Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୬ତମ ବିବାହ ବାର୍ଷିକିରେ ପତ୍ନୀ ମାନ୍ୟତାଙ୍କ ପାଇଁ ରୋମାଣ୍ଟିକ୍ ପୋଷ୍ଟ କଲେ ଅଭିନେତା ସଞ୍ଜୟ ଦତ୍ତ

ମୁମ୍ବାଇ: ସଞ୍ଜୟ ଦତ୍ତ ତାଙ୍କ ୧୬ ତମ ବିବାହ ବାର୍ଷିକୀରେ ତାଙ୍କ ପତ୍ନୀ ମାନ୍ୟତାଙ୍କ ପାଇଁ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରିଛନ୍ତି । ଏହି ବିଶେଷ ସମୟକୁ ସ୍ମରଣୀୟ କରିବା ପାଇଁ ଦମ୍ପତି ପରସ୍ପରର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସଞ୍ଜୟ ଦତ୍ତ ତାଙ୍କ ପତ୍ନୀ…

‘ଆର୍ଟିକିଲ୍ 370’ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅରୁଣ ଗୋଭିଲ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଗାମୀ ଫିଲ୍ମ ‘ଆର୍ଟିକିଲ୍ 370’ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିତ୍ୟ ଧର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଆଉ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମରେ…

ପ୍ରଥମ ଭାଲେଣ୍ଟାଇନରେ ଗୌରୀଙ୍କୁ କଣ ଦେଇଥିଲେ କିଙ୍ଗ୍ ଖାନ୍, ଜାଣନ୍ତୁ କଣ କହିଥିଲେ ଶାହାରୁଖ୍

ଭୁବନେଶ୍ଵର: ଅଭିନେତା ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଶାହାରୁଖ ଏବଂ ଗୌରୀ ଖାନ୍ ଙ୍କ କାହାଣୀ ଅତ୍ୟନ୍ତ ରୋଚକ । ୧୯୯୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ…

ସତୀଶ କୌଶିକଙ୍କ ଶେଷ ଫିଲ୍ମ ‘କାଗଜ 2‘ର ଟ୍ରେଲର ରିଲିଜ୍

ନୂଆଦିଲ୍ଲୀ: ଦିବଗଂତ ଅଭିନେତା ସତୀଶ କୌଶିକଙ୍କ ଅଭିନୀତ ଶେଷ ଫିଲ୍ମ ‘କାଗଜ 2‘ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଅନୁପମ ଖେର, ଦର୍ଶନ କୁମାର, ଦିବଗଂତ ସତୀଶ କୌଶିକ, ସ୍ମୃତି କାଲରା ଓ ନୀନା ଗୁପ୍ତାଙ୍କୁ ଦେଖିବାକୁ ମିଳିବ । ମାର୍ଚ୍ଚ ୧ରେ ଏହି ଫିଲ୍ମ ରିଲିଜ ହେବ । ବିକି ପ୍ରକାଶ…

ଓଡ଼ିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘କେମିତି ଏ ସମ୍ପର୍କ’

ଭୁବନେଶ୍ୱର : ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ତଥା ଏକ ମୌଳିକ ପାରିବାରିକ କାହାଣୀରେ ଜେଜେଏନଜେ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'କେମିତି ଏ ସମ୍ପର୍କ' ସାରା ଓଡ଼ିଶାର ୨୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏକ ସମ୍ପୂର୍ଣ୍ଣ ପାରିବାରିକ ତଥା…

ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

କୋଲକତା: ଡିସ୍କୋ ଡ୍ୟାନସର ମିଥୁନ ଚକ୍ରବର୍ତ୍ତୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳେ ତାଙ୍କୁ କୋଲକତା ସ୍ଥିତ ଆପୋଲ ହସ୍ପିଟାଲକୁ ଅଣାଯାଇଥିଲା । ଏନେଇ ତାଙ୍କ ନିକଟ ସଂପର୍କୀୟ ସୂଚନା ଦେଇଛନ୍ତି । ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ…

ସିନେମାରେ ଡେବ୍ୟୁର ୬୪ ବର୍ଷ ପରେ ପରଦାରେ ଧର୍ମେନ୍ଦ୍ର ବଦଳାଇଲେ ନାଁ

ନୂଆଦିଲ୍ଲୀ: ୧୯୬୦ ମସିହାରେ 'ଦିଲ୍ ଭି ତେରା ହମ୍ ଭି ତେରେ' ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିବା ପରଠାରୁ ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସବୁବେଳେ ପରଦାରେ ନିଜ ନାମକୁ ଧର୍ମେନ୍ଦ୍ର ବୋଲି ରଖିଛନ୍ତି। ପୁଅ ସନ୍ନି ଦେଓଲ ଓ ବବି ଦେଓଲ କିମ୍ବା ତାଙ୍କ ଝିଅ ଇଶା ଦେଓଲଙ୍କ ଭଳି ତାଙ୍କର…

ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇ ରାମଲଲାଙ୍କୁ ଦର୍ଶନ କଲେ ଅମିତାଭ ବଚ୍ଚନ

ଅଯୋଧ୍ୟା: ପୁଣି ଥରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇ ପ୍ରଭୁଶ୍ରୀରାମଙ୍କ ଦର୍ଶନ କରିଛନ୍ତି । ଗତ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାମ ମନ୍ଦିର ପ୍ରାଣ…

ଓଟିଟି ପ୍ଲାଟଫର୍ମରେ ଧମାକା କରିବ ସାଲାର, ଜାଣନ୍ତୁ ରିଲିଜ ଡେଟ୍

ମୁମ୍ବାଇ: ପ୍ରଭାସଙ୍କ 'ସାଲାର ପାର୍ଟ-୧ ସିଜଫାୟାର' ୨୦୨୩ ବର୍ଷର ଏକ ବଡ ହିଟ୍ ଫିଲ୍ମ ଅଟେ । ଡିସେମ୍ବରରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଅଦ୍ଭୁତପୂର୍ବ କଲେକ୍ସନ କରିଛି । 'ସାଲାର'ର ସଫଳତା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ଲୋକ ଯେଉଁମାନେ ଫିଲ୍ମ…

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ ମୁଭି ସିନ୍ଦୁରା

ଭୁବନେଶ୍ୱର : ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ, ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏକ ସାଧାରଣ କାହାଣୀକୁ ବେଶ ଚମତ୍କାର ଢଙ୍ଗରେ ଫିଲ୍ମରେ ଚିତ୍ରଣ କରାଯାଇଛି । ଯାହାକୁ ଜୀବନ୍ତ ରୂପେ ତୋଳି…