Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାନ୍ସ ଫେଷ୍ଟିଭାଲ ରେଡ୍‌ କାର୍ପେଟରେ ଜଲଓ୍ବା ଦେଖାଇବେ ଅନୁଷ୍କା ଓ ମାନୁଷୀ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଫେଷ୍ଟିଭାଲ କାନ୍ସ ଫେଷ୍ଟିଭାଲ । ୧୬ରୁ ଆାରମ୍ଭ ହୋଇଯାଇଛି ଏହି ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ ସମସ୍ତ ତାରକା ଯୋଗଦେବେ । ଗତ କାନ୍ସ ଫେଷ୍ଟିଭାଲରେ ଐଶ୍ୱରୀୟା ରାୟ ଏବଂ ଦୀପିକା ପାଦୁକାନ ନଜର ଆସିଥିଲେ । ପୂର୍ବରୁ ଏମାନେ କାନ୍ସରେ ଯୋଗଦେଇ ବଲିଉଡକୁ…

ଆରମ୍ଭ ହେଲା ‘ଖତ୍‌ରୋଁ କେ ଖିଲାଡି’: ପ୍ରଥମେ ଷ୍ଟଣ୍ଟ ଦେଖି ଡ଼ରିଗଲେ ଅଭିନେତା ରୋହିତ

ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ ‘ଖତ୍‌ରୋଁ କେ ଖିଲାଡି ସିଜିନ୍‌୧୩ ନିକଟରେ ଆରମ୍ଭ ହୋଇଛି । ଏହି ଶୋକୁ ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କାରଣ ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଏହ ଶୋରେ ଟିଭି ଏବଂ ସିନେମା ଜଗତର ଜଣାଶୁଣା ସେଲିବ୍ରିଟିମାନେ ରୋହିତ ଶେଟ୍ଟୀଙ୍କ…

ସଙ୍କଟରେ ବଲିଉଡ: ୬ ମାସରେ ବନ୍ଦ ହୋଇପାରେ ୫୦ ଥିଏଟର୍ସ

ମୁମ୍ବାଇ: କରୋନା ମହାମାରୀ ପରଠାରୁ ବଲିଉଡର ମାତ୍ରାଧିକ କ୍ଷତି ଘଟିବାରେ ଲାଗିଛି । ହାତ ଗଣତି ଫିଲ୍ମ ଛାଡିଦେଲେ ବକ୍ସ ଅଫିସରେ ଅଧିକ ଫିଲ୍ମ ଫ୍ଲପ ହେଉଛି । ଏହା ବ୍ୟତୀତ ପିଭିଆର ଓ ଆଇନକ୍ସରେ ଫିଲ୍ମ ଦେଖିବା ମଧ୍ୟବିତ ପରିବାର ଉପରେ ଚାପ ପକାଇଛି । ଦର୍ଶକ ହଲଠାରୁ ଦୂରେଇବାରେ ଲାଗିଛନ୍ତି ।…

ମୁମ୍ବାଇରେ ହ୍ରିତିକ ପ୍ରେମିକା ସବାଙ୍କ ପାଇଁ କିଣିଲେ ନୂଆ ଘର

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଅଭିିନେତ୍ରୀ ସବା ଆଜାଦଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଉଭୟ ଅଧିକାଂଶ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତି । ଏବେ ହ୍ରିତିକ୍ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି । ତାହାପୁଣି ତାଙ୍କ ପ୍ରେମିକା ସବାଙ୍କ…

ବଡିଗାର୍ଡଙ୍କ ବାଇକ୍‌ରେ ଗଲେ ଅନୁଷ୍କା, ଭିଡିଓ ଭାଇରାଲ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ମୁମ୍ବାଇ ରାସ୍ତାରେ ବାଇକରେ ଯାଉଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ବଡ଼ିଗାର୍ଡ଼ଙ୍କ ସହ ବାଇକ୍‌ରେ ଯାଉଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିିଡ଼ିଆରେ ଖୁବ୍ ଭାଇରାଲ…

କିନ୍ନରଙ୍କ କାହାଣୀକୁ ନେଇ ନିର୍ମିତ ହେଲା ଓଡ଼ିଆ ଫିଲ୍ମ ‘ଟି’ : ଟ୍ରେଲର ରିଲିଜ୍‌

ଭୁବନେଶ୍ୱର: ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଫିଲ୍ମ ‘ଟି' । ଏଥିରେ ଜିତେଶ କୁମାର ପରିଡ଼ା ନିର୍ଦ୍ଦେଶନା ଦେଇଛନ୍ତି । ଅଭିନେତା ଦେବାଶିଷ ସାହୁ ମେଘନା ସାହୁ ଚରିତ୍ରରେ ନଜର ଆସିବେ । ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ…

ନିର୍ବନ୍ଧରେ ପରିଣୀତିଙ୍କ ଜୋତାକୁ ନେଇ ଚର୍ଚ୍ଚା: ଦାମ୍ ବହୁତ କମ୍

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କର ନିର୍ବନ୍ଧ ହୋଇଯାଇଛି । ନୂଆଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ଏହା ଆୟୋଜିତ ହୋଇଥିଲା । ତେବେ ରାଘବ ଓ ପରିଣୀତିଙ୍କ ଯୋଡ଼ିକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ଯଦି…

ଏଟଲୀଙ୍କ ଆକ୍ସନ ଫିଲ୍ମରେ ଅଭିନୟ କରିବେ ବରୁଣ ଧାୱନ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଟଲୀ କୁମାର ଏବେ ଶାହାରୁଖ ଖାଁଙ୍କ ସହ ଯବାନ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିବା ପାଇଁ ଚେଷ୍ଟା କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଟଲୀ ଏବେ ବରୁଣ ଧାୱନଙ୍କ ସହ…

ଝିଅ ସହ ରାମ୍ପ୍‌ରେ ଚାଲିଲେ କପିଲ

ମୁମ୍ବାଇ: ୩ ବର୍ଷ ଝିଅ ଅନାୟାରାଙ୍କ ସହ କମେଡ଼ି କିଙ୍ଗ ତଥା ଅଭିନେତା କପିଲ ଶର୍ମା ର଼୍ୟାମ୍ପ୍‌ରେ ଚାଲିଛନ୍ତି । କପିଲ ଝିଅର ହାତ ଧରି ର଼ାମ୍ପ୍‌ରେ ଚାଲୁଛନ୍ତି । ଏହି ସମୟରେ ବାପା-ଝିଅ କଳା ଡ୍ରେସ୍ ପିନ୍ଧିଛନ୍ତି, ଯେଉଁଥିରେ ସେମାନେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତିି । ଏହି ସମୟର ଏକ ଭିଡିଓ…

କାନ୍ସ ରେଡ କାର୍ପେଟରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା-ମାନୁଷି

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି ଫେଷ୍ଟିଭାଲରେ ସାରା ବିଶ୍ୱରୁ ବହୁ କଳାକାର ଯୋଗଦେବେ । ସେମାନେ ରେଡ କାର୍ପେଟରେ ନିଜର ଜଲୱା ଦେଖାଇବେ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏଥର ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ମାନୁଷି ଚ୍ଛିଲ୍ଲର…