Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପରେ କିପରି ସଭିଙ୍କ ହୃଦୟ ଜିଣିଲେ ୮୭ ବର୍ଷୀୟା କ୍ରିକେଟ୍ ଫ୍ୟାନ୍, ଜାଣନ୍ତୁ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଏବେ ପ୍ରତିଟି ମ୍ୟାଚକୁ ନେଇ ଯେତିକି ଆଲୋଚନା ହେଉଛି ତା’ଠୁଁ ବଳିଯାଇଛି ଜଣେ ୮୭ ବର୍ଷୀୟା ଭାରତୀୟ ଫାନଙ୍କୁ ନେଇ ଚର୍ଚ୍ଚା । ଭାରତୀୟ କ୍ରିକେଟ ଟିମର ବୟୋଜ୍ୟେଷ୍ଠ ଫ୍ୟାନ ହେଲେ ଚାରୁଲତା ପଟେଲ୍ । ଇଂଲଣ୍ଡର କ୍ରିକେଟ ଷ୍ଟାଡ଼ିୟମରେ ମ୍ୟାଚ୍ ଦେଖିବାର ନିଶା ଆଗରେ…

ବାଂଲାଦେଶକୁ ୨୮ ରନରେ ପରାସ୍ତ କରି ଭାରତ ସେମିଫାଇନାଲରେ

ବର୍ମିଂହାମ୍: ସେମିଫାଇନାଲ ଯିବାକୁ ଆଜିର ମ୍ୟାଚ୍ ଜରୁରୀ ହୋଇପଡ଼ିଥିବା ବେଳେ ବାଂଲାଦେଶକୁ ୨୮ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ୩୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ୪୮ ଓଭର୍ ଖେଳି ୨୮୬ ରନରେ ଅଲଆଉଟ୍ ହୋଇଛି । ଭାରତୀୟ ବୋଲର୍ ବାଂଲା ଦଳ ଉପରେ…

ରୋହିତଙ୍କ ରେକର୍ଡ଼ ୪ର୍ଥ ଶତକ, ବାଂଲାଦେଶ ବିପକ୍ଷରେ ଭାରତର ଲଢୁଆ ୩୧୪ ରନ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ରୋହିତ ଶର୍ମା ୪ଟି ଶତକ ହାସଲ କରି ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଭାରତ ବାଂଲାଦେଶ ସମ୍ମୁଖରେ ୩୧୫ ରନର ବିଜୟ ଲକ୍ଷ୍ୟ ଦେଇଛି । ଟିମ୍ ଇଣ୍ଡିଆ ସମୁଦାୟ ୫୦ ଓଭର ଖେଳି ୯ ୱିକେଟ ବିନିମୟରେ କରିଛି ୩୧୪ ରନ । That's the end of the innings –…

ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ବର୍ମିଂହାମ୍: ବିଶ୍ୱକପରେ ଭାରତ ଲାଗି ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଭାରତୀୟ କପ୍ତାନ ବିରାଟ କୋହଲୀ ବାଂଲାଦେଶ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ବିଶାଳ ସ୍କୋର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଆଜି ବ୍ୟାଟିଂ କରୁଛି । ଦଳ ୩୫୦…

ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ ଲକ୍ଷ୍ୟରେ ଭାରତ

ବର୍ମିଂହାମ୍ : ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଆଜି ଖେଳାଯିବାକୁ ଥିବା ମ୍ୟାଚରେ ମୁକାବିଲା କଡ୍ଡା ହେବ । ବର୍ମିଂହାମ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ଚଳିତ ବିଶ୍ୱକପରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ପରାସ୍ତ ହେବାପରେ ସେମିଫାଇନାଲ୍ ରେସ୍ ଆହୁରି ରୋମାଞ୍ଚକର ହୋଇପାରେ ।…

ବୃଥା ଗଲା ପୂରଣଙ୍କ ବିସ୍ଫୋରକ ଶତକ, ଇଣ୍ଡିଜକୁ ୨୩ ରନରେ ପରାସ୍ତ କଲା ଶ୍ରୀଲଙ୍କା

ଲଣ୍ଡନ: ବିଶ୍ୱକପରେ ସୋମବାର ଦିନ ଅନୁଷ୍ଠିତ ଶ୍ରୀଲଙ୍କା ବନାମ ୱେଷ୍ଟଇଣ୍ଡିଜ ମ୍ୟାଚରେ ଶ୍ରୀଲଙ୍କା ୨୩ ରନରେ ବିଜୟ ହାସଲ କରିଛି । ମ୍ୟାଚର ଆରମ୍ଭରୁ ଏହି ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିବାର ଦେଖାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୬ ୱିକେଟ ବିନିମୟରେ କରିଥିଲା ବିଶାଳ…

ବିଶ୍ୱକପରୁ ବାଦ୍ ପଡ଼ିଲେ ବିଜୟ ଶଙ୍କର, ଦଳରେ ସାମିଲ୍ ହେଲେ ମୟଙ୍କ୍ ଅଗ୍ରୱାଲ୍

ମୁମ୍ବାଇ: ଭାରତୀୟ ଅଲରାଉଣ୍ଡର୍ ବିଜୟ ଶଙ୍କର ଆହତ ଜନିତ କାରଣରୁ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ତାଙ୍କ ବଦଳରେ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଦଳରେ ସାମିଲ୍ ହୋଇଛନ୍ତି । ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରିବାକୁ ବିସିସିଆଇ ରବିବାର ଦିନ ଆଇସିସିକୁ ଅନୁରୋଧ କରିଥିଲା । ଆଇସିସି ଏହି…

ଭାରତର ପ୍ରଥମ ପରାଜୟ, ଇଂଲଣ୍ଡ ୩୧ ରନରେ ଜିତିଲା ମ୍ୟାଚ୍

ବର୍ମିଂହାମ୍: ବିଶ୍ୱକପ କ୍ରିକେଟରେ ରବିବାର ଅନୁଷ୍ଠିତ ମହା ମୁକାବିଲାରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଇଂଲଣ୍ଡର ୩୩୭/୭ ଜବାବରେ ଭାରତ ମୋଟ ୫୦ ଓଭରରେ ୩୦୬/୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛି । ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମାଙ୍କ ପ୍ରଶଂସନୀୟ ୧୦୨ ରନ ଏବଂ କପ୍ତାନ ବିରାଟଙ୍କ…

ଇଂଲଣ୍ଡର ବିଶାଳ ୩୩୭ ରନ ସାମ୍ନାରେ ଭାରତର ସଂଘର୍ଷ ଜାରି

ଲଣ୍ଡନ: ବିଶ୍ୱକପରେ ରବିବାର ଦିନ ଅନୁଷ୍ଠିତ ହେଉଛି ମହାମୁକାବିଲା । ବିଶ୍ୱକପର ଦୁଇ ଦାବିଦାର ଦଳଙ୍କ ମଧ୍ୟରେ ମ୍ୟାଚ୍ ଜିତିବାକୁ ଚାଲିଛି କଡ୍ଡା ଟକ୍କର୍ । ଇଂଲଣ୍ଡର ବିଶାଳ ୩୩୭/୭ ଜବାବରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ସଂଘର୍ଷ ଜାରି ରଖିଛି । ଏପର୍ଯ୍ୟନ୍ତ ଭାରତ ୨୧ ଓଭର ଖେଳି ଗୋଟିଏ…

ବିଶ୍ୱକପ କ୍ରିକେଟ: ଟସ୍ ଜିତି ଇଂଲଣ୍ଡର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ: ଭାରତ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଟସରେ ଜିତି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବିରାଟଙ୍କ ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବ । ଦଳର ବୋଲିଂ ବିଭାଗ ମହମ୍ମଦ ସାମି, ଚହଲ, ବୁମରା ଏବଂ କୁଲଦୀପ ଯାଦବଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଇଂଲଣ୍ଡ ଦଳକୁ…