Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ ବଦଳି ଏବେ ହେଲା ‘କଲ୍‌କି ୨୮୯୮ ଏଡି’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି…

୬ ମାସ ପାଇଁ କାମରୁ ବିରତି ନେଲେ ସାମନ୍ଥା

ମୁମ୍ବାଇ: ୬ ମାସ ପାଇଁ କାମରୁ ବିରତି ନେଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ । ନିଜ ସ୍ୱାସ୍ଥ୍ୟକୁ ନଜରରେ ରଖି ତାଙ୍କର ସବୁ କାମ ଶେଷ କରି ପ୍ରାୟ ୬ ମାସ ସେ କାମରୁ ବିରତି ନେଇଛନ୍ତି । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ…

ବିମାନରେ ଅସଦାଚରଣର ଶିକାର ହେଲେ ଉର୍ଫି: ସୋସିଆଲ ମିଡ଼ିଆରେ କଲେ ସେୟାର

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ବିମାନରେ ଅସଦାଚରଣର ଶିକାର ହୋଇଛନ୍ତି । ଏନେଇ ଉର୍ଫି ନିଜେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ମୁମ୍ବାଇରୁ ଗୋଆ ବିମାନରେ ଫେରୁଥିବା ବେଳେ ମଦ୍ୟପାନ କରିଥିବା କିଛି ଯୁବକ ତାଙ୍କୁ…

କେରଳ ଫିଲ୍ମ ଫେଷ୍ଟର ସ୍କ୍ରିନିଂ ପାଇଁ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ମନୋନୀତ

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ କେରଳରେ ଅନୁଷ୍ଠିତ ହେବାକୁ ଥିବା ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର…

ବଲିଉଡ଼ରେ ଡ଼େବ୍ୟୁ କରିବେ ରାଜ୍ କୁନ୍ଦ୍ରା: ନିଜ ବାୟୋପିକ୍‌ରେ ନିଜେ ସାଜିବେ ନାୟକ

ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ବାୟୋପିକ୍ ଆଗକୁ ନିର୍ମାଣ ହେବାକୁ ଯାଉଛି । ଏଥିରେ ନିଜେ ରାଜ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରାଜ୍ ପର୍ନ ଫିଲ୍ମ ନିର୍ମାଣ କରିବା ଘଟଣା ତାଙ୍କ ବାୟୋପିକ୍‌ର ମୁଖ୍ୟ କଥାବସ୍ତୁ ରହିଛି । ଏହି ଫିଲ୍ମ ଜରିଆରେ ରାଜ୍ ଅଭିନୟରେ ଡେବ୍ୟୁ…

କ୍ୟାଟ୍‌ୱାକ୍ ରୁ ଆଲିଆଙ୍କୁ ଅଧାରେ ଛାଡ଼ି ଦୀପିକାଙ୍କୁ ଚୁମ୍ବନ ଦେଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏବେ ରଣବୀର ଓ ଆଲିଆ ସେମାନଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଆସନ୍ତା ୨୮ ତାରିଖରେ ରିଲିଜ୍ ହେବ ।…

୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ

ମୁମ୍ବାଇ: ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ତାଙ୍କ ବିଜନେସ ପାର୍ଟନର ୧.୫୫ କୋଟି ଟଙ୍କାର ଠକେଇ କରିଥିବା ଜଣାଯାଇଛି । ଏ ନେଇ ବିବେକଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁୁଜୁ କରି ଘଟଣାର ତଦନ୍ତ ଚଳାଇଛି ।…

ମଣିପୁର ଘଟଣା ସମଗ୍ର ଭାରତ ପାଇଁ ଲଜ୍ଜା: ଉର୍ଫି ଜାଭେଦ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ନିଜ ପୋଷାକକୁ ନେଇ ଅଧିକାଂଶ ସମୟ ବିବାଦରେ ରହୁଥିବା ଉର୍ଫି ଏବେ ମଣିପୁରରେ ଘଟିଥିବା ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ମଣିପୁରରେ…

ଚତୁର୍ଥ ଥର ବାପା ହେଲେ ଅଭିନେତା ଅର୍ଜୁନ ରାମପାଲ

ମୁମ୍ବାଇ: ଚତୁର୍ଥ ଥର ବାପା ହେଲେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ୍ । ତାଙ୍କ ପ୍ରେମିକା ଗେବ୍ରିଏଲା ଡେମୋଟ୍ରିଏଡସ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ତାଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ଏବେ ପୁଣିଥରେ ଏକ ପୁଅକୁ ଜନ୍ମ ଦେଇଛନ୍ତି । ଅଜୁର୍ନଙ୍କ ପୂର୍ବ ପତ୍ନୀ ମେହେର…

ବାବା ଅମରନାଥଙ୍କୁ ଦର୍ଶନ କଲେ ସାରା, ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମୁସଲମାନ ସମ୍ପ୍ରଦାୟ ହୋଇ ମଧ୍ୟ ହିନ୍ଦୁ ଧର୍ମକୁ ବହୁ ଗୁରୁତ୍ୱ ଦିଅନ୍ତି l ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ବର୍ତ୍ତମାନ…