Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର 'ପ୍ରତୀକ୍ଷା'କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ସେହିପରି ଭିକି…

ଚଳଚ୍ଚିତ୍ର ‘ମିସନ୍ ମଙ୍ଗଲ’ର ନିର୍ଦ୍ଦେଶକରଙ୍କ ବଡ ଘୋଷଣା, ନିର୍ମାଣ ହେବ ‘ଚନ୍ଦ୍ରଯାନ-୩’ ଉପରେ ଫିଲ୍ମ

ମୁମ୍ବାଇ: ଚନ୍ଦ୍ରରେ ତ୍ରୀରଙ୍ଗା ଉଡାଇଲା ଭାରତ । ଅନେକ ଦେଶ ଯାହା କରିପାରିନଥିଲେ, ଭାରତ କମ୍ ବଜେଟ ଏବଂ କମ୍ ସମୟ ମଧ୍ୟରେ ତାହା କରି ଦେଖାଇଛି । ଏହି ସଫଳତା ପାଇଁ ସିନେ ତାରକାମାନେ ମଧ୍ୟ ଖୁସି ମନାଇବା ସହ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ଇସ୍ରୋର ସଫଳତା ପାଇଁ ଚଳଚ୍ଚିତ୍ର…

ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓ, ୮୧ ବର୍ଷ ବୟସରେ କଲେ ଶେଷ ନିଶ୍ଵାସ ତ୍ୟାଗ

ହାଇଦ୍ରାବାଦ: ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ । ଆଜି ସକାଳେ ଅଭିନୟ ଦେଓଙ୍କ ବାସ ଭବନରେ ସୀମା ଦେଓ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସୀମା ଦେଓ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ…

ପୁଅର ଝଲକ ଦେଖାଇଲେ ଅଭିନେତ୍ରୀ ଇଲିଆନା

ମୁମ୍ବାଇ: ପୁଅର ଝଲକ ଦେଖାଇଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ସେ ତାଙ୍କ ପୁଅର ପାଦର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ଇଲିଆନା ଲାଲ ହୃଦୟ ଇମୋଜୀ ସହ ‘ପିକାବୁ’ ଲେଖିଛନ୍ତି । ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ଖୁସି ହେବା ସହ ତାଙ୍କ କୁନି ପୁଅର ଶୁଭ…

ନିଜ ମାଆଙ୍କ ଦ୍ୱିତୀୟ ବିବାହ କରାଇଲେ ଅଭିନେତା ସିଦ୍ଧାର୍ଥ, ସେୟାର କଲେ ଫଟୋ

ମୁମ୍ବାଇ: ନିକଟରେ ‘ଇମ୍‌ଲି’ ଫେମ୍ ସୁମ୍ବୁଲ ତାଙ୍କ ପିତାଙ୍କୁ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଆଉ ଜଣେ ଅଭିନେତା ତାଙ୍କ ନିଜ ମାଆଙ୍କ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମରାଠୀ ଅଭିନେତା ସିଦ୍ଧାର୍ଥ ଚାନ୍ଦକର ତାଙ୍କ ମାଆଙ୍କର ଦ୍ୱିତୀୟ ବିବାହ କରାଇ ଦୁନିଆ…

ଗଦର-୨ର ସଫଳତାକୁ ନେଇ ଖୁସିରେ କାନ୍ଦି ପକାଇଲେ ସନ୍ନି ଦେଓଲ

ମୁମ୍ବାଇ : ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର-୨’ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛି । କେବଳ ସେତିକି ନୁହେଁ, ବକ୍ସ ଅଫିସରେ ବି ଏହି ଫିଲ୍ମ ସୁପରହିଟ୍ ସାବ୍ୟସ୍ତ…

ଚନ୍ଦ୍ରଯାନ-୩ର ସଫଳତା: ବଲିଉଡ଼ରେ ରହିଛି ଚାନ୍ଦକୁ ନେଇ ଅନେକ ଲୋକପ୍ରିୟ ଗୀତ

ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ ଆଜି ସଫଳତାର ସହ ସପ୍ଟ ଲ୍ୟାଣ୍ଡିଂ କରିଛି । ଏହି ଦିନ ବିଶ୍ୱ ମହାକାଶ ଗବେଷଣା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଛି ଭାରତ । ପୂର୍ବର ଦୁଇଟି ଅଭିଯାନର ତ୍ରୁଟିକୁ ସଂଶୋଧନ କରି ଏଥର ଶହେରୁ ଶହେ ଭାରତ ମାଜି ମାରିଛି । ଚାନ୍ଦକୁ ନେଇ ଆମ…

ଶବାନା ଆଜମୀଙ୍କ ନାଁରେ ଅନ୍‌ଲାଇନ୍ ଠକେଇ: ଥାନାରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ ଅଭିନିତ ଫିଲ୍ମ ରକି ଔର ରାନୀ କୀ ପ୍ରେମ କାହାଣୀ ନିକଟରେ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ତାଙ୍କ ନାଁ ନେଇ ଅନ୍‌ଲାଇନ୍ ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶବାନା ଥାନାରେ ଅଭିଯୋଗ କରିବା ପରେ…

ଜୱାନକୁ ମିଳିଲା ୟୁ/ଏ ସାର୍ଟିଫିକେଟ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଜୱାନକୁ ସମସ୍ତେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ବୁଧବାର ସିବିଏଫସି ଏହାକୁ ୟୁ/ଏ ସାର୍ଟିଫିକେଟ ପ୍ରଦାନ କରିଛି । ଏହାର ମାନେ ସମସ୍ତ ବୟସ ଗ୍ରୁପ ଏହାକୁ ଦେଖିପାରିବେ । ତେବେ ସିବିଏଫସି ଏଥିରେ ୭ଟି ପରିବର୍ତନ କରିବାକୁ…

ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା

ଭୁବନେଶ୍ଵର: ଆରପାରିରେ ନାୟିକା ଡକ୍ଟର ସୁଧାରାଣୀ ଜେନା । ଷାଠିଏ ଦଶକର ଆଦ୍ୟ ଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ନାୟିକା ଭାବରେ ପ୍ରବେଶ କରିଥିଲେ ସୁଧାରାଣୀ । ଅନେକ ଚଳଚ୍ଚିତ୍ରରେ ପାର୍ଶ୍ଵ ଚରିତ୍ର ଭାବରେ ଅଭିନୟ କରିଛନ୍ତି ସୁଧାରାଣୀ । ପରେ ୧୯୬୧ ମସିହାରେ କବିରାଜ କଷ୍ଣଚନ୍ଦ୍ର ତ୍ରିପାଠୀ…