Latest Odisha News

BREAKING NEWS

Browsing Category

ଖେଳ

ହକି ବିଶ୍ୱକପ ଖେଳସୂଚୀ

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ ୨୭ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଉଦଘାଟିତ ହେଉଛି ହକି ମହାକୁମ୍ଭ ‘ଓଡ଼ିଶା ବିଶ୍ୱକପ ହକି ୨୦୧୮’ । ଏହି ବିଶ୍ୱକପରେ ଆୟୋଜକ ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଜର୍ମାନୀ, ସ୍ପେନ,…

ବିରାଟଙ୍କ ଧୁଆଁଧାର ବ୍ୟାଟିଂରେ ଭାରତ ବିଜୟୀ, ସିରିଜ୍ ୧-୧ରେ ବରାବର ରହିଲା

ସିଡ଼ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଧିନାୟକ ବିରାଟ କୋହଲୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର ରଖିବାକୁ ସକ୍ଷମ ହୋଇପାରିଛି । ଅଷ୍ଟ୍ରେଲିଆ…

ଦୀପା କର୍ମକାର ଜିତିଲେ ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ବ୍ରୋଞ୍ଜ୍ ମେଡ଼ାଲ

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାରର ଜର୍ମାନୀରେ ଚାଲିଥିବା ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଲିମ୍ପିକ୍ସରେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିବା ଏହି ଭାରତୀୟ ଜିମ୍ନାଷ୍ଟିକ୍ସ ସେନସେସନ୍ ଦୀପା ଆଜି ୧୪.୩୧୬…

ଇତିହାସ ରଚିଲେ ମେରୀ କମ୍ : ୬ଷ୍ଠ ଥର ଲାଗି ହେଲେ ବିଶ୍ୱ ବିଜୟିନୀ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ବକ୍ସିଂ ପଦକ ବିଜେତା ତଥା ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ଏଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ମେରୀ କମ୍ ୬ଷ୍ଠଥର ଲାଗି ଏହି ଆଖ୍ୟା ଅର୍ଜନ କରି ଏକ ବିରଳ…

ଟି-୨୦ ମ୍ୟାଚ୍: ଦମଦାର୍ ପ୍ରଦର୍ଶନ ଲକ୍ଷ୍ୟରେ ବିରାଟ ବାହିନୀ

ସିଡନୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ଟି-୨୦ ମ୍ୟାଚ ଖେଳାଯିବ । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଜିର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାରିଯାଇଥିବା ଭାରତୀୟ ଦଳ ହାତରୁ ମେଲବୋର୍ଣ୍ଣ ମ୍ୟାଚରେ ବର୍ଷା ବିଜୟ ସୁଯୋଗ ଛଡାଇ ନେଇଥିଲା ।…

ଭାରତ-ଅଷ୍ଟ୍ରେଲିଆ ୨ୟ ଟି୨୦: ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ମେଲବୋର୍ଣ୍ଣ ଠାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ବର୍ଷା ଯୋଗୁଁ ରଦ୍ଦ କରି ଦିଆଯାଇଛି। ଆଜିର ମ୍ୟାଚ ଖେଳି ଭାରତୀୟ ଦଳର ସିରିଜ ବରାବର ସ୍ୱପ୍ନକୁ ବର୍ଷା ଏକପ୍ରକାର ଧୋଇ ନେଇଛି । ମିଳିଥିବା ସୂଚନା ଅନୁଯାୟୀ ଟସ୍ ଜିତି…

ଭୁବନେଶ୍ୱରରେ ପହଞ୍ଚିଲେ ଏ ଆର ରେହମାନ୍; ଚୀନ୍ ଓ ସ୍ପେନ ଦଳ ମଧ୍ୟ ଆସିଲେ

ଭୁବନେଶ୍ୱର : ହକି ବିଶ୍ୱକପକୁ ଆଉ କିଛିଦିନ ବାକି ରହିଥିବାବେଳେ ଶୁକ୍ରବାର ଦିନ ଓସ୍କାର ପୁରସ୍କାର ପ୍ରାପ୍ତ ସଙ୍ଗୀତଜ୍ଞ ଏ ଆର୍ ରେହମାନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ନଭେମ୍ବର ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ -୨୦୧୮ର…

ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦, ସିରିଜ ବରାବର ଲକ୍ଷ୍ୟରେ ବିରାଟ ସେନା

ମେଲବର୍ନ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ମେଲବର୍ନରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ହାରିବା ପରେ ଭାରତୀୟ ଖେଳାଳୀ ସିରିଜ ବରାବର ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ । ଅନ୍ୟପକ୍ଷରେ ଏହି ମ୍ୟାଚକୁ ଜିତି…

ଆଜି ଭାରତ-ଅଷ୍ଟ୍ରେଲିଆ ଟି-୨୦ ଟକ୍କର, ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ସିଡନୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ବ୍ରିସବେନର ଗାବା ଷ୍ଟାଡିୟମରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ପ୍ରଥମ ମ୍ୟାଚରୁ ହିଁ ବିଦେଶ ମାଟିରେ ଘରୋଇ ଦଳକୁ ଚିତ୍ କରିବା ଲକ୍ଷ୍ୟନେଇ…

‘ବିଶ୍ୱକପ୍ ହକି ଉଦଘାଟନୀ ସମାରୋହ’ର ପ୍ରଥମ ଟିକେଟ କିଣିଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଶ୍ୱ କପ୍ ହକିର ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ କିଣିଛନ୍ତି । ‘ହକି ଇଣ୍ଡିଆ’ର ସିଇଓ ଏଲେନା ନୋର୍ମାନ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହକିର ପ୍ରତିକାତ୍ମକ ଟିକେଟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ…