ ୧୯୪୧ ମସିହା ଏପ୍ରିଲ ୧ରେ ଜନ୍ମିତ ଅଜିତ୍ ୧୯୬୬ ରେ ଭାରତ ପକ୍ଷରୁ ପ୍ରଥମ…

‘ଏସିଆନ୍ ଗେମ୍ସ’କୁ ଯିବା ପୂର୍ବରୁ ସମ୍ବର୍ଦ୍ଧିତ ହେଲେ ଓଡିଆ ଖେଳାଳି

ଭୁବନେଶ୍ୱର : ଏସିଆନ୍ ଗେମ୍ସ ଲାଗି ମନୋନୀତ ହେଇଥିବା ଓଡିଶାର ୩ଜଣ ଆଥଲେଟ୍ ଓ ଜଣେ ବ୍ୟାଡମିଣ୍ଟନ୍ ଖେଳାଳିଙ୍କୁ ଏକ କ୍ରୀଡା ଉତ୍ସବରେ ରବିବାର ଦିନ ସମ୍ବର୍ଦ୍ଧିତ କରାଯାଇଛି । ଆସନ୍ତା ଅଗଷ୍ଟ ୧୮ ରୁ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ଏସିଆନ୍ ଗେମ୍ସରେ ଏହି ୪ଜଣ ଓଡିଆ…

କିସ୍ ରେ ରଗବୀ ବିଶ୍ୱକପ ଟ୍ରଫି

ଭୁବନେଶ୍ୱର : ଶୁକ୍ରବାର ରଗବୀ ବିଶ୍ୱକପ ଟ୍ରଫି- ୱେବ ଏଲିସ କପ ଭୁବନେଶ୍ୱରରେ ପହଞ୍ଚିବା ପରେ କିଟ ଓ କିସ ବୁଲିଥିଲା । ଏହି ଅବସରରେ କିସ ପରିସରରେ ୨୭ହଜାର ଛାତ୍ରଛାତ୍ରୀ ଟ୍ରଫିକୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡି,…