Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚନ୍ଦୁ ଚାମ୍ପିୟନରେ କାର୍ତିକଙ୍କ ସହ ଅଭିନୟ କରିବେ ଶ୍ରଦ୍ଧା

ମୁମ୍ବାଇ: କବୀର ଖାଁଙ୍କ ଚନ୍ଦୁ ଚାମ୍ପିୟନ ଫିଲ୍ମରେ କାର୍ତିକ ଆର୍ଯ୍ୟନଙ୍କ ସହ ଶ୍ରଦ୍ଧା କାପୁର ଅଭିନୟ କରିବେ ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ମେକର୍ସ କାର୍ତିକଙ୍କ ସହ ଏକ ଫ୍ରେଶ ଯୋଡି ଚାହୁଁଥିଲେ । ଶ୍ରଦ୍ଧା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିବା ନେଇ ରାଜି ହୋଇଛନ୍ତି । ଏହି…

ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁୁ ଘେରିଲେ ପ୍ରଶଂସକ: ପୋଲିସ ପହଞ୍ଚି ହଟାଇଲା ଭିଡ଼

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍ । ତାଙ୍କର ଲୁକ୍ ଓ ଅଭିନୟ ପାଇଁ ସେ ବେଶ୍ ପରିଚିତ । ଫିଲ୍ମ ‘ଟାଇଗର -୩’ ପରଠାରୁ କ୍ୟାଟ୍ରିନାଙ୍କୁ ଆଉ ଅଭିନୟ ଦୁନିଆରେ ଦେଖିବାକୁ ମିଳି ନ ଥିଲା । ଏମିତି କି ବିବାହ ପରେ ସେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଛନ୍ତି…

ସାଉଥରେ ଡେବ୍ୟୁ କରିବେ ସଞ୍ଜୟ କପୁରଙ୍କ ଝିଅ ଶନାୟା

ମୁମ୍ବାଇ: ସାଉଥରେ ଡେବ୍ୟୁ କରିବେ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । ସେ ସାଉଥ ଅଭିନେତା ମୋହନଲାଲଙ୍କ ସହ ଫିଲ୍ମ ବୃଷଭରେ ଡେବ୍ୟୁ କରିବେ । ଏହି ଫିଲ୍ମରେ କନ୍ନଡ ନିର୍ଦ୍ଦେଶକ ନନ୍ଦା କିଶୋର ନିର୍ଦ୍ଦେଶନା ଦେବେ । ଏଥିରେ ଶନାୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।…

ପୁଷ୍ପା ୨ରେ ଆଇଟମ ନମ୍ବର କରିବେ ଉର୍ବଶୀ, ୩ମିନିଟ ଗୀତ ପାଇଁ ୩ କୋଟି ଟଙ୍କା

ମୁମ୍ବାଇ: ଆଲ୍ଲ ଅର୍ଜୁନ ଏବେ ପୁଷ୍ପା ୨ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ଆଇଟମ ସଙ୍ଗ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୩ ମିନିଟର ଏହି ଗୀତ ପାଇଁ ଉର୍ବଶୀ ୨ରୁ୩ କୋଟି ଟଙ୍କା ଦାବୀ କରିଛନ୍ତି । ଅବଶ୍ୟ ଏ ନେଇ ମେକର୍ସ କିମ୍ବା…

ରଣବୀରଙ୍କ ଜନ୍ମ ଦିନରେ ସଞ୍ଜୟ ଦେଲେ ନୂତନ ଫିଲ୍ମର ଅଫର

ମୁମ୍ବାଇ: ରଣବୀର ସିଂ ୬ ଜୁଲାଇରେ ୩୮ତମ ଜନ୍ମ ଦିବସ ଧୂମଧାମରେ ପାଳନ କରିଛନ୍ତି । ଜନ୍ମ ଦିନରେ ଲୋକପ୍ରିୟ ଫିଲ୍ମ ମେକର୍ସ ସଞ୍ଜୟ ଲୀଲା ଭନ୍ସାଲୀ ତାଙ୍କୁ ନୂତନ ଫିଲ୍ମର ଅଫର ଦେଇଛନ୍ତି । ସେ ତାଙ୍କର ଆଗାମୀ ମ୍ୟୁଜିକାଲା ଡ୍ରାମା ବୈଜୁ ବାୱାରାରେ ରଣବୀରଙ୍କୁ ନେବା ପାଇଁ ନିଷ୍ପତି ନେଇଛନ୍ତି…

ରାମ ମନ୍ଦିର ବିବାଦକୁ ନେଇ ତିଆରି ହେବ ଫିଲ୍ମ: ମୁହାଁମୁହିଁ ହେବେ ସନ୍ନି ଦେଓଲ-ସଞ୍ଜୟ ଦତ୍ତ

ମୁମ୍ବାଇ: ରାମ  ମନ୍ଦିରକୁ ନେଇ ଦେଖାଦେଇଥିବା ଆଇନଗତ ବିବାଦ ଉପରେ ତିଆରି ଫିଲ୍ମ  । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଫିଲ୍ମର ସୁଟିଂ ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବ  । ଫିଲ୍ମର ନାମ ହେବ ଜନ୍ମଭୂମି । ଫିଲ୍ମରେ ସନି ଦେଓଲ ଏବଂ ସଞ୍ଜୟ ଦତ୍ତ ନଜରକୁ ଆସିବେ । ମିଳିଥିବା ଖବର ଅନୁଯାୟୀ,…

‘ସାଲାର’ ଟିଜର ଆଉଟ୍, ଦମଦାର ରୋଲ୍ ରେ ନଜର ଆସିଲେ ପ୍ରଭାସ

ମୁମ୍ବାଇ:  ‘ଆଦିପୁରୁଷ’ ଫିଲ୍ମ ବିବାଦ ପରିସରଭୁକ୍ତ ହୋଇଥିଲେ ହେଁ ଏଥିରେ ପ୍ରଭାସଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏହି ସିନେମାରେ ସେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ଏବେ ସମସ୍ତଙ୍କ ନଜର ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’…

ଜାପାନରେ ଧମାଲ କରିବ ଫିଲ୍ମ ‘ପଠାନ’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ଚଳିତ ବର୍ଷ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଫିଲ୍ମ 'ପଠାନ' ଭଲ ଆୟ କରିଛି। ଚାରି ବର୍ଷ ପରେ ଶାହାରୁଖ ଖାନ ବଡ଼ ସଫଳତା ହାସଲ କରିଛନ୍ତି। ଚଳଚ୍ଚିତ୍ରଟି କେବଳ ରୋଜଗାର ଦିଗରେ ନୁହେଁ ବରଂ ବକ୍ସ ଅଫିସରେ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ଶାହରୁଖ ଖାନଙ୍କ ସର୍ବାଧିକ ଆୟ…

ମାଆ ହେଲେ ଅଭିନେତ୍ରୀ ସନା ଖାନ୍

ମୁମ୍ବାଇ: ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିଛନ୍ତି । ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଖୁସି ଦେଖାଦେଇଛି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

“ଫିଲ୍ମ ଅପରେସନ ୧୨/୧୭” ର ପୋଷ୍ଟର ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭"ର । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ…