Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କଳାକାରଙ୍କ ଧର୍ମଘଟ ଯୋଗୁ ସମଗ୍ର ହଲିଉଡ୍ ବନ୍ଦ

ମୁମ୍ବାଇ: ହଲିଉଡ଼ର ହଜାର ହଜାର ଅଭିନେତା ଅଭିନେତ୍ରୀ ଗୁୁରୁବାର ମଧ୍ୟରାତ୍ରିରୁ ଧର୍ମଘଟ ଚଳାଇଛନ୍ତି । ଫଳରେ ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ହଲିଉଡ଼ ପାଇଁ ଲେଖୁଥିବା ଲେଖକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଏହାର ଚୂଡ଼ାନ୍ତ…

ମିନା କୁମାରୀଙ୍କ ବାୟୋପିକ୍‌ରେ ନଜର ଆସିବେ କ୍ରିତି ସାନନ

ମୁମ୍ବାଇ: ଲୋକପ୍ରିୟ ଭେଟେରାନ ଅଭିନେତ୍ରୀଙ୍କ ମଧ୍ୟରୁ ମିନା କୁମାରୀ ହେଉଛନ୍ତି ଅନ୍ୟତମ । ସେ ଫିଲ୍ମରେ ପାୱାରଫୁଲ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କୁ ବଲିଉଡ଼ରେ ‘ଟ୍ରାଜେଡି କୁଇନ’ ଭାବେ ବେଶ୍ ପରିଚିତ । ଏହି ଭେଟେରାନ ଅଭିନେତ୍ରୀଙ୍କ ଏକ ବାୟୋପିକ୍ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି ।…

ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଲେ ଆଲିଆ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଛନ୍ତି ଆଲିଆ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଅନେକ ପ୍ରଶଂସକ ତାଙ୍କର ପ୍ରଶଂସା କରିଛନ୍ତି । ବଲିଉଡ଼ର ଲୋକପ୍ରିୟ…

କଙ୍ଗନା ରଣାୱତଙ୍କ ଫିଲ୍ମ ‘ତେଜସ୍’ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ !

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଫିଲ୍ମ 'ତେଜସ୍' ରିଲିଜ୍ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ତେବେ ଏହି ଫିଲ୍ମ ରିଜିଲ ପୂର୍ବରୁ ଚଳଚ୍ଚିତ୍ର ଉପରେ ସଙ୍କଟ ଘୁରିବୁଲୁଥିବା ନଜର ଆସିଛି। ଚଳଚ୍ଚିତ୍ର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଉକ୍ତ ଫିଲ୍ମରେ…

ଚର୍ଚ୍ଚାରେ ଅନୁପମଙ୍କ ୫୩୯ ତମ ଫିଲ୍ମ

ମୁମ୍ବାଇ: ବଲିଉଡର ଅଲରାଉଣ୍ଡର କଳାକାର ଅନୁପମ ଖେରଙ୍କ ନୂତନ ଫିଲ୍ମ ସମସ୍ତଙ୍କୁ ଆକୃଷ୍ଟ କରିଛି । ଅନୁପମ ତାଙ୍କ ୫୩୯ତମ ଫିଲ୍ମର ଘୋଷଣା ଅବସରରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଅନୁପମ ନାଗ ସାପରେ ଭରପୂର ଏକ ସିଂହାସନରେ ବସିଛନ୍ତି । ସେ ଲେଖିଛନ୍ତି ଯେ, ଏହା କୌଣସି ପୌରାଣିକ କଥା…

ସୁଶାନ୍ତ ସିଂଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ ଦ ଜଷ୍ଟିସ୍’ ଉପରେ ଲାଗିବନି ପ୍ରତିବନ୍ଧକ

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ନ୍ୟାୟ ଦ ଜଷ୍ଟିସ୍' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ଏକ ଆବେଦନକୁ ଖାରଜ କରି ଦେଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି, ଯେଉଁଥିରେ…

ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଲେ ବିଜୟ, ଦର୍ଶାଇଲେ ଅଜବ କାରଣ

ମୁମ୍ବାଇ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜରିମାନା ଗଣଛନ୍ତି ସୁପରଷ୍ଟାର ଥଲପତି ବିଜୟ । ଗୋଟିଏ ଦିନରେ ଦୁଇରୁ ଅଧିକ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଟ୍ରାଫିକ ପୁଲିସ ଜରିମାନା ଲଗାଇିଛି । ଏହି ସମୟର ଅଭିନେତାଙ୍କ କାର ଏବଂ ଚାଲାନ୍‌ର କିଛି ଫଟୋ ସୋସିଆଲ ମିଡିଆରେ…

ଓଏମଜି୨: ରିଭ୍ୟୁ କମିଟି ପାଖକୁ ପଠାଗଲା ଫିଲ୍ମ

ମୁମ୍ବାଇ: ଆଦିପୁରୁଷ ଫିଲ୍ମର ବିବାଦ ପରେ ସେନ୍ସର ବୋର୍ଡ ସତର୍କ ହୋଇ ପଡିଛି । ନିକଟରେ ଓହ ମାଇ ଗଡ ୨ର ଟିଜର ରିଲିଜ ହୋଇଥିଲା । ଏଥିରେ ପଙ୍କଜ ତ୍ରିପାଠୀଙ୍କୂ ଭକ୍ତ ରୂପରେ ଏବଂ ଅକ୍ଷୟ କୁମାରଙ୍କୁ ଭଗବାନ ଶିବଙ୍କ ଅବତାର ଭାବେ ଚିତ୍ରଣ କରାଯାଇଛି । ୧୧ ଅଗଷ୍ଟ ୨୦୨୩ ଏହା ରିଲିଜ ହେବାକୁ ଥିଲା…

ସ୍ପେନ୍‌ରେ ଛୁଟି କାଟୁଛନ୍ତି ଆଦିତ୍ୟ-ଅନନ୍ୟା: ଫଟୋ କଲେ ସେୟାର

ମୁମ୍ବାଇ: ସ୍ପେନ୍‌ରେ ଛୁଟି କାଟୁଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନିକଟରେ ସ୍ପେନ୍‌ରେ ଆୟୋଜିତ ଏକ ମ୍ୟୁଜିକ୍ କନସର୍ଟରେ ଯୋଗ ଦେଇଥିଲେ । ମ୍ୟୁଜିକ୍ କନସର୍ଟର ଫଟୋ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଦିତ୍ୟ-ଅନନ୍ୟାଙ୍କ…

ସୁପ୍ରିମକୋର୍ଟ ଗଲେ ‘ଆଦିପୁରୁଷ’ ନିର୍ମାତା

ମୁମ୍ବାଇ: ରାମାୟଣ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା…