Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲମାନଙ୍କ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ: ଚେତାବନୀ ଦେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ପୁଣି ଚର୍ଚ୍ଚାରେ । ଗତ କିଛି ଦିନ ହେବ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ବେଳେ ଏବେ ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସଲମାନଙ୍କ ଟିମ୍ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କିଛି ଲୋକ…

ଗଦର ୨ ପ୍ରମୋଶନ ପାଇଁ କପିଲ ଶର୍ମା ଶୋରେ ପହଞ୍ଚିଲେ ସନ୍ନି-ଅମିଶା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ ସେମାନଙ୍କ ଆଗାମୀ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଆଜିକାଲି ଉଭୟେ ସେମାନଙ୍କ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଦୁହେଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ । ଛୋଟପରଦାର ସବୁଠୁ…

ଦଶହରାରେ ଅରିନ୍ଦମଙ୍କ କମ୍ ବ୍ୟାକ୍‌

ଭୁବନେଶ୍ୱର : ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\'ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏଥର ଦଶହରାକୁ ମୁକ୍ତିଲାଭ…

ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳିଲେ କ୍ୟାଟ୍ରିନା: ରୋମାଣ୍ଟିକ୍ ଅନ୍ଦାଜର ଫଟୋ ସେୟାର କଲେ ଭିକି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍‌ଧାମରେ ପାଳନ କରିଛନ୍ତି । ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ସେ ତାଙ୍କ ସ୍ୱାମୀ ଭିକି କୌଶଲଙ୍କ ସହ ମୁମ୍ବାଇ ବାହାରକୁ ଯାଇଛନ୍ତି । ଏହି ଅବସରରେ ଭିକି ବିଶେଷ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି…

୨୯ ବର୍ଷ ପରେ ‘ନୋ କିସ୍ ପଲିସି’ ଭାଙ୍ଗିଲେ କାଜଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କାଜଲ ଏବେ ଖୁବ୍ ଚର୍ଚ୍ଚାରେ । ସେ ଡିଜନି ପ୍ଲସ ହଟ ଷ୍ଟାରର ୱେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି । ନିକଟରେ ଏହି ୱେବ ସିରିଜ୍ ରିଲିଜ୍ ହୋଇଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ କାଜଲ ଜଣେ ଓକିଲ…

ଫ୍ରାନ୍ସ ରାଷ୍ଟ୍ରପତି, ମୋଦିଙ୍କ ସହ ମାଧବନ: ଫଟୋ କଲେ ସେୟାର

ମୁମ୍ବାଇ: ଅଭିନେତା ଆର ମାଧବନ ତାଙ୍କର ଆଗାମୀ ଫିଲ୍ମ ‘ଟେଷ୍ଟ’ ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମ ରିଲିଜ୍‌କୁ ନେଇ ଅପେକ୍ଷାରେ ରହିଛନ୍ତି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି । ନିକଟରେ ସେ…

ନିନାଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିନା ଗୁପ୍ତା ତାଙ୍କ ସ୍ୱାମୀ ବିବେକ ମେହେରଙ୍କ ସହ ଲଣ୍ଡନରେ ଆୟୋଜିତ ୱିମ୍ବଲଡେନ ଟେନିସ ମହିଳା ଫାଇନାଲ ମ୍ୟାଚ ଦେଖିବାକୁ ଯାଇଥିଲେ । ମ୍ୟାଚ ଦେଖିବା ପରେ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି । ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ଏହି…

ପୁଅର ପ୍ରଥମ ଝଲକର ଭିଡ଼ିଓ ସେୟାର କଲେ ସନା ଖାନ୍‌

ମୁମ୍ବାଇ: ମୁମ୍ବାଇ: ଗତ ୫ ତାରିଖରେ ମାଆ ହୋଇଥିଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିବା ସହ ଉଭୟଙ୍କ ପରିବାର ଲୋକେ ବହୁତ ଖୁସି ଥିବା କହିଥିଲେ । ଏବେ ସନା ତାଙ୍କ ନବଜାତ ଶିଶୁପୁତ୍ରର ପ୍ରଥମ ଝଲକ…

ବଦଳିଲା ପ୍ରଭାସଙ୍କ ‘ପ୍ରୋଜେକ୍ଟ କେ’ର ନାମ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି…

ପୁଣି ଏକାଠି ନଜର ଆସିଲେ କରନ୍‌-ତେଜସ୍ୱୀ

ମୁମ୍ବାଇ:ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତା କରନ୍ କୁନ୍ଦ୍ରା ଏବଂ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ନିକଟରେ ଉଭୟ ଜୁହୁସ୍ଥିତ ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…