Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାଇକେଲର ଫାଷ୍ଟ ଲୁକ ଜାରୀ: ଜ୍ୟାକସନଙ୍କ ପରି ଅବିକଳ ଦେଖାଯାଉଛନ୍ତି ପୁତୁରା ଜାଫର

ମୁମ୍ବାଇ: ମାଇକେଲ ଜ୍ୟାକସନଙ୍କ ବାୟୋପିକର ଫାଷ୍ଟ ଲୁକ ଜାରୀ ହୋଇଛି । ଏହି ଫିଲ୍ମରେ ମାଇକେଲଙ୍କ ଭୂମିକା ତାଙ୍କ ପୁତୁରା ଜାଫର ଜ୍ୟାକସନ କରିଛନ୍ତି । ଜାଫରଙ୍କ ଲୁକ ଅବିକଳ ମାଇକେଲଙ୍କ ପରି ଦେଖାଯାଉଥିବାରୁ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ନିର୍ମାତା ଗ୍ରାହମ କିଙ୍ଗ କହିଛନ୍ତି…

ଦୁବାଇର ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ଖିଲାଡ଼ି କୁମାର

ନୂଆଦିଲ୍ଲୀ: ଦୁବାଇରେ ଲୋକାର୍ପିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ବଲିଉଡର ଖିଲାଡି କୁମାର। ଅକ୍ଷୟ କୁମାର ବୁଧବାର ଦିନ ଆବୁଧାବିରେ ପହଞ୍ଚି ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମିନାରାୟଣ ସନ୍ଥା (BAPS) ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟର ଏକ…

ସଙ୍କଟରେ ସଲମାନ-କରଣଙ୍କ ଫିଲ୍ମ ଦି ବୁଲ !

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାଁ ଓ ଲୋକପ୍ରିୟ ନିର୍ମାତା କରଣ ଜୋହରଙ୍କ ଦି ବୁଲ ଫିଲ୍ମକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା । ଟାଇଗର ୩ ପରେ ପ୍ରଶଂସକମାନେ ସଲମାନଙ୍କ ଏହି ଫିଲ୍ମ ନେଇ ବେଶ ଉତ୍ସାହିତ ହୋଇ ପଡିଥିଲେ । ତେବେ ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମ…

ଭାଲେଣ୍ଟାଇନ୍ ଡେ’: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସିକ୍ରେଟ୍ ସେଲିବ୍ରେସନ୍

ନୂଆଦିଲ୍ଲୀ: ଫେବୃଆରୀ ୧୪କୁ ଆମେ ଭାଲେଣ୍ଟାଇନ୍ ଡେ’ ଭାବେ ପାଳନ କରୁଛୁ । ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହର ଆଜି ଶେଷ ଦିନ । ଭାଲେଣ୍ଟାଇନ୍ ଡେ’କୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ । ପାର୍କ, ଫିଲ୍ମ ହଲ୍ ଓ ହୋଟେଲରେ ପ୍ରେମୀ ଯୁଗଳଙ୍କ ଭିଡ଼ ।…

ନକ୍ସଲଙ୍କ ଲୋମଟାଙ୍କୁରା କାହାଣୀ କହିବେ ମା’ ଓ ପତ୍ନୀ, ସାମ୍ନାକୁ ଆସିଲା “ବସ୍ତର: ଦ ନକ୍ସଲ ଷ୍ଟୋରୀ” ର…

ମୁମ୍ବାଇ: ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ 'ବସ୍ତର: ଦ ନକ୍ସଲ ଷ୍ଟୋରୀ'ର ଦ୍ୱିତୀୟ ଟିଜର ମୁକ୍ତିଲାଭ କରିଛି। ଏହି ଟିଜରରେ ଜଣେ ପତ୍ନୀ ଏବଂ ମା’ର ଭାବପ୍ରବଣ କାହାଣୀ ଦେଖାଯାଇଛି | ଜଣେ ପତ୍ନୀ କାନ୍ଦି କାନ୍ଦି କହିଛନ୍ତି ଯେ, ସ୍ଵାଧୀନତା ଦିବସରେ ତାଙ୍କ ସ୍ଵାମୀ ଜାତୀୟ ପତାକା ଉତ୍ତୋଳନ…

ସିଂଘମ ଏଗେନରେ ଅର୍ଜୁନ କାପୁରଙ୍କ ଲୁକ ସୃଷ୍ଟି କଲା ଝଡ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସିଂଘମ ଏଗେନ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ । ବୁଧବାର ରୋହିତ ଏହି ଫିଲ୍ମରେ ଖଳନାୟକ ଭୂମିକା କରିଥିବା ଅର୍ଜୁନ କାପୁରଙ୍କ ଫାଷ୍ଟ ଲୁକ ଶେୟାର କରିଛନ୍ତି । ଗୋଟିଏ ଫଟୋରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ବେଳେ ଅନ୍ୟ ଏକ ଫଟୋରେ ରଣବୀର…

ତେଜା ସଜାଙ୍କ ଫିଲ୍ମରେ ହନୁମାନ ହେବେ କେଜିଏଫ ଫେମ ୟଶ

ମାଡ୍ରାସ: ତେଜ ସଜାଙ୍କ ହନୁମାନ ଫିଲ୍ମ ବକ୍ସି ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି । ସବୁ ବର୍ଗର ଦର୍ଶକ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି । ଏବେ ଏହାର ସୀକ୍ୱେଲ ନେଇ ମେକର୍ସଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଜୟ ହନୁମାନର ବଜେଟ…

‘ଭୁଲ ଭୁଲେୟା’ ଦୁନିଆକୁ ଫେରିବ ମଞ୍ଜୁଲିକା, କାର୍ତ୍ତିକ ଆର୍ଯ୍ୟନଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇଥିବା ଲୋକପ୍ରିୟ ଫିଲ୍ମ 'ଭୁଲ ଭୁଲେୟା ଫ୍ରାଞ୍ଚାଇଜ'ର ପାର୍ଟ-2 ରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ କାମର ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଲୋକମାନେ ତାଙ୍କ ଫିଲ୍ମରେ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ପ୍ରଶଂସକଙ୍କ ଏହି…

ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ହୋଇଛି। ମଧୁମେହ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୯୮୮ ମସିହାରେ ସେ ଦିଲ୍ଲୀର ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍‌ ହେବା ପରେ ଅଭିନୟ ଜଗତରେ ପାଦ…

ଋଷି କପୁର ଓ ରାହାଙ୍କ ଏଡିଟ୍ ଫୋଟ ଭାଇରାଲ

ନୂଆଦିଲ୍ଲୀ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହାଙ୍କ ଫୋଟ ଏବଂ ଭିଡିଓକୁ ଲୋକେ ବହୁତ ଭଲ ପାଇବା ଦେଉଛନ୍ତି । ଗତ କ୍ରିସମାସରେ ରଣବୀର ଓ ଆଲିଆ ରାହାଙ୍କ ଚେହେରା ଦେଖାଇଥିଲେ । ଏହାପରେ ସେସିଆଲ ମିଡିଆରେ ରାହାଙ୍କ ଭିଡିଓ ଏବଂ ଫୋଟ ଚର୍ଚ୍ଚାରେ ରହୁଛି । ନିକଟରେ ଜଣେ ପ୍ରଶଂସକ…