Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ସିଙ୍ଘମ ଏଗେନ’ର ପ୍ରଥମ ପୋଷ୍ଟର ରିଲିଜ୍‌, ଭାଇରାଲ ହେଲା ଅଜୟଙ୍କ ଲୁକ୍‌

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ସିଘଂମ ଏଗେନ୍‌ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି । ରୋହିତ୍ ନିଜେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଏଥିରେ ମୁଖ୍ୟ କଳାକାର ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି । ଏହାର ସୁଟିଂ ଚାଲିଥିବା ବେଳେ ରୋହିତ ଧୀରେ ଧୀରେ…

ବଡ଼ ପରଦାରେ ଏକାଠି ନଜର ଆସିବେ ବାପା-ଝିଅ, ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଶାହାରୁଖ-ସୁହାନା

ମୁମ୍ବାଇ: ଶାହରୁଖ ଖାଁ ପ୍ରଥମଥର ପାଇଁ ତାଙ୍କ ଝିଅ ସହ ବଡ଼ ପରଦାରେ କାମ କରିବେ। ରିୟଲ ଲାଇଫର ବାପା-ପୁଅ କିମ୍ବା ଭାଇ-ଭଉଣୀମାନେ ସ୍କ୍ରିନ ଶେୟାର କରି ସାରିଛନ୍ତି। ଏବେ ବଲିଉଡ ବାଦଶାହା ଶାହରୁଖ ଖାଁ ଏବଂ ତାଙ୍କ ଝିଅ ସୁହାନା ଖାଁଙ୍କ ଗୋଟିଏ ଫିଲ୍ମରେ ନଜର ଆସିବା ଖବର ମଧ୍ୟ କିଛି ମାସ…

ଏକତା କପୁର ଏବଂ ବୀର ଦାସଙ୍କୁ ଇଣ୍ଟରନ୍ୟାସନାଲ ଏମୀ ପୁରସ୍କାର…

ନୂଆଦିଲ୍ଲୀ: ଇତିହାସ ରଚିଲେ ଏକତା ଓ ବୀର । ଦୁନିଆର ସବୁଠାରୁ ସମ୍ମାନଜନକ ପୁରସ୍କାର ଏମୀ ପୁରସ୍କାର ୨୦୨୩ ଜିତିଛନ୍ତି ଏକତା ଓ ବୀର । ଶ୍ରେଷ୍ଠ ଧାରାବାହିକ ଭାବେ ଶେଫାଲୀ ଶାହାଙ୍କ 'ଦିଲ୍ଲୀ କ୍ରାଇମ୍ ୨' ଏବଂ ବୀର ଦାସଙ୍କ କମେଡି ସ୍ପେଶାଲ୍ 'ବୀର ଦାସ: ଲ୍ୟାଣ୍ଡିଂ' ମନୋନୀତ ହୋଇଥିଲା ।…

ଶାହାରୁଖଙ୍କ ଘୁଘୁଂଡିରେ ବ୍ୟତୀବ୍ୟସ୍ତ ହୋଇ ପଡିଥିଲେ ସଲମାନ

ମୁମ୍ବାଇ: ଦୀର୍ଘ ଦିନର ଅଶାନ୍ତି ପରେ ଧିରେ ଧିରେ ଶାହାରୁଖ ଖାଁ ଓ ସଲମାନ ଖାଁଙ୍କ ବନ୍ଧୁତା ମଜଭୁତ ହେବାରେ ଲାଗିଛି । ପଠାନ, ଟାଇଗର ୩ରେ ଉଭୟ ଏକତ୍ର ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ଏହି ଅବସରରେ କରନ ଅର୍ଜୁନ ଫିଲ୍ମ ଶୁଟିଂ ଅବସରର ଏକ ମଜାଦାର ଘଟଣା ସଲମାନ…

ଅଜଗର ସହ ଖେଳିଲେ ଅନନ୍ୟା, ଫଟେ କଲେ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଖୁବ ଚର୍ଚ୍ଚାରେ । କିଛ ଦିନ ହେବ ଡେଟିଂକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ ଏବେ ଆଉ କିଛି କାରଣକୁ ନେଇ ବି ହେଡଲାଇନରେ ରହୁଛନ୍ତି । ଅନନ୍ୟା ସୋସିଆଲ ମିଡିଆରେ ଖୁବ ସକ୍ରିୟ । ନିକଟରେ ସେ ତାଙ୍କ ପ୍ରେମିକ ଆଦିତ୍ୟ ରୟ କାପୁରଙ୍କୁ ଜନ୍ମଦିନରେ…

ଆଗକୁ ଆସିବ ‘ଟାଇଗର ୪’, ଘୋଷଣା କଲେ ସଲମାନ

ମୁମ୍ବାଇ: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ୍ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରିବା ଫଳରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଯାଇଛି । ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଦେଶ ତଥା ବିଶ୍ୱର ବହୁ ବିଶିଷ୍ଠ…

ବିନା ହେଲ୍‌ମେଟ୍‌ରେ ଗାଡ଼ି ଶିଖୁଥିଲେ ରଜନୀକାନ୍ତଙ୍କ ନାତି, ଧରିଲା ଟ୍ରାଫିକ୍ ପୋଲିସ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ନାତି ୟାତ୍ରା ରାଜାଙ୍କ ନାମରେ କଟିଛି ଚାଲାଣ । ୧୭ ବର୍ଷୀୟ ଏହି ଷ୍ଟାରକିଡ୍ ଟ୍ରାଫିକ ନିୟମକୁ ଅଣଦେଖା କରିବା ପରେ ତାଙ୍କ ନାମରେ ଚାଲାଣ କଟିଛି । ସେ ବିନା ହେଲ୍‌ମେଟ୍ ଓ ଲାଇସେନ୍ସରେ ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଏକ ସୁପରବାଇକ୍…

ଅମ୍ବାନିଙ୍କ ପାର୍ଟିରେ ଯୋଗ ଦେଲେ ଶାହାରୁଖ

ମୁମ୍ବାଇ: ଅମ୍ବାନୀଙ୍କ ପାର୍ଟିରେ ଗଳା ଓ ହାତରେ ସାପ ଧରାଇ ବଲିଉଡ଼ର କିଙ୍ଗ୍ ଖାନ୍ ଶାହାରୁଖଙ୍କୁ କରାଗଲା ସ୍ୱାଗତ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଶାହାରୁଖ ଯେମିତି ହିଁ ଏହି ସାପକୁ ଧରୁଛନ୍ତି ପଛରୁ ଅନ୍ୟଜଣେ ବ୍ୟକ୍ତି ଶାହାରୁଖଙ୍କ ଗଳାରେ ଆଉ ଏକ…

IFFIର ୫୪ତମ ସଂସ୍କରଣ: ଭାରତୀୟ ସିନେମାରେ ଅବଦାନ ପାଇଁ ମାଧୁରୀ ଦୀକ୍ଷିତଙ୍କୁ ବିଶେଷ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ୫୪ତମ ସଂସ୍କରଣ ଆଜିଠାରୁ ଗୋଆର ପାନଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି।…

ବିଶ୍ୱକପ ଶ୍ରେଷ୍ଠ ଏକାଦଶରେ ଭାରତରୁ ୬ଜଣ ଖେଳାଳି

ଅହମ୍ମଦାବାଦ: ଆଇସିସି ଦ୍ୱାରା ଦିନିକିଆ ବିଶ୍ୱକପ କ୍ରିକେଟ ୨୩ର ସର୍ବଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଏହି ଦଳରେ ବିରାଟ କୋହଲି, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲଙ୍କୁ ଦଳରେ ରଖାଯାଇଛି…