Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅନନ୍ତ-ରାଧିକା ପ୍ରି ଓ୍ବିଡିଂଙ୍ଗ ସେଲିବ୍ରେସନ: ମା’ ବିଶ୍ୱମ୍ବରୀଙ୍କ ସ୍ତୁତିରେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କଲେ…

ଜାମନଗର: ଗୁଜୁରାଟ ଜାମନଗରରେ ଚାଲିଥିବା ଅନନ୍ତ ଅମ୍ବାନୀ ଏବଂ ରାଧିକ ମର୍ଚାଣ୍ଟ ପ୍ରି ଓ୍ବିଡିଂଙ୍ଗର ଗ୍ରାଣ୍ଡ ସେଲିବ୍ରେସନ ଗତକାଲି ଅର୍ଥାତ୍ ରବିବାର ରାତିରେ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରେ ଅନେକ କଳାକାର, କ୍ରିକେଟ୍‌ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି…

‘ଇଣ୍ଡିଆନ୍ ଆଇଡଲ୍ ୧୪’ ର ବିଜେତା ହେଲେ କାନପୁରର ବୈଭବ ଗୁପ୍ତା

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍ ୧୪' ର ବିଜେତା ହୋଇଛନ୍ତି ବୈଭବ ଗୁପ୍ତା । ଟ୍ରଫି ସହ ସେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି । ଏହା ସହ ତାଙ୍କୁ ଏକ ମାରୁତି ବ୍ରେଜା କାର ମଧ୍ୟ ପୁରଷ୍କାର ଭାବେ ଦିଆଯାଇଛି । ଏହି ଶୋ’ର ରନର୍ ଅପ୍ ହୋଇଛନ୍ତି ସୁଭାଦୀପ ଦାସ ।…

ଅନନ୍ତ-ରାଧିକା ପ୍ରି-ୱେଡିଙ୍ଗ: ଝୁମିଲା ମଞ୍ଚ, ଏକା ସାଙ୍ଗରେ ଷ୍ଟେଜରେ ନଜର ଆସିଲେ ୩ ଖାନ୍

ମୁମ୍ବାଇ: ଧୁମଧାମରେ ଚାଲିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରି-ୱେଡିଙ୍ଗ ସେଲିବ୍ରେସନ । ସେଲିବ୍ରେସନ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଲିବ୍ରେସନର ଦ୍ଵିତୀୟ ଦିନରେ ସଂଗୀତ୍ ଏବଂ ଗରୱା ନାଇଟର ଆୟୋଜନ କରାଯାଇଥିଲା । ସେଲିବ୍ରିଟିଙ୍କ ନାଚ…

ବଲିଉଡ୍ ଛାଡ଼ିବାକୁ ଚାହୁଁଥିଲେ ଶେହନଶାହ

ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଗତ ପାଞ୍ଚ ଦଶନ୍ଧି ଧରି  ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ରହିଛନ୍ତି। ସେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ହେଲେ ଆପଣ ଜାଣିଛନ୍ତି, ବଲିଉଡର ଏହି ଶେହନଶାହ ଦିନେ ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ବଲିଉଡର ଜଣେ…

ଅନନ୍ତ-ରାଧିକାଙ୍କ କକଟେଲ ପାର୍ଟିରେ ସାମିଲ ହେଲେ ସେଲିବ୍ରିଟି, ଗାଉନରେ ନଜର ଆସିଲେ ରାଧିକା

ମୁମ୍ବାଇ: ମାର୍ଚ୍ଚ ୧ ତାରିଖରୁ ଧୁମଧାମରେ ଆରମ୍ଭ ହୋଇଛି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ଉତ୍ସବ। ଭାରତ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତି ଏହି ଦମ୍ପତିଙ୍କ ପ୍ରି-ୱେଡିଙ୍ଗ ଉତ୍ସବରେ ଯୋଗ ଦେଇଛନ୍ତି ।…

ଆନିମଲ ନିର୍ଦ୍ଦେଶକଙ୍କ ସହ ଉର୍ବଶୀ; ଫଟୋ ଭାଇରାଲ

ନୂଆଦିଲ୍ଲୀ: ଫିଲ୍ମ ‘ଆନିମଲ’ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ସହ  ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଉର୍ବଶୀଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ଫିଲ୍ମ  ବିଷୟରେ ଜାଣିବାକୁ ଚାହିଁଛନ୍ତି। ସୂଚନାଅନୁସାରେ, ଉର୍ବଶୀ…

ଫିଲ୍ମ‘ବାଗବାନ୍’ ପାଇଁ ପ୍ରଥମ ପସନ୍ଦ ନଥିଲେ ବିଗ୍ ବି

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ଏବଂ ଡ୍ରିମ୍ ଗର୍ଲ ହେମା ମାଲିନିଙ୍କ ଫିଲ୍ମ ‘ବାଗବାନ୍’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ଏକ ପାରିବାରିକ କାହାଣୀ ଉପରେ ଆଧାରିତ। ପିଲାମାନେ ବଡ଼ ହେଲା ପରେ ବାପାମାଆଙ୍କ ଠାରୁ କିପରି ଦୂରେଇ ଯାଆନ୍ତି, ଏହି କାହାଣୀ ଉପରେ ଫିଲ୍ମଟି…

ହଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇବାକୁ ପ୍ରସ୍ତୁତ ‘ଦୃଶ୍ୟମ୍’, ୧୦ ଟି ଦେଶରେ ଫିଲ୍ମର କରାଯିବ ରିମେକ୍

ମୁମ୍ବାଇ: ଭାରତ ଏବଂ ଚୀନ୍ ବଜାରରେ ବିପୁଳ ସଫଳତା ହାସଲ କରିବା ପରେ ସୁପରହିଟ୍ ଫ୍ରାଞ୍ଚାଇଜ୍ 'ଦୃଶ୍ୟମ୍' ସର୍ବଭାରତୀୟ ସ୍ତରରେ ରିଲିଜ ହେବାକୁ ଯାଉଛି । ଫିଲ୍ମର କୋରିଆ ରିମେକ୍ ପରେ ନିର୍ମାତାମାନେ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଅଜୟ ଦେବଗନଙ୍କ 'ଦୃଶ୍ୟମ୍'ର ହଲିଉଡର ରିମେକ୍ ପ୍ରସ୍ତୁତ…

ଗୌରୀଙ୍କୁ ୩ ଥର ବିବାହ କରିଥିଲେ ଶାହାରୁଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଓ ଗୌରୀଙ୍କ ପ୍ରେମ କାହାଣୀ କିଏ ବା ନ ଜାଣେ । ଉଭୟ ସେମାନଙ୍କ ପ୍ରେମକୁ ସାକାର କରିବା ସହ ୩୨ ବର୍ଷ ହେବ ସୁଖଦ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ତେବେ ନିକଟରେ ଶାହାରୁଖଙ୍କ ବନ୍ଧୁ ବିବେକ ବାସୱାନୀ ଉଭୟଙ୍କ ବିବାହ ନେଇ ଏକ ମଜାଦାର ଖୁଲାସା…

ଆସନ୍ତୁ ଜାଣିବା ଭିକ୍କିଙ୍କ ଫୋନ ୱାଲପେପର ଥିବା ଏହି କୁନି ଝିଅଟି କିଏ

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ରିୟଲ ଯୋଡିଙ୍କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଭିକ୍କି ମଧ୍ୟ କ୍ୟାଟ୍ରିନା ଅଧିକ ଭଲ ପାଆନ୍ତି ବୋଲି ପ୍ରମାଣ କରି ସାରିଛନ୍ତି । ଏବେ ତାଙ୍କ ଫୋନ ୱାଲପେପରରେ ଏକ କୁନି ଝିଅର ଫଟୋ ଭାଇରାଲ ହେବାରେ ଲାଗିଛି । ପରେ…