Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର

ଭୁବନେଶ୍ଵର: ରିଲିଜ ହେଲା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର । ଦୀର୍ଘ ୨ ବର୍ଷ ପରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପୁଷ୍କରା' ସହ ବଡ଼ ପରଦାରେ ନଜର ଆସିବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଗଣେଶ ପୂଜାରେ ରିଲିଜ ହେବ ଏହି ଫିଲ୍ମ ।…

ଅରିନ୍ଦମଙ୍କ ଅଭିନୀତ ସିନେମା “ରାମ୍”ରେ ନଜର ଆସିବେ ବଲିଉଡର ରାହୁଲ୍ ଦେବ୍

ଭୁବନେଶ୍ୱର: ଅନେକ ଦିନର ବ୍ୟବଧାନ ପରେ ଓଡ଼ିଆ ସିନେମା ଜଗତକୁ କମ୍‌ବ୍ୟାକ୍ କରୁଛନ୍ତି ଓଲିଉଡ୍ ସୁପରଷ୍ଟାର ଅରିନ୍ଦମ୍ । ଆଗାମୀ ଦଶହରାରେ ତାଙ୍କୁ ଏକ ଭିନ୍ନ ଚରିତ୍ର ‘ରାମ୍‌’ ଅବତାରରେ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିବା ତାପସ୍…

୨୦୨୫ ଗଣତନ୍ତ୍ର ଦିବସରେ ରିଲିଜ ହେବ ୱାର ୨

ମୁମ୍ବାଇ: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର ଅଭିନୀତ ୱାର ୨ର ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୨୦୨୫ ଗଣତନ୍ତ୍ର ଦିବସରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହି ସମୟରେ ୱିକେଣ୍ଡ ପଡୁଥିବାରୁ ଏହା ଫିଲ୍ମକୁ ଫାଇଦାରେ…

ମଲାୟଲମ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ଆତ୍ମହତ୍ୟା: ପାରିବାରିକ ସମସ୍ୟା ଯୋଗୁ ନେଲେ ଚରମ ନିଷ୍ପତି

ନୂଆଦିଲ୍ଲୀ: ସିନେ ଜଗତରେ ଘଟିଯାଇଛି ପୁଣି ଏକ ଦୁଃଖଦ ଘଟଣା । ମଲାୟଲମ ସିନେ ଅଭିନେତ୍ରୀ ଅପର୍ଣ୍ଣା ନାୟର ଆତ୍ମହତ୍ୟା କରିଛନ୍ତି । ସେ କର୍ମନାସ୍ଥିତ ତାଙ୍କ ନଜ ଘରେ ବେକରେ ରଶୀ ଲଗାଇ ଝୁଲି ପଡିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଜି ସକାଳୁ ତାଙ୍କ…

ଜେଲର ମେକର୍ସ ରଜନୀକାନ୍ତଙ୍କୁ ଦେଲେ ୧୦୦ କୋଟିର ଚେକ୍‌

ମାଡ୍ରାସ: ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମ ଭାରତରେ କେବଳ ୪୦୦ କୋଟି ଆୟ କରି ସାରିଛି । ଫିଲ୍ମର ପ୍ରଡ୍ୟୁସର କଳାନିଧି ଭାରତ ରଜନୀକାନ୍ତଙ୍କୁ ଭେଟି ପ୍ରଫିଟ ଶେୟାରିଂ ଚେକ ପ୍ରଦାନ କରିଛନ୍ତି । ରିପୋର୍ଟ ମୁତାବକ ମେକର୍ସଙ୍କୁ ଏ ପର୍ଯ୍ୟନ୍ତ ୨୧୦…

ଖୁବ୍ ଶୀଘ୍ର ଆରମ୍ଭ ହେବ ରାଣୀ ମୂର୍ଖାଜୀ ଅଭିନୀତ ମର୍ଦ୍ଦାନୀ ୩

ମୁମ୍ବାଇ: ୯୦ ଦଶକରୁ ରାଣୀ ମୂର୍ଖାଜୀ ବିଭିନ୍ନ ଭୂମିକା ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରି ଆସୁଛନ୍ତି । ଏବେ ସେ ଖୁବ ଶୀଘ୍ର କ୍ରାଇମ ଥ୍ରୀଲର ମର୍ଦ୍ଦାନୀ ୩ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏବେ ଫିଲ୍ମର କାହାଣୀ ଚୟନ ଉପରେ ୱାଇଆରଏଫ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଏହା…

ରିଲିଜ୍ ହେଲା ‘ଯବାନ’ର ଟ୍ରେଲର, ଭିନ୍ନ ଅନ୍ଦାଜରେ ନଜର ଆସିଲେ କିଙ୍ଗ୍ ଖାନ୍

ମୁମ୍ବାଇ: ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍ ଖାନ୍ । ଏସବୁ ଭିତରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ର ଟ୍ରେଲର । ଟ୍ରେଲର ଦେଖିବା ପରେ ଫ୍ୟାନ୍ସମାନେ ଚାତକ ପରି ଫିଲ୍ମକୁ ଚାହିଁ ରହିଛନ୍ତି। ତେବେ ଆସନ୍ତା ୭ ତାରିଖରେ…

ବନ୍ଧା ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ

ଭୁବନେଶ୍ଵର: ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସେଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି…

ପୁଣି ଚର୍ଚ୍ଚାରେ ଉର୍ଫି: ପିନ୍ଧିଲେ ଖେଳନା କାରର ପୋଷାକ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଅନେକ ଲୋକ ଉର୍ଫିଙ୍କୁ ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ନାପସନ୍ଦ ବି କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ସେ…

ମୋ ବାପା ବହୁତ ରୋମାଣ୍ଟିକ୍ : ଏମିତି କିଛି କହିଲେ ଇଶା ଦେଓଲ

ମୁମ୍ବାଇ: ମାସକ ତଳେ ରିଲିଜ୍ ହୋଇଥିଲା ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ । ଏହି ଫିଲ୍ମଟିରେ କାହାଣୀ ଯେତିକି ଚର୍ଚ୍ଚାରେ ନାହିଁ, ତା’ଠୁ ଅଧିକ ଚର୍ଚ୍ଚାରେ ରହିଛି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟ । ଏହି ଦୃଶ୍ୟକୁ କିଛି ଲୋକ ପସନ୍ଦ…